Jump to content

ଲାଷ୍ଟ୍ ଡ୍ରପ୍

ଉଇକିପିଡ଼ିଆ‌ରୁ
ଲାଷ୍ଟ୍ ଡ୍ରପ୍
ନିର୍ଦ୍ଦେଶକନିଶିଥ ସାହସ୍ରାସୁ ରାୟ
ପ୍ରଯୋଜକନିଶିଥ ସାହସ୍ରାସୁ ରାୟ
ଚିତ୍ରନାଟ୍ୟନିଶିଥ ସାହସ୍ରାସୁ ରାୟ
ଚିତ୍ରଗ୍ରହଣନିଶିଥ ସାହସ୍ରାସୁ ରାୟ
ମୁକ୍ତିଲାଭ ତାରିଖ
୨୦ ମାର୍ଚ୍ଚ ୨୦୨୦
କଥାଚିତ୍ରର ସମୟ
୧ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ଲାଷ୍ଟ୍ ଡ୍ରପ୍ ୨୦୨୦ ମସିହାରେ ମୁକ୍ତିଲାଭ କରିଥିବା ଏକ କ୍ଷୁଦ୍ର ବୃତ୍ତଚିତ୍ର ।[୧][୨] କଥାଚିତ୍ର ନିର୍ମାତା ନିଶିଥ ସାହସ୍ରାସୁ ରାୟ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ଏହି ବୃତ୍ତଚିତ୍ରଟି ଜଳ ସଂରକ୍ଷଣ ଉପରେ ଆଧାରିତ ।[୪]

ପ୍ରଯୋଜନା

[ସମ୍ପାଦନା]

ନିଶିଥ ସାହସ୍ରାସୁ ରାୟ ଏହି କଥାଚିତ୍ରଟିର ନିର୍ମାଣ କରିଥିଲେ ।[୫] ସେ ତାଙ୍କ ଇଞ୍ଜିନିୟରିଂ ଶିକ୍ଷାବେଳେ ଏହାର ନିର୍ମାଣ କରିଥିଲେ । ସ୍ୱରୂପ ରଞ୍ଜନ ନାୟକ ଏହି ବୃତ୍ତଚିତ୍ରଟିରେ ସିନେମାଟୋଗ୍ରାଫର୍ ଭାବରେ କାମ କରିଥିଲେ । ପ୍ରତାପ କୁମାର ଏହାର ସାଉଣ୍ଡ ମିକ୍ସିଂ କରିଥିଲେ ।

ଫିଲ୍ମ ଫେଷ୍ଟିଭାଲ୍‌ରେ ସ୍କ୍ରିନିଂ

[ସମ୍ପାଦନା]
  • ସେଣ୍ଟ୍ରାଲ୍ ଇଲ୍ଲିନୋଏଜ୍ ଫେମିନିଷ୍ଟ ଫିଲ୍ମ ଫେଷ୍ଟିଭାଲ୍ ୨୦୨୦ (ଆମେରିକା)[୬]
  • ଲିଫ୍ଟ-ଅଫ୍ ଗ୍ଲୋବାଲ୍ ନେଟୱାର୍କ ସେସନ୍ ୨୦୨୦ (ଯୁକ୍ତରାଜ୍ୟ)
  • ଜାପାନ୍‌ସ୍ ୱାଲ୍ଡ୍ ଟୁରିଜିମ୍ ଫିଲ୍ମ ଫେଷ୍ଟିଭାଲ୍ ୨୦୨୦ (ଜାପାନ)[୭]
  • ଲଙ୍ଗ୍‌ଲେସ୍ ଫିଲ୍ମ ଫେଷ୍ଟିଭାଲ୍ ୨୦୨୦[୮]
  1. ↑ Talkies, A. B. C. "ABC Talkies - LAST DROP". ABC Talkies (in ଇଂରାଜୀ). Retrieved 2024-07-19.
  2. ↑ "International Film Festivals Favorite Short 'Last Drop' Now Streaming on ABC Talkies – Retropoplifestyle" (in ଆମେରିକୀୟ ଇଂରାଜୀ). Retrieved 2024-07-16.
  3. ↑ "Odia youngster's short film to be screened at international festival". The Times of India. 26 March 2020.
  4. ↑ Rajpal, Seema (2020-07-06). "Don't let it drop: How this Odia youth's documentary on water wastage is hot on the film festival circuit". EdexLive (in ଇଂରାଜୀ). Retrieved 2024-07-16.
  5. ↑ "OrissaPost Page: 2 - English Daily ePaper | Today Newspaper | Latest news from India and world - English Daily ePaper | Today Newspaper | Latest news from India and world". English Daily ePaper | Today Newspaper | Latest news from India and world. Retrieved 2024-07-16.
  6. ↑ "2'nd Edition Selection List – CIFF" (in ଆମେରିକୀୟ ଇଂରାଜୀ). Retrieved 2024-07-16.
  7. ↑ "Announcement of our festival official selection 2021". Japan World's Tourism Film Festival (in ଜାପାନୀ). 2021-02-21. Retrieved 2024-07-16.
  8. ↑ "Artistas seleccionados '20 — Video Arte Faenza". vafaenza.com (in ଇଂରାଜୀ). Retrieved 2024-07-28.

ବାହାର ଆଧାର

[ସମ୍ପାଦନା]