ଲାଟାନୋପ୍ରୋଷ୍ଟିନ ବୁନୋଡ
Clinical data | |
---|---|
Trade names | Vyzulta |
Synonyms | BOL-303259-X |
AHFS/Drugs.com | monograph |
Legal status | |
Legal status |
|
Identifiers | |
| |
ECHA InfoCard | 100.251.571 |
Chemical and physical data | |
Formula | C27H41NO8 |
Molar mass | ୫୦୭.୬୨ g·mol−1 |
3D model (JSmol) | |
| |
|
ଲାଟାନୋପ୍ରୋଷ୍ଟିନ ବୁନୋଡ (ଇଂରାଜୀ ଭାଷାରେ Latanoprostene bunod), ଭାଇଜୁଲଟା ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଓପନ୍ ଆଙ୍ଗଲ୍ ଗ୍ଲୁକୋମାରେ ହେଉଥିବା ଅଧକ ଓକୁଲାର ଇଣ୍ଟ୍ରୋକୋକୁଲାର ଉଚ୍ଚ ରକ୍ତଚାପ ରୋଗର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[୧] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖି ଯନ୍ତ୍ରଣା ଏବଂ ଆଖି ଲାଲ ରଙ୍ଗ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଜୀବାଣୁ କେରାଟାଇଟିସ୍, ମାକୁଲାର୍ ଇଡିମା, ଚର୍ମ ଅନ୍ଧକାର ଏବଂ ଆଖିପତାରୁମ ପରିବର୍ତ୍ତନ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଏହା ଏକ ପ୍ରୋଷ୍ଟାଗ୍ଲାଣ୍ଡିନ ଯାହା ଟ୍ରାବେକୁଲାର ମେଶୱାର୍କ ଏବଂ ୟୁଭିଓସ୍କେରାଲ ପଥ ଦେଇ ନିର୍ଗତ ହୋଇଥାଏ ।[୧] [୨]
୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲାଟାନୋପ୍ରୋଷ୍ଟିନ ବୁନୋଡ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୨.୫ ମିଲି ବୋତଲ ପାଇଁ ଏହାର ମୂଲ୍ୟ ପ୍ରାୟ ୨୩୦ ଡଲାର ଅଟେ ।[୩] ୨୦୨୧ ସୁଦ୍ଧା ଏହା ବ୍ରିଟେନ କିମ୍ବା ୟୁରୋପରେ ବ୍ୟବସାୟିକ ଭାବରେ ଉପଲବ୍ଧ ହୋଇ ନାହିଁ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Latanoprostene Bunod Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 21 November 2021.
- ↑ Hoy SM (May 2018). "Latanoprostene Bunod Ophthalmic Solution 0.024%: A Review in Open-Angle Glaucoma and Ocular Hypertension". Drugs. 78 (7): 773–780. doi:10.1007/s40265-018-0914-6. PMC 5976683. PMID 29761382.
- ↑ "Vyzulta Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 May 2021. Retrieved 21 November 2021.
- ↑ "Latanoprostene bunod". SPS - Specialist Pharmacy Service. 25 January 2016. Archived from the original on 21 November 2021. Retrieved 21 November 2021.