Jump to content

ମହର୍ଷି ବିଦ୍ୟା ମନ୍ଦିର, ରାୟଗଡ଼ା

ଉଇକିପିଡ଼ିଆ‌ରୁ
(Maharshi Vidya Mandir, Rayagadaରୁ ଲେଉଟି ଆସିଛି)


ମହର୍ଷି ବିଦ୍ୟା ମନ୍ଦିର, ରାୟଗଡ଼ା
ଅବସ୍ଥାନ
ରାୟଗଡ଼ା, ଓଡ଼ିଶା, ଭାରତ
ବିବରଣୀ
ପ୍ରତିଷ୍ଠା ୧୯୯୨
ଅଧ୍ୟକ୍ଷ ଶ୍ରୀମତୀ କ୍ଷୀରାବ୍ଧି ମିଶ୍ର
ଶ୍ରେଣୀ ନର୍ସରୀରୁ ଶ୍ରେଣୀ ୧୦ମ
ଛାତ୍ରଛାତ୍ରୀ ସଂଖ୍ୟା ୧୫୯+
ପରିମିତି ୩ ଏକର
ୱେବସାଇଟ

ମହର୍ଷି ବିଦ୍ୟା ମନ୍ଦିର, ରାୟଗଡ଼ା ଓଡ଼ିଶାର ରାୟଗଡ଼ା ଜିଲ୍ଲାର ରାୟଗଡ଼ା ସହରରେ ଥିବା ଏକ ବେସରକାରୀ ଇଁରାଜୀ ମାଧ୍ୟମ ବିଦ୍ୟାଳୟ[] । ପ୍ରାୟ ୩ ଏକର ବିସ୍ତୃତ ଏହି ବିଦ୍ୟାଳୟରେ ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢ଼ିବାର ବ୍ୟବସ୍ଥା ରହିଛି । ବିଦ୍ୟାଳୟରେ ପଢ଼ିବା ପାଇଁ ଏକ ପ୍ରବେଶ ପରିକ୍ଷାରେ ଉତ୍ତିନ୍ନ ହେବାକୁ ପଡ଼େ । ସଫଳ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ପଢ଼ିବା ପାଇଁ ଅନୁମତି ଦିଆଯାଏ ।

ଇତିହାସ

[ସମ୍ପାଦନା]

ମହର୍ଷି ମହେଶ ଯୋଗୀଙ୍କ ପରିକଳ୍ପିତ ଏହି ବିଦ୍ୟାଳୟଟି ତା ୭, ଜାନୁୟାରୀ ୧୯୯୨ ମସିହାରେ ରାୟଗଡାଠାରେ ପ୍ରତିଷ୍ଟିତ । ବିଦ୍ୟାଳୟଟି ମହର୍ଷି ମହେଶ ଯୋଗୀଙ୍କ ମହର୍ଷି ଗ୍ଳୋବାଲ୍‌ ଶିକ୍ଷା ଆନ୍ଦୋଳନର ଅଂଶ ବିଶେଷ ଏବଂ ମହର୍ଷି ଶିକ୍ଷା ସଂସ୍ଥାନଦ୍ୱାରା ପରିଚାଳିତ[] । ଜାତୀୟ ମୁକ୍ତ ବିଦ୍ୟାଳୟ ଅନୁଷ୍ଠାନର ଏକ କେନ୍ଦ୍ର ଏଠାରେ କାର୍ଯ୍ୟ କରୁଅଛି[].

ଶିକ୍ଷା

[ସମ୍ପାଦନା]

ଏହି ବିଦ୍ୟାଳୟରେ ସି.ବି.ଏସ୍.ଇ ପାଠ୍ୟ ଖସଡ଼ା ଅନୁସାରେ ପାଠ ପଢ଼ା ହୁଏ।

  1. ""Orissaschools"". Archived from the original on 2015-02-13. Retrieved 2015-02-22.
  2. ""e-gyan"" (PDF). Archived from the original (PDF) on 2015-02-03. Retrieved 2015-02-22.
  3. ""Nationalinstituteofopenschooling"" (PDF). Archived from the original (PDF) on 2015-02-03. Retrieved 2015-02-22.

ବାହାର ତଥ୍ୟ

[ସମ୍ପାଦନା]