ଲୋଟେପ୍ରେଡନୋଲ

ଉଇକିପିଡ଼ିଆ‌ରୁ
Loteprednol etabonate
Clinical data
Trade namesLotemax, Loterex, others
SynonymsLoteprednol etabonate, 11β,17α,Dihydroxy-21-oxa-21-chloromethylpregna-1,4-diene-3,20-dione 17α-ethylcarbonate
AHFS/Drugs.commonograph
Pregnancy
category
  • US: C (Risk not ruled out)
Routes of
administration
Eye drop
Legal status
Legal status
Pharmacokinetic data
BioavailabilityNone
Protein binding95%
MetabolismEster hydrolysis
MetabolitesΔ1-cortienic acid and its etabonate
Onset of action≤2 hrs (allergic conjunctivitis)
Elimination half-life2.8 hrs
Identifiers
  • Chloromethyl 17-ethoxycarbonyloxy-11-hydroxy-10,13-dimethyl-3-oxo-7,8,9,11,12,14,15,16-octahydro-6H-cyclopenta[a]phenanthrene-17-carboxylate
ECHA InfoCard100.167.120 Edit this at Wikidata
Chemical and physical data
FormulaC24H31ClO7
Molar mass୪୬୬.୯୬ g·mol−1
3D model (JSmol)
Melting point220.5 to 223.5 °C (428.9 to 434.3 °F)
Solubility in water0.0005 mg/mL (20 °C)
  • CCOC(=O)O[C@@]1(CC[C@@H]2[C@@]1(C[C@@H]([C@H]3[C@H]2CCC4=CC(=O)C=C[C@]34C)O)C)C(=O)OCCl
  • InChI=1S/C24H31ClO7/c1-4-30-21(29)32-24(20(28)31-13-25)10-8-17-16-6-5-14-11-15(26)7-9-22(14,2)19(16)18(27)12-23(17,24)3/h7,9,11,16-19,27H,4-6,8,10,12-13H2,1-3H3/t16-,17-,18-,19+,22-,23-,24-/m0/s1 ☒N
  • Key:DMKSVUSAATWOCU-HROMYWEYSA-N ☒N
  (verify)

ଲୋଟେପ୍ରେଡନୋଲ (ଇଂରାଜୀ ଭାଷାରେ Loteprednol), ଏକ ବେପାର ନାମ ଲୋଟେମାକ୍ସ, ହେଉଛି ଏକ କର୍ଟିକୋଷ୍ଟିରଏଡ ଔଷଧ ଯାହା ଚକ୍ଷୁ ଅସ୍ତ୍ରୋପଚାର ଏବଂ ଆଲର୍ଜି କଞ୍ଜକ୍ଟିଭାଇଟିସ ପରେ ହେଉଥିବା ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ [୧] ଏହାକୁ ୨ ସପ୍ତାହରୁ ଅଧିକ ସମୟ ବ୍ୟବହାର କରିବା ଉଚିତ ନୁହେଁ | [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ଆଖି, ଆଖି ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱାଦର ପରିବର୍ତ୍ତନ ଏବଂ ମୁଖ ଫୁଲା ହୋଇପାରେ ।[୧] ହର୍ପିସ୍ ସିମ୍ପଲେକ୍ସ କେରାଟାଇଟିସ୍ ରୋଗୀଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ ନୁହେଁ ।[୨]

୧୯୮୦ ମସିହାରେ ଲୋଟେପ୍ରେଡନୋଲ୍ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୯୮ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩] ଯୁକ୍ତରାଜ୍ୟରେ ୫ ମିଲିର ମୂଲ୍ୟ ପ୍ରାୟ ୬ ପାଉଣ୍ଡ ।[୧] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୦୦ ଡଲାର ଅଟେ ।[୪] ଏହା ଟୋବ୍ରାମାଇସିନ୍ ସହିତ ଏକ ମିଶ୍ରଣ ଔଷଧ ଭାବରେ ମଧ୍ୟ ମିଳିଥାଏ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ BNF 81: March-September 2021. BMJ Group and the Pharmaceutical Press. 2021. p. 1223. ISBN 978-0857114105.
  2. ୨.୦ ୨.୧ ୨.୨ "Loteprednol Monograph for Professionals". Drugs.com (in ଇଂରାଜୀ). Archived from the original on 29 August 2021. Retrieved 24 November 2021.
  3. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 488. ISBN 9783527607495. Archived from the original on 2021-03-21. Retrieved 2020-09-20.
  4. "Loteprednol ophthalmic Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 28 August 2019. Retrieved 24 November 2021.