ମେଦାକ୍
ଦେଖଣା
Medak
మెదక్ میڈک | |
|---|---|
| The Church of South India Cathedral in Medak The Church of South India Cathedral in Medak | |
| Country | India |
| State | Telangana |
| Region | Telangana |
| District | Medak |
| Elevation | 442 m (1,450 ft) |
| Population (2011)[୧] | |
| • Total | ୪୪,୨୫୫ |
| Languages | |
| • Official | Telugu, Urdu |
| Time zone | UTC+5:30 (IST) |
| PIN | 502110 |
| Telephone code | 08452 |
| ଯାନବାହାନ ପଞ୍ଚୀକରଣ | TS-15<ref>"District Codes". Government of Telangana Transport Department. Retrieved 4 September 2014.</ref> |
| Website | Medak municipality |
ମେଦାକ୍ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ମେଦକ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ମେଦାକ୍ ୧୮.୦୪୫୩ ଉତ୍ତର ଅକ୍ଷାଂଶ ଓ ୭୮.୨୬୦୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମେଦାକ୍ ସହରର ମୋଟ ଜନସଂଖ୍ୟା ୧୩୩୦୫ ଅଟେ ।[୩] ସେଥି ମଧ୍ୟରୁ ୫୮.୫୦% ଜଣ ପରୁଷ ହୋଇଥିବା ବେଳେ ୪୧.୫୦% ଜଣ ନାରୀ ଅଟନ୍ତି । ମେଦାକ୍ର ସାକ୍ଷରତା ହାର ୫୭.୬୨% ଅଟେ । ଏହା ଜାତୀୟ ହାରଠାରୁ ୭.୨୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୯.୬୯% ପ୍ରତିଶତ ପୁରୁଷ ଓ ୧୭.୯୩% ନାରୀ ଅଟନ୍ତି । ୧୪.୫୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ତେଲୁଗୁ ମେଦାକ୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census 2011". The Registrar General & Census Commissioner, India. Retrieved 25 July 2014.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.