Jump to content

ଲାଟାନୋପ୍ରୋଷ୍ଟିନ ବୁନୋଡ

ଉଇକିପିଡ଼ିଆ‌ରୁ
ଲାଟାନୋପ୍ରୋଷ୍ଟିନ ବୁନୋଡ
Clinical data
Trade namesVyzulta
SynonymsBOL-303259-X
AHFS/Drugs.commonograph
Legal status
Legal status
Identifiers
  • 4-Nitrooxybutyl (Z)-7-[(1R,2R,3R,5S)-3,5-dihydroxy-2-[(3R)-3-hydroxy-5-phenylpentyl]cyclopentyl]hept-5-enoate
ECHA InfoCard100.251.571 Edit this at Wikidata
Chemical and physical data
FormulaC27H41NO8
Molar mass୫୦୭.୬୨ g·mol−1
3D model (JSmol)
  • C1[C@H]([C@@H]([C@H]([C@H]1O)C/C=C\CCCC(=O)OCCCCO[N+](=O)[O-])CC[C@H](CCC2=CC=CC=C2)O)O
  • InChI=1S/C27H41NO8/c29-22(15-14-21-10-4-3-5-11-21)16-17-24-23(25(30)20-26(24)31)12-6-1-2-7-13-27(32)35-18-8-9-19-36-28(33)34/h1,3-6,10-11,22-26,29-31H,2,7-9,12-20H2/b6-1-/t22-,23+,24+,25-,26+/m0/s1
  • Key:LOVMMUBRQUFEAH-UIEAZXIASA-N

ଲାଟାନୋପ୍ରୋଷ୍ଟିନ ବୁନୋଡ (ଇଂରାଜୀ ଭାଷାରେ Latanoprostene bunod), ଭାଇଜୁଲଟା ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଓପନ୍ ଆଙ୍ଗଲ୍ ଗ୍ଲୁକୋମାରେ ହେଉଥିବା ଅଧକ ଓକୁଲାର ଇଣ୍ଟ୍ରୋକୋକୁଲାର ଉଚ୍ଚ ରକ୍ତଚାପ ରୋଗର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖି ଯନ୍ତ୍ରଣା ଏବଂ ଆଖି ଲାଲ ରଙ୍ଗ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଜୀବାଣୁ କେରାଟାଇଟିସ୍, ମାକୁଲାର୍ ଇଡିମା, ଚର୍ମ ଅନ୍ଧକାର ଏବଂ ଆଖିପତାରୁମ ପରିବର୍ତ୍ତନ ଅନ୍ତର୍ଭୁକ୍ତ ହୋଇପାରେ ।[] ଏହା ଏକ ପ୍ରୋଷ୍ଟାଗ୍ଲାଣ୍ଡିନ ଯାହା ଟ୍ରାବେକୁଲାର ମେଶୱାର୍କ ଏବଂ ୟୁଭିଓସ୍କେରାଲ ପଥ ଦେଇ ନିର୍ଗତ ହୋଇଥାଏ ।[] []

୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲାଟାନୋପ୍ରୋଷ୍ଟିନ ବୁନୋଡ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୨.୫ ମିଲି ବୋତଲ ପାଇଁ ଏହାର ମୂଲ୍ୟ ପ୍ରାୟ ୨୩୦ ଡଲାର ଅଟେ ।[] ୨୦୨୧ ସୁଦ୍ଧା ଏହା ବ୍ରିଟେନ କିମ୍ବା ୟୁରୋପରେ ବ୍ୟବସାୟିକ ଭାବରେ ଉପଲବ୍ଧ ହୋଇ ନାହିଁ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ "Latanoprostene Bunod Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 21 November 2021.
  2. Hoy SM (May 2018). "Latanoprostene Bunod Ophthalmic Solution 0.024%: A Review in Open-Angle Glaucoma and Ocular Hypertension". Drugs. 78 (7): 773–780. doi:10.1007/s40265-018-0914-6. PMC 5976683. PMID 29761382.
  3. "Vyzulta Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 May 2021. Retrieved 21 November 2021.
  4. "Latanoprostene bunod". SPS - Specialist Pharmacy Service. 25 January 2016. Archived from the original on 21 November 2021. Retrieved 21 November 2021.