ଲୋଟେପ୍ରେଡନୋଲ
Clinical data | |
---|---|
Trade names | Lotemax, Loterex, others |
Synonyms | Loteprednol etabonate, 11β,17α,Dihydroxy-21-oxa-21-chloromethylpregna-1,4-diene-3,20-dione 17α-ethylcarbonate |
AHFS/Drugs.com | monograph |
Pregnancy category |
|
Routes of administration | Eye drop |
Legal status | |
Legal status |
|
Pharmacokinetic data | |
Bioavailability | None |
Protein binding | 95% |
Metabolism | Ester hydrolysis |
Metabolites | Δ1-cortienic acid and its etabonate |
Onset of action | ≤2 hrs (allergic conjunctivitis) |
Elimination half-life | 2.8 hrs |
Identifiers | |
| |
ECHA InfoCard | 100.167.120 |
Chemical and physical data | |
Formula | C24H31ClO7 |
Molar mass | ୪୬୬.୯୬ g·mol−1 |
3D model (JSmol) | |
Melting point | 220.5 to 223.5 °C (428.9 to 434.3 °F) |
Solubility in water | 0.0005 mg/mL (20 °C) |
| |
| |
(verify) |
ଲୋଟେପ୍ରେଡନୋଲ (ଇଂରାଜୀ ଭାଷାରେ Loteprednol), ଏକ ବେପାର ନାମ ଲୋଟେମାକ୍ସ, ହେଉଛି ଏକ କର୍ଟିକୋଷ୍ଟିରଏଡ ଔଷଧ ଯାହା ଚକ୍ଷୁ ଅସ୍ତ୍ରୋପଚାର ଏବଂ ଆଲର୍ଜି କଞ୍ଜକ୍ଟିଭାଇଟିସ ପରେ ହେଉଥିବା ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ [୧] ଏହାକୁ ୨ ସପ୍ତାହରୁ ଅଧିକ ସମୟ ବ୍ୟବହାର କରିବା ଉଚିତ ନୁହେଁ | [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ଆଖି, ଆଖି ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱାଦର ପରିବର୍ତ୍ତନ ଏବଂ ମୁଖ ଫୁଲା ହୋଇପାରେ ।[୧] ହର୍ପିସ୍ ସିମ୍ପଲେକ୍ସ କେରାଟାଇଟିସ୍ ରୋଗୀଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ ନୁହେଁ ।[୨]
୧୯୮୦ ମସିହାରେ ଲୋଟେପ୍ରେଡନୋଲ୍ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୯୮ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩] ଯୁକ୍ତରାଜ୍ୟରେ ୫ ମିଲିର ମୂଲ୍ୟ ପ୍ରାୟ ୬ ପାଉଣ୍ଡ ।[୧] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୦୦ ଡଲାର ଅଟେ ।[୪] ଏହା ଟୋବ୍ରାମାଇସିନ୍ ସହିତ ଏକ ମିଶ୍ରଣ ଔଷଧ ଭାବରେ ମଧ୍ୟ ମିଳିଥାଏ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ BNF 81: March-September 2021. BMJ Group and the Pharmaceutical Press. 2021. p. 1223. ISBN 978-0857114105.
- ↑ ୨.୦ ୨.୧ ୨.୨ "Loteprednol Monograph for Professionals". Drugs.com (in ଇଂରାଜୀ). Archived from the original on 29 August 2021. Retrieved 24 November 2021.
- ↑ Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 488. ISBN 9783527607495. Archived from the original on 2021-03-21. Retrieved 2020-09-20.
- ↑ "Loteprednol ophthalmic Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 28 August 2019. Retrieved 24 November 2021.