Jump to content

ଲର୍ବିନେକ୍ଟେଡିନ

ଉଇକିପିଡ଼ିଆ‌ରୁ
(Lurbinectedinରୁ ଲେଉଟି ଆସିଛି)
ଲର୍ବିନେକ୍ଟେଡିନ
Clinical data
Pronunciation/ˌlɜːrbɪˈnɛktɪdin/
LUR-BI-NEK-TI-deen
Trade namesZepzelca
SynonymsPM-01183
AHFS/Drugs.commonograph
MedlinePlusa620049
data
Pregnancy
category
    Routes of
    administration
    Intravenous
    Legal status
    Legal status
    Identifiers
    • [(1R,2R,3R,11S,12S,14R,26R)-5,12-dihydroxy-6,6'-dimethoxy-7,21,30-trimethyl-27-oxospiro[17,19,28-trioxa-24-thia-13,30-diazaheptacyclo[12.9.6.13,11.02,13.04,9.015,23.016,20]triaconta-4(9),5,7,15,20,22-hexaene-26,1'-2,3,4,9-tetrahydropyrido[3,4-b]indole]-22-yl] acetate
    Chemical and physical data
    FormulaC41H44N4O10S
    Molar mass୭୮୪.୮୮ g·mol−1
    3D model (JSmol)
    • CC1=CC2=C([C@@H]3[C@@H]4[C@H]5C6=C(C(=C7C(=C6[C@@H](N4[C@H]([C@H](C2)N3C)O)COC(=O)[C@@]8(CS5)C9=C(CCN8)C2=C(N9)C=CC(=C2)OC)OCO7)C)OC(=O)C)C(=C1OC)O
    • InChI=1S/C41H44N4O10S/c1-17-11-20-12-25-39(48)45-26-14-52-40(49)41(38-22(9-10-42-41)23-13-21(50-5)7-8-24(23)43-38)15-56-37(31(45)30(44(25)4)27(20)32(47)33(17)51-6)29-28(26)36-35(53-16-54-36)18(2)34(29)55-19(3)46/h7-8,11,13,25-26,30-31,37,39,42-43,47-48H,9-10,12,14-16H2,1-6H3/t25-,26-,30+,31+,37+,39-,41+/m0/s1
    • Key:YDDMIZRDDREKEP-HWTBNCOESA-N

    ଲର୍ବିନେକ୍ଟେଡିନ (ଇଂରାଜୀ ଭାଷାରେ Lurbinectedin), ଜେପଜେଲକା ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଛୋଟ କୋଷ ଫୁସଫୁସ କର୍କଟ (SCLC) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଅନ୍ୟାନ୍ୟ ଚିକିତ୍ସା ସତ୍ତ୍ୱେ ଏହି ରୋଗ ବ୍ୟାପୁଥିଲେ ଏହା ବ୍ୟବହୃତ ହୁଏ | [] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।| []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ସ୍ୱଳ୍ପ ଲୋହିତ ରକ୍ତ କଣିକା, ବୃକ୍‌କ ସମସ୍ୟା, କମ ରକ୍ତ ପ୍ଲାଟେଲେଟ୍, ଅଇ, ମାଂସପେଶୀ ଯନ୍ତ୍ରଣା, ଅଣନିଶ୍ୱାସ, ଯକୃତ ପ୍ରଦାହ ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନୁର୍ବରତା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ଆଲକିଲେଟିଂ ଏଜେଣ୍ଟ ।[] କୋଷ ବିଭାଜନ ପାଇଁ ଆବଶ୍ୟକ ଡିଏନଏ ପ୍ରତିରୂପ କରିବାରେ ହସ୍ତକ୍ଷେପ କରି ଏହା କାର୍ଯ୍ୟକ୍ଷମ ହୁଏ ।[]

    ୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ରେ ଅଷ୍ଟ୍ରେଲିଆରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଲର୍ବିନେକ୍ଟେଡିନ୍ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ଏହାର ୪ ମିଗ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୭,୨୦୦ ଡଲାର ଥିଲା ।[] ୨୦୨୧ ସୁଦ୍ଧା ଏହା ବ୍ରିଟେନ କିମ୍ବା ୟୁରୋପରେ ଉପଲବ୍ଧ ହୋଇନଥିଲା ।[]

    1. 1 2 3 "Zepzelca". Therapeutic Goods Administration (TGA). 22 September 2021. Archived from the original on 30 September 2021. Retrieved 30 September 2021.
    2. 1 2 3 4 5 6 7 8 "Zepzelca- lurbinectedin injection, powder, lyophilized, for solution". DailyMed. 15 June 2020. Archived from the original on 24 January 2021. Retrieved 24 September 2020.
    3. "Lurbinectedin". National Cancer Institute. Archived from the original on 16 May 2020. Retrieved 15 June 2020.
    4. "Lurbinectedin Monograph for Professionals". Drugs.com (in ଇଂରାଜୀ). Archived from the original on 26 January 2021. Retrieved 24 November 2021.
    5. "Zepzelca Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 24 November 2021.
    6. "Lurbinectedin". SPS - Specialist Pharmacy Service. 13 September 2016. Archived from the original on 8 December 2021. Retrieved 24 November 2021.