କପିଳେଶ୍ୱର

ଉଇକିପିଡ଼ିଆ‌ରୁ
(Kapileswarରୁ ଲେଉଟି ଆସିଛି)

କପିଳେଶ୍ୱର ଓଡ଼ିଶାର ପୁରୁଣା ଭୁବନେଶ୍ୱର ବା ଏକାମ୍ର ନଗରୀରେ ଅବସ୍ଥିତ ଏକ ଛୋଟ ଗ୍ରାମ।ବର୍ତ୍ତମାନ ଏହା ଏକ ଛୋଟ ଗ୍ରାମ ହେଲେ ମଧ୍ୟ ଏହା ଐତିହାସିକ ଦୃଷ୍ଟିକୋଣରୁ ଅନେକ ମହତ୍ତ୍ୱ ରଖେ।ମହାଭାରତରେ ଓଡ଼ିଶାର ନାମ ଉତ୍କଳ ଥିଲା ସେତେବେଳେ ଏହାର ରାଜଧାନୀ କପିଳେଶ୍ୱର କପିଳ ପ୍ରସାଦ ରୂପେ ପରିଚିତ ଥିଲା ।ଏଠାରେ ଥିବା ଭଗ୍ନସ୍ତୂପର ଗବେଷଣାରୁ ବିଶ୍ୱାସକରା ଯାଉଛି କି ଏହା ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥାନ ଅଟେ।[୧][୨][୩][୪][୫][୬][୭][୮]ବର୍ତ୍ତମାନ ଏଠାରେ କପିଳେଶ୍ୱର ମନ୍ଦିରରେ ଭଗବାନ କପିଳେଶ୍ୱର ଭଗବାନ ଲିଙ୍ଗରାଜଙ୍କ ମହାମନ୍ତ୍ରୀ ରୂପେ ପୂଜା ପାଉଛନ୍ତି।

ଇତିହାସ[ସମ୍ପାଦନା]

ପର୍ବ ପର୍ବାଣି[ସମ୍ପାଦନା]

ପର୍ଯ୍ୟଟନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Kapilavastu". Archived from the original on 8 January 2011. Retrieved 1 March 2011.
  2. "Was the Buddha born in Orissa?". The Hindu. Archived from the original on 2013-06-03. Retrieved 2012-06-18.
  3. rediff.com: Was the Buddha born in Orissa?
  4. Sri Lanka Guardian: Buddha born in Orissa: Scholars
  5. http://orissa.gov.in/e-magazine/Journal/jounalvol1/pdf/orhj-3.pdf
  6. Mahāpātra, Cakradhara (1977). The real birth place of Buddha. Grantha Mandir. p. 135.
  7. The Orissa historical research journal: Volume 47. Supt. of Research and Museum. 2004. {{cite book}}: |first= missing |last= (help)CS1 maint: multiple names: authors list (link)
  8. Nakamura, Hajime (1980). Indian Buddhism: a survey with bibliographical notes. Motilal Banarsidass. p. 423. ISBN 978-81-208-0272-8.