Jump to content

ଲୋନାଫାର୍ନିବ

ଉଇକିପିଡ଼ିଆ‌ରୁ
(Lonafarnibରୁ ଲେଉଟି ଆସିଛି)
ଲୋନାଫାର୍ନିବ
Clinical data
Trade namesZokinvy
SynonymsSCH 66336
AHFS/Drugs.commonograph
data
Routes of
administration
By mouth
Legal status
Legal status
Identifiers
  • 4-(2-{4-[(11R)-3,10-dibromo-8-chloro-6,11-dihydro-5H-benzo[5,6]cyclohepta[1,2-b]pyridin-11-yl]piperidin-1-yl}-2-oxoethyl)piperidine-1-carboxamide
ECHA InfoCard100.204.509 Edit this at Wikidata
Chemical and physical data
FormulaC27H31Br2ClN4O2
Molar mass୬୩୮.୮୩ g·mol−1
3D model (JSmol)
  • C=12CCC=3C=C(C=C(C3[C@H](C1N=CC(=C2)Br)C4CCN(CC4)C(=O)CC5CCN(CC5)C(N)=O)Br)Cl
  • InChI=1S/C27H31Br2ClN4O2/c28-20-12-19-2-1-18-13-21(30)14-22(29)24(18)25(26(19)32-15-20)17-5-9-33(10-6-17)23(35)11-16-3-7-34(8-4-16)27(31)36/h12-17,25H,1-11H2,(H2,31,36)/t25-/m1/s1 checkY
  • Key:DHMTURDWPRKSOA-RUZDIDTESA-N checkY

ଲୋନାଫାର୍ନିବ, ଜୋକିନଭି ଏକ ବେପାର ନାମ, ଏକ ଔଷଧ ଯାହା ହଚିନସନ-ଗିଲଫୋର୍ଡ ପ୍ରୋଜେରିଆ ସିଣ୍ଡ୍ରୋମ ଏବଂ କିଛି ପ୍ରକ୍ରିୟାକରଣ-ଅଭାବୀ ପ୍ରୋଜେରଏଡ୍ ଲାମିନୋପାଥି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏକ ବର୍ଷ ବୟସରୁ ଆରମ୍ଭ ହୋଇଥିବା ଲୋକଙ୍କଠାରେ ଏହା ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ,,ମୁଣ୍ଡବିନ୍ଧା, ତରଳ ଝାଡ଼ା, ସଂକ୍ରମଣ, ମାଂସପେଶୀ ଯନ୍ତ୍ରଣା, ଇଲେକ୍ଟ୍ରୋଲାଇଟ୍ ସମସ୍ୟା, ଓଜନ ହ୍ରାସ, ଅସ୍ଥି ମଜ୍ଜା ଦମନ, ଯକୃତ ପ୍ରଦାହ, ଉଚ୍ଚ ରକ୍ତଚାପ ଏବଂ ଥକାପଣ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍‌କ ସମସ୍ୟା, ଦୃଷ୍ଟି ଶକ୍ତି ଏବଂ ପ୍ରଜନନ କ୍ଷମତା ହ୍ରାସ ହୋଇପାରେ | [] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ।[] ଏହା ଏକ ଫାର୍ନେସିଲଟ୍ରାନ୍ସଫରେଜ୍ ପ୍ରତିରୋଧକ । []

୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୨ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଲୋନାଫର୍ନିବ ଅନୁମୋଦନ କରାଯାଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ଦିନକୁ ଦୁଇଥର ୫୦ ମିଗ୍ରା ପ୍ରାରମ୍ଭିକ ମାତ୍ରାରେ ଦେଲେ ୨୦୨୨ରେ ମାସକୁ ପ୍ରାୟ ୫୦,୦୦୦ ଡଲାର ଖର୍ଚ୍ଚ ହୁଏ ।[]

  1. 1 2 3 4 5 6 7 8 9 "Lonafarnib capsule". DailyMed. Archived from the original on 22 January 2021. Retrieved 17 January 2021.
  2. 1 2 "Zokinvy EPAR". European Medicines Agency. 17 May 2022. Archived from the original on 2 August 2022. Retrieved 1 August 2022. Text was copied from this source which is copyright European Medicines Agency. Reproduction is authorized provided the source is acknowledged.
  3. "Zokinvy Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 21 May 2022. Retrieved 3 November 2022.