ମାନେର୍

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Maner
मनेर
city
ଦେଶ India
ରାଜ୍ୟBihar
ଜିଲ୍ଲାPatna
Elevation
54 m (177 ft)
Population
 (2001)
 • Total୪୦,୦୬୮
ଭାଷା
 • ସରକାରୀMagadhi, Hindi
Time zoneUTC+5:30 (IST)
PIN
Websitepatna.nic.in
Main article Maner Sharif

ମାନେର୍ ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ (Notified area) ଅଟେ । ଏହା ବିହାରର ପତ୍ନ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମାନେର୍ ୨୫.୬୪୭୩ ଉତ୍ତର ଅକ୍ଷାଂଶ ଓ ୮୪.୮୭୪୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୮୩ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାନେର୍ ସହରର ମୋଟ ଜନସଂଖ୍ୟା ୨୬୯୧୨ ଅଟେ ।[୨] ସେଥି ମଧ୍ୟରୁ ୫୩.୦୨% ଜଣ ପରୁଷ ହୋଇଥିବା ବେଳେ ୪୬.୯୮% ଜଣ ନାରୀ ଅଟନ୍ତି । ମାନେର୍ର ସାକ୍ଷରତା ହାର ୫୧.୯୬% ଅଟେ । ଏହା ଜାତୀୟ ହାରଠାରୁ ୧୨.୮୮% ପ୍ରତିଶତ କମ ଅଟେ । ସେଥିରୁ ୩୨.୨୯% ପ୍ରତିଶତ ପୁରୁଷ ଓ ୧୯.୬୬% ନାରୀ ଅଟନ୍ତି । ୧୮.୭୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ମାନେର୍ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]