ଲାଷ୍ଟ୍ ଡ୍ରପ୍
ଦେଖଣା
(Last Dropରୁ ଲେଉଟି ଆସିଛି)
ଲାଷ୍ଟ୍ ଡ୍ରପ୍ | |
---|---|
ନିର୍ଦ୍ଦେଶକ | ନିଶିଥ ସାହସ୍ରାସୁ ରାୟ |
ପ୍ରଯୋଜକ | ନିଶିଥ ସାହସ୍ରାସୁ ରାୟ |
ଚିତ୍ରନାଟ୍ୟ | ନିଶିଥ ସାହସ୍ରାସୁ ରାୟ |
ଚିତ୍ରଗ୍ରହଣ | ନିଶିଥ ସାହସ୍ରାସୁ ରାୟ |
ମୁକ୍ତିଲାଭ ତାରିଖ | ୨୦ ମାର୍ଚ୍ଚ ୨୦୨୦ |
କଥାଚିତ୍ରର ସମୟ | ୧ ମିନିଟ୍ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଲାଷ୍ଟ୍ ଡ୍ରପ୍ ୨୦୨୦ ମସିହାରେ ମୁକ୍ତିଲାଭ କରିଥିବା ଏକ କ୍ଷୁଦ୍ର ବୃତ୍ତଚିତ୍ର ।[୧][୨] କଥାଚିତ୍ର ନିର୍ମାତା ନିଶିଥ ସାହସ୍ରାସୁ ରାୟ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ଏହି ବୃତ୍ତଚିତ୍ରଟି ଜଳ ସଂରକ୍ଷଣ ଉପରେ ଆଧାରିତ ।[୪]
ପ୍ରଯୋଜନା
[ସମ୍ପାଦନା]ନିଶିଥ ସାହସ୍ରାସୁ ରାୟ ଏହି କଥାଚିତ୍ରଟିର ନିର୍ମାଣ କରିଥିଲେ ।[୫] ସେ ତାଙ୍କ ଇଞ୍ଜିନିୟରିଂ ଶିକ୍ଷାବେଳେ ଏହାର ନିର୍ମାଣ କରିଥିଲେ । ସ୍ୱରୂପ ରଞ୍ଜନ ନାୟକ ଏହି ବୃତ୍ତଚିତ୍ରଟିରେ ସିନେମାଟୋଗ୍ରାଫର୍ ଭାବରେ କାମ କରିଥିଲେ । ପ୍ରତାପ କୁମାର ଏହାର ସାଉଣ୍ଡ ମିକ୍ସିଂ କରିଥିଲେ ।
ଫିଲ୍ମ ଫେଷ୍ଟିଭାଲ୍ରେ ସ୍କ୍ରିନିଂ
[ସମ୍ପାଦନା]- ସେଣ୍ଟ୍ରାଲ୍ ଇଲ୍ଲିନୋଏଜ୍ ଫେମିନିଷ୍ଟ ଫିଲ୍ମ ଫେଷ୍ଟିଭାଲ୍ ୨୦୨୦ (ଆମେରିକା)[୬]
- ଲିଫ୍ଟ-ଅଫ୍ ଗ୍ଲୋବାଲ୍ ନେଟୱାର୍କ ସେସନ୍ ୨୦୨୦ (ଯୁକ୍ତରାଜ୍ୟ)
- ଜାପାନ୍ସ୍ ୱାଲ୍ଡ୍ ଟୁରିଜିମ୍ ଫିଲ୍ମ ଫେଷ୍ଟିଭାଲ୍ ୨୦୨୦ (ଜାପାନ)[୭]
- ଲଙ୍ଗ୍ଲେସ୍ ଫିଲ୍ମ ଫେଷ୍ଟିଭାଲ୍ ୨୦୨୦[୮]
ଆଧାର
[ସମ୍ପାଦନା]- ↑ Talkies, A. B. C. "ABC Talkies - LAST DROP". ABC Talkies (in ଇଂରାଜୀ). Retrieved 2024-07-19.
- ↑ "International Film Festivals Favorite Short 'Last Drop' Now Streaming on ABC Talkies – Retropoplifestyle" (in ଆମେରିକୀୟ ଇଂରାଜୀ). Retrieved 2024-07-16.
- ↑ "Odia youngster's short film to be screened at international festival". The Times of India. 26 March 2020.
- ↑ Rajpal, Seema (2020-07-06). "Don't let it drop: How this Odia youth's documentary on water wastage is hot on the film festival circuit". EdexLive (in ଇଂରାଜୀ). Retrieved 2024-07-16.
- ↑ "OrissaPost Page: 2 - English Daily ePaper | Today Newspaper | Latest news from India and world - English Daily ePaper | Today Newspaper | Latest news from India and world". English Daily ePaper | Today Newspaper | Latest news from India and world. Retrieved 2024-07-16.
- ↑ "2'nd Edition Selection List – CIFF" (in ଆମେରିକୀୟ ଇଂରାଜୀ). Retrieved 2024-07-16.
- ↑ "Announcement of our festival official selection 2021". Japan World's Tourism Film Festival (in ଜାପାନୀ). 2021-02-21. Retrieved 2024-07-16.
- ↑ "Artistas seleccionados '20 — Video Arte Faenza". vafaenza.com (in ଇଂରାଜୀ). Retrieved 2024-07-28.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲାଷ୍ଟ୍ ଡ୍ରପ୍