କମଳାକାନ୍ତ ମହାପାତ୍ର

ଉଇକିପିଡ଼ିଆ‌ରୁ
(Kamalakant Mohapatraରୁ ଲେଉଟି ଆସିଛି)
କମଳାକାନ୍ତ ମହାପାତ୍ର
Born୧୯୫୪
Spouseଲୀଳାବତୀ ମହାପାତ୍ର[୧]
Parentବାଉରିବନ୍ଧୁ ମହାପାତ୍ର
ସ୍ନେହଲତା ମହାପାତ୍ର

କମଳାକାନ୍ତ ମହାପାତ୍ର ଜଣେ ଓଡ଼ିଆ ସାହିତ୍ୟିକ ।[୨] ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଓ ଅନୁବାଦ ଆଦି କ୍ଷେତ୍ରରେ ସେ ନିଜ ଲେଖନୀ ଚାଳନା କରିଥାନ୍ତି ।[୩]

ସାହିତ୍ୟ ସର୍ଜନା[ସମ୍ପାଦନା]

ଆତ୍ମଜୀବନୀ[ସମ୍ପାଦନା]

  • ଜନମରୁ ମରଣ[୪]

ଗଳ୍ପ ପୁସ୍ତକ[ସମ୍ପାଦନା]

  • କୁଆ
  • ପାଳଭୂତ(୧୯୮୩)
  • ଚୋର(୨୦୦୧)[୫]

ଉପନ୍ୟାସ[ସମ୍ପାଦନା]

  • ଫଟୋ

ପ୍ରବନ୍ଧ[ସମ୍ପାଦନା]

  • ଅନିୟତ

ଅନୁବାଦ[ସମ୍ପାଦନା]

  • ଜଁ ପଲ ସାତ୍ତ୍ର : ଘନିଷ୍ଠତା ଓ ଅନ୍ୟାନ୍ୟ ଗଳ୍ପ
  • ଆଇଜାକ୍ ବାଶେଭିସ ସିଙ୍ଗର : ବୁଦ୍ଦୁ ଗିମ୍ପେଲ ଓ ଅନ୍ୟାନ୍ୟ ଗଳ୍ପ[୬]
  • ଗେବ୍ରିଏଲ ଗାର୍ସିଆ ମାର୍କେଜ : ଚିଠି ଆସେନା ଓ ନିରିହୀ ଇରେନ୍ଦିରା
  • ୱିଲିୟମ ସେକ୍ସପିୟର : ରାଜା ଲିୟର୍
  • ଫ୍ରାଞ୍ଜ୍ କାଫକା : ରୂପାନ୍ତର

ସହ-ଅନୁବାଦ[ସମ୍ପାଦନା]

ଏହି ପୁସ୍ତକଗୁଡିକ ସେ ପତ୍ନୀ ଲୀଳାବତୀ ମହାପାତ୍ର ଓ ବନ୍ଧୁ ପଲ-ସେଣ୍ଟ ପିୟରଙ୍କ ସହ ମିଶି ଅନୁବାଦ କରିଛନ୍ତି ।[୭]

  • ଦ ହାର୍ପରକଲିନ୍ସ ବୁକ ଅଫ ଓଡ଼ିଆ ସର୍ଟ ଷ୍ଟୋରିଜ - ୧୯୯୮
  • ଆଣ୍ଟସ, ଘୋଷ୍ଟସ ଆଣ୍ଡ ହ୍ୱିସ୍ପରିଂ ଟ୍ରିଜ - ୨୦୦୩
  • ଫକୀର ମୋହନ ସେନାପତି : ବ୍ରାଇଡପ୍ରାଇସ ଆଣ୍ଡ ଅଦର ଷ୍ଟୋରିଜ
  • ଲକ୍ଷ୍ମୀକାନ୍ତ ମହାପାତ୍ର : ଅଙ୍କଲ ୱାନ ଆଇ[୮]

ଆଧାର[ସମ୍ପାଦନା]

  1. Seminar. R. Thapar. 1989.
  2. Niladri R. Chatterjee (1 January 2005). The Muffled Heart: Stories of the Disempowered Male. Rupa & Company. ISBN 978-81-291-0860-9.
  3. Indian Literature. Sahitya Akademi. 1996.
  4. ପରିଚ୍ଛା, ଭାସ୍କର. "ପୁସ୍ତକ ସମୀକ୍ଷା: ଜନମରୁ ମରଣ". OdishaLIVE. Retrieved 2 November 2018.
  5. The Book Review. C. Chari for Perspective Publications. 1999.
  6. "National Library of India". nationallibrary.gov.in. Retrieved 19 September 2018.
  7. Paul St-Pierre; Prafulla C. Kar (1 January 2007). In Translation: Reflections, Refractions, Transformations. John Benjamins Publishing. pp. 50–. ISBN 90-272-1679-7.
  8. "କଥା ଝରକା". କଥା (ସେପ୍ଟେମ୍ବର ୨୦୧୮): ୩୦. Retrieved 19 September 2018.[permanent dead link]