ମେଦାକ୍

ଉଇକିପିଡ଼ିଆ‌ରୁ
(Medakରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Medak
మెదక్
میڈک
The Church of South India Cathedral in Medak
The Church of South India Cathedral in Medak
CountryIndia
StateTelangana
RegionTelangana
DistrictMedak
Elevation
442 m (1,450 ft)
Population
 (2011)[୧]
 • Total୪୪,୨୫୫
Languages
 • OfficialTelugu, Urdu
Time zoneUTC+5:30 (IST)
PIN
502110
Telephone code08452
ଯାନବାହାନ ପଞ୍ଚୀକରଣTS-15<ref>"District Codes". Government of Telangana Transport Department. Retrieved 4 September 2014.</ref>
WebsiteMedak municipality


ମେଦାକ୍ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ମେଦକ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମେଦାକ୍ ୧୮.୦୪୫୩ ଉତ୍ତର ଅକ୍ଷାଂଶ ଓ ୭୮.୨୬୦୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମେଦାକ୍ ସହରର ମୋଟ ଜନସଂଖ୍ୟା ୧୩୩୦୫ ଅଟେ ।[୩] ସେଥି ମଧ୍ୟରୁ ୫୮.୫୦% ଜଣ ପରୁଷ ହୋଇଥିବା ବେଳେ ୪୧.୫୦% ଜଣ ନାରୀ ଅଟନ୍ତି । ମେଦାକ୍ର ସାକ୍ଷରତା ହାର ୫୭.୬୨% ଅଟେ । ଏହା ଜାତୀୟ ହାରଠାରୁ ୭.୨୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୯.୬୯% ପ୍ରତିଶତ ପୁରୁଷ ଓ ୧୭.୯୩% ନାରୀ ଅଟନ୍ତି । ୧୪.୫୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ତେଲୁଗୁ ମେଦାକ୍ର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census 2011". The Registrar General & Census Commissioner, India. Retrieved 25 July 2014.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]