ଲୋନାଫାର୍ନିବ

ଉଇକିପିଡ଼ିଆ‌ରୁ
ଲୋନାଫାର୍ନିବ
Clinical data
Trade namesZokinvy
SynonymsSCH 66336
AHFS/Drugs.commonograph
data
Routes of
administration
By mouth
Legal status
Legal status
Identifiers
  • 4-(2-{4-[(11R)-3,10-dibromo-8-chloro-6,11-dihydro-5H-benzo[5,6]cyclohepta[1,2-b]pyridin-11-yl]piperidin-1-yl}-2-oxoethyl)piperidine-1-carboxamide
ECHA InfoCard100.204.509 Edit this at Wikidata
Chemical and physical data
FormulaC27H31Br2ClN4O2
Molar mass୬୩୮.୮୩ g·mol−1
3D model (JSmol)
  • C=12CCC=3C=C(C=C(C3[C@H](C1N=CC(=C2)Br)C4CCN(CC4)C(=O)CC5CCN(CC5)C(N)=O)Br)Cl
  • InChI=1S/C27H31Br2ClN4O2/c28-20-12-19-2-1-18-13-21(30)14-22(29)24(18)25(26(19)32-15-20)17-5-9-33(10-6-17)23(35)11-16-3-7-34(8-4-16)27(31)36/h12-17,25H,1-11H2,(H2,31,36)/t25-/m1/s1 checkY
  • Key:DHMTURDWPRKSOA-RUZDIDTESA-N checkY

ଲୋନାଫାର୍ନିବ, ଜୋକିନଭି ଏକ ବେପାର ନାମ, ଏକ ଔଷଧ ଯାହା ହଚିନସନ-ଗିଲଫୋର୍ଡ ପ୍ରୋଜେରିଆ ସିଣ୍ଡ୍ରୋମ ଏବଂ କିଛି ପ୍ରକ୍ରିୟାକରଣ-ଅଭାବୀ ପ୍ରୋଜେରଏଡ୍ ଲାମିନୋପାଥି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏକ ବର୍ଷ ବୟସରୁ ଆରମ୍ଭ ହୋଇଥିବା ଲୋକଙ୍କଠାରେ ଏହା ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ,,ମୁଣ୍ଡବିନ୍ଧା, ତରଳ ଝାଡ଼ା, ସଂକ୍ରମଣ, ମାଂସପେଶୀ ଯନ୍ତ୍ରଣା, ଇଲେକ୍ଟ୍ରୋଲାଇଟ୍ ସମସ୍ୟା, ଓଜନ ହ୍ରାସ, ଅସ୍ଥି ମଜ୍ଜା ଦମନ, ଯକୃତ ପ୍ରଦାହ, ଉଚ୍ଚ ରକ୍ତଚାପ ଏବଂ ଥକାପଣ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍‌କ ସମସ୍ୟା, ଦୃଷ୍ଟି ଶକ୍ତି ଏବଂ ପ୍ରଜନନ କ୍ଷମତା ହ୍ରାସ ହୋଇପାରେ | [୨] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ।[୨] ଏହା ଏକ ଫାର୍ନେସିଲଟ୍ରାନ୍ସଫରେଜ୍ ପ୍ରତିରୋଧକ । [୨]

୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୨ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଲୋନାଫର୍ନିବ ଅନୁମୋଦନ କରାଯାଇଥିଲା ।[୨] [୧] ଯୁକ୍ତରାଷ୍ଟ୍ରରେ ଦିନକୁ ଦୁଇଥର ୫୦ ମିଗ୍ରା ପ୍ରାରମ୍ଭିକ ମାତ୍ରାରେ ଦେଲେ ୨୦୨୨ରେ ମାସକୁ ପ୍ରାୟ ୫୦,୦୦୦ ଡଲାର ଖର୍ଚ୍ଚ ହୁଏ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Zokinvy EPAR". European Medicines Agency. 17 May 2022. Archived from the original on 2 August 2022. Retrieved 1 August 2022. Text was copied from this source which is copyright European Medicines Agency. Reproduction is authorized provided the source is acknowledged.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Lonafarnib capsule". DailyMed. Archived from the original on 22 January 2021. Retrieved 17 January 2021.
  3. "Zokinvy Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 21 May 2022. Retrieved 3 November 2022.