Jump to content

ଲୋରଲାଟିନିବ

ଉଇକିପିଡ଼ିଆ‌ରୁ
(Lorlatinibରୁ ଲେଉଟି ଆସିଛି)
ଲୋରଲାଟିନିବ
Clinical data
Trade namesLorbrena, Lorviqua
SynonymsPF-6463922
AHFS/Drugs.commonograph
MedlinePlusa619005
data
Pregnancy
category
  • AU: D
  • US: N (Not classified yet)
    Routes of
    administration
    By mouth
    Legal status
    Legal status
    • AU: S4 (Prescription only)
    • US: ℞-only
    • EU: Rx-only
    • ℞ (Prescription only)
    Pharmacokinetic data
    Bioavailability81%
    Protein binding66%
    MetabolismMainly CYP3A4 and UGT1A4
    Elimination half-life24 hrs (single dose)
    Excretion48% urine (<1% unchanged), 41% faeces (9% unchanged)
    Identifiers
    • (10R)-7-Amino-12-fluoro-2,10,16-trimethyl-15-oxo-10,15,16,17-tetrahydro-2H-4,8-methenopyrazolo[4,3-h][2,5,11]benzoxadiazacyclotetradecine-3-carbonitrile
    ECHA InfoCard100.245.079 Edit this at Wikidata
    Chemical and physical data
    FormulaC21H19FN6O2
    Molar mass୪୦୬.୪୨ g·mol−1
    3D model (JSmol)
    • C[C@H]1Oc2cc(cnc2N)c3c(CN(C)C(=O)c4ccc(F)cc14)nn(C)c3C#N
    • InChI=1S/C21H19FN6O2/c1-11-15-7-13(22)4-5-14(15)21(29)27(2)10-16-19(17(8-23)28(3)26-16)12-6-18(30-11)20(24)25-9-12/h4-7,9,11H,10H2,1-3H3,(H2,24,25)/t11-/m1/s1
    • Key:IIXWYSCJSQVBQM-LLVKDONJSA-N

    ଲୋରଲାଟିନିବ (ଇଂରାଜୀ ଭାଷାରେ Lorlatinib), ଲୋରବ୍ରେନା ଏବଂ ଲୋରଭିକ୍କା ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ଅଣ-ଛୋଟ ଜୀବକୋଷ ଫୁସଫୁସ କର୍କଟ ରୋଗର (NSCLC) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ଆନାପ୍ଲାଷ୍ଟିକ ଲିମ୍ଫୋମା କାଇନେଜ ଯୁକ୍ତାତ୍ମକ (ALK) କ୍ଷେତ୍ରରେ ବ୍ୟବହୃତ ହୁଏ ଯାହା ଅନ୍ୟ ଚିକିତ୍ସାରେ ବିଫଳ ହୋଇଥାଏ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତକୋଲେଷ୍ଟେରଲ, ଉଚ୍ଚ ଟ୍ରାଇଗ୍ଲାଇସେରିଡେମିଆ, ଫୁଲା, ପେରିଫେରାଲ୍ ନ୍ୟୁରୋପାଥି, ସ୍ମୃତି ସମସ୍ୟା, ଥକାପଣ, ଓଜନ ବୃଦ୍ଧି ଏବଂ ଗଣ୍ଠି ଯନ୍ତ୍ରଣା ହୋଇପାରେ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ବାତ, ହାଲୁସିନେସନ୍, ନିମୋନାଇଟିସ୍ ଏବଂ ଏଭି ବ୍ଲକ୍ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । [] ଏହା ଏଏଲକେ ଏବଂ ଆରଓଏସ୧ ( ALK ଏବଂ ROS1)ର ଏକ ଟାଇରୋସିନ୍ କାଇନେଜ ଇନହିବିଟର ।[]

    ୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଲୋରାଟିନିବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହା ପିଛା ମାସକୁ ପ୍ରାୟ ୫,୩୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୮,୫୦୦ ଡଲାର | []

    1. 1 2 3 4 5 6 7 "Lorlatinib Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 24 November 2021.
    2. 1 2 "Lorviqua". Archived from the original on 14 November 2021. Retrieved 24 November 2021.
    3. BNF 81: March-September 2021. BMJ Group and the Pharmaceutical Press. 2021. p. 1033. ISBN 978-0857114105.
    4. "Lorbrena Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 January 2021. Retrieved 24 November 2021.