Jump to content

ଲାରୋନିଡେଜ

ଉଇକିପିଡ଼ିଆ‌ରୁ
(Laronidaseରୁ ଲେଉଟି ଆସିଛି)
Laronidase
Clinical data
Trade namesAldurazyme
SynonymsIduronidasem alpha-L-idosiduronase, L-iduronidase, laronidase (genetical recombination), glycosaminoglycan alpha-L-iduronohydrolase
AHFS/Drugs.commonograph
data
Pregnancy
category
Routes of
administration
Intravenous (IV)
Legal status
Legal status
Chemical and physical data
FormulaC3567H5645N921O1261P4S12
Molar mass୮୨,୧୧୭.୨0 g·mol−1

ଲାରୋନିଡେଜ, (ଇଂରାଜୀ ଭାଷାରେ Laronidase), ଆଲଡୁରାଜାଇମ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମ୍ୟୁକୋପଲିସାକାରାଇଡୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହି ରୋଗ ଦଳରେହର୍ଲର ସିଣ୍ଡ୍ରୋମ, ହର୍ଲର-ସ୍କି ସିଣ୍ଡ୍ରୋମ ଏବଂ ଅତି କମରେ ମଧ୍ୟମ ଧରଣର ଲକ୍ଷଣ ଥିବା ସ୍କି ସିଣ୍ଡ୍ରୋମ (Scheie syndrome) ଅନ୍ତର୍ଭୁକ୍ତ ଥାଏ ।[] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ବାନ୍ତି, ପେଟ ଯନ୍ତ୍ରଣା, ରାସ, ଗଣ୍ଠି ଯନ୍ତ୍ରଣା, ମୁଖ ଲାଲ, ଜ୍ୱର ଏବଂ ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ | [] ଏହା ଏଞ୍ଜାଇମ ଏଲ-ଇଡୁରୋନାଇଡେଜର ଏକ ପୁନର୍ବିନ୍ୟାସ ରୂପ ।[] ଏହି ନିଖୋଜ ଏଞ୍ଜାଇମକୁ ପ୍ରତିସ୍ଥାପନ କରି କାର୍ଯ୍ୟକ୍ଷମ ହୁଏ ।[]

୨୦୦୨ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଲାରୋନିଡେଜ୍ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା [] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୧୦ କିଲୋଗ୍ରାମ ଓଜନର ପିଲାଙ୍କ ଚିକିତ୍ସା ପାଇଁ ପ୍ରତି ୪ ସପ୍ତାହରେ ୩୬୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୮୦୦୦ ଡଲାର ଅଟେ ।| []

  1. ୧.୦ ୧.୧ "Laronidase (Aldurazyme) Use During Pregnancy". Drugs.com. 11 December 2019. Archived from the original on 4 December 2020. Retrieved 14 April 2020.
  2. "Aldurazyme 100 U/ml concentrate for solution for infusion - Summary of Product Characteristics (SmPC)". (emc). 2 January 2019. Archived from the original on 8 August 2020. Retrieved 14 April 2020.
  3. ୩.୦ ୩.୧ ୩.୨ ୩.୩ ୩.୪ "Aldurazyme EPAR". European Medicines Agency (EMA). Archived from the original on 30 October 2020. Retrieved 14 April 2020.
  4. ୪.୦ ୪.୧ ୪.୨ ୪.୩ "Laronidase Monograph for Professionals". Drugs.com (in ଇଂରାଜୀ). Archived from the original on 16 November 2014. Retrieved 20 November 2021.
  5. BNF 81: March-September 2021. BMJ Group and the Pharmaceutical Press. 2021. p. 1116. ISBN 978-0857114105.
  6. "Aldurazyme Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 28 January 2021. Retrieved 20 November 2021.