ଲାରୋନିଡେଜ
Clinical data | |
---|---|
Trade names | Aldurazyme |
Synonyms | Iduronidasem alpha-L-idosiduronase, L-iduronidase, laronidase (genetical recombination), glycosaminoglycan alpha-L-iduronohydrolase |
AHFS/Drugs.com | monograph |
data |
|
Pregnancy category | |
Routes of administration | Intravenous (IV) |
Legal status | |
Legal status | |
Chemical and physical data | |
Formula | C3567H5645N921O1261P4S12 |
Molar mass | ୮୨,୧୧୭.୨0 g·mol−1 |
ଲାରୋନିଡେଜ, (ଇଂରାଜୀ ଭାଷାରେ Laronidase), ଆଲଡୁରାଜାଇମ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମ୍ୟୁକୋପଲିସାକାରାଇଡୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଏହି ରୋଗ ଦଳରେହର୍ଲର ସିଣ୍ଡ୍ରୋମ, ହର୍ଲର-ସ୍କି ସିଣ୍ଡ୍ରୋମ ଏବଂ ଅତି କମରେ ମଧ୍ୟମ ଧରଣର ଲକ୍ଷଣ ଥିବା ସ୍କି ସିଣ୍ଡ୍ରୋମ (Scheie syndrome) ଅନ୍ତର୍ଭୁକ୍ତ ଥାଏ ।[୪] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ବାନ୍ତି, ପେଟ ଯନ୍ତ୍ରଣା, ରାସ, ଗଣ୍ଠି ଯନ୍ତ୍ରଣା, ମୁଖ ଲାଲ, ଜ୍ୱର ଏବଂ ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ | [୪] ଏହା ଏଞ୍ଜାଇମ ଏଲ-ଇଡୁରୋନାଇଡେଜର ଏକ ପୁନର୍ବିନ୍ୟାସ ରୂପ ।[୪] ଏହି ନିଖୋଜ ଏଞ୍ଜାଇମକୁ ପ୍ରତିସ୍ଥାପନ କରି କାର୍ଯ୍ୟକ୍ଷମ ହୁଏ ।[୩]
୨୦୦୨ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଲାରୋନିଡେଜ୍ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା [୩] [୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୧୦ କିଲୋଗ୍ରାମ ଓଜନର ପିଲାଙ୍କ ଚିକିତ୍ସା ପାଇଁ ପ୍ରତି ୪ ସପ୍ତାହରେ ୩୬୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୮୦୦୦ ଡଲାର ଅଟେ ।| [୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Laronidase (Aldurazyme) Use During Pregnancy". Drugs.com. 11 December 2019. Archived from the original on 4 December 2020. Retrieved 14 April 2020.
- ↑ "Aldurazyme 100 U/ml concentrate for solution for infusion - Summary of Product Characteristics (SmPC)". (emc). 2 January 2019. Archived from the original on 8 August 2020. Retrieved 14 April 2020.
- ↑ ୩.୦ ୩.୧ ୩.୨ ୩.୩ ୩.୪ "Aldurazyme EPAR". European Medicines Agency (EMA). Archived from the original on 30 October 2020. Retrieved 14 April 2020.
- ↑ ୪.୦ ୪.୧ ୪.୨ ୪.୩ "Laronidase Monograph for Professionals". Drugs.com (in ଇଂରାଜୀ). Archived from the original on 16 November 2014. Retrieved 20 November 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 1116. ISBN 978-0857114105.
- ↑ "Aldurazyme Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 28 January 2021. Retrieved 20 November 2021.