ମାନେର୍

ଉଇକିପିଡ଼ିଆ ରୁ
(Maner ରୁ ଲେଉଟି ଆସିଛି)
Jump to navigation Jump to search
Maner
मनेर
city
Maner is located in Bihar
Maner
Maner
Location in Bihar, India
ଅବସ୍ଥିତି: 25°39′N 84°53′E / 25.65°N 84.88°E / 25.65; 84.88Coordinates: 25°39′N 84°53′E / 25.65°N 84.88°E / 25.65; 84.88
ଦେଶ India
ରାଜ୍ୟBihar
ଜିଲ୍ଲାPatna
ଉଚ୍ଚତା54 m (177 ft)
ଜନସଂଖ୍ୟା (2001)
 • ମୋଟ୪୦
ଭାଷା
 • ସରକାରୀMagadhi, Hindi
IST (UTC+5:30)
ପିନ କୋଡ଼801108
ୱେବସାଇଟpatna.nic.in
Main article Maner Sharif

ମାନେର୍ ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ (Notified area) ଅଟେ । ଏହା ବିହାରର ପତ୍ନ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମାନେର୍ ୨୫.୬୪୭୩ ଉତ୍ତର ଅକ୍ଷାଂଶ ଓ ୮୪.୮୭୪୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୮୩ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାନେର୍ ସହରର ମୋଟ ଜନସଂଖ୍ୟା ୨୬୯୧୨ ଅଟେ ।[୨] ସେଥି ମଧ୍ୟରୁ ୫୩.୦୨% ଜଣ ପରୁଷ ହୋଇଥିବା ବେଳେ ୪୬.୯୮% ଜଣ ନାରୀ ଅଟନ୍ତି । ମାନେର୍ର ସାକ୍ଷରତା ହାର ୫୧.୯୬% ଅଟେ । ଏହା ଜାତୀୟ ହାର ଠାରୁ ୧୨.୮୮% ପ୍ରତିଶତ କମ ଅଟେ । ସେଥିରୁ ୩୨.୨୯% ପ୍ରତିଶତ ପୁରୁଷ ଓ ୧୯.୬୬% ନାରୀ ଅଟନ୍ତି । ୧୮.୭୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ମାନେର୍ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]