Jump to content

କମଳାକାନ୍ତ ମହାପାତ୍ର

ଉଇକିପିଡ଼ିଆ‌ରୁ
କମଳାକାନ୍ତ ମହାପାତ୍ର
ଜନ୍ମ୧୯୫୪
ବୈବାହିକ-ସାଥୀଲୀଳାବତୀ ମହାପାତ୍ର[]
ପିତାମାତାବାଉରିବନ୍ଧୁ ମହାପାତ୍ର
ସ୍ନେହଲତା ମହାପାତ୍ର

କମଳାକାନ୍ତ ମହାପାତ୍ର ଜଣେ ଓଡ଼ିଆ ସାହିତ୍ୟିକ ।[] ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଓ ଅନୁବାଦ ଆଦି କ୍ଷେତ୍ରରେ ସେ ନିଜ ଲେଖନୀ ଚାଳନା କରିଥାନ୍ତି ।[]

ରଚନାବଳୀ

[ସମ୍ପାଦନା]

ଆତ୍ମଜୀବନୀ

[ସମ୍ପାଦନା]
  • ଜନମରୁ ମରଣ ୨୦୧୭[]
  • ବୋଉ ହଜିଲା ଓ ମିଳିଲା ୨୦୨୦

ଗଳ୍ପ ପୁସ୍ତକ

[ସମ୍ପାଦନା]
  • କୁଆ
  • ପାଳଭୂତ(୧୯୮୩)
  • ଚୋର(୨୦୦୧)[]
  • ରାଣ୍ଡ ଶାହାଡ଼ା ଓ ୨୦୧୮

ଉପନ୍ୟାସ

[ସମ୍ପାଦନା]
  • ଫଟୋ ୨୦୧୮

ପ୍ରବନ୍ଧ

[ସମ୍ପାଦନା]
  • ଅନିୟତ

ଅନୁବାଦ

[ସମ୍ପାଦନା]
  • ଜଁ ପଲ ସାତ୍ତ୍ର : ଘନିଷ୍ଠତା ଓ ଅନ୍ୟାନ୍ୟ ଗଳ୍ପ
  • ଆଇଜାକ୍ ବାଶେଭିସ ସିଙ୍ଗର : ବୁଦ୍ଦୁ ଗିମ୍ପେଲ ଓ ଅନ୍ୟାନ୍ୟ ଗଳ୍ପ ୨୦୨୦[]
  • ଗେବ୍ରିଏଲ ଗାର୍ସିଆ ମାର୍କେଜ : ଚିଠି ଆସେନା ଓ ନିରିହୀ ଇରେନ୍ଦିରା
  • ୱିଲିୟମ ସେକ୍ସପିୟର : ରାଜା ଲିୟର୍
  • ଫ୍ରାଞ୍ଜ୍ କାଫକା : ରୂପାନ୍ତର
  • ଅକ୍ଷାଂଶ ଦ୍ରାଘିମା (ଅନୁବାଦ କବିତା) ୨୦୧୯
  • ଟୋବା ଟେକ ସିଂହ ଓ ଅନ୍ୟାନ୍ୟ ଗଳ୍ପ (ସାଦତ୍ ହାସନ୍ ମଣ୍ଟୋ) ୨୦୨୧

ସହ-ଅନୁବାଦ

[ସମ୍ପାଦନା]

ଏହି ପୁସ୍ତକଗୁଡିକ ସେ ପତ୍ନୀ ଲୀଳାବତୀ ମହାପାତ୍ର ଓ ବନ୍ଧୁ ପଲ-ସେଣ୍ଟ ପିୟରଙ୍କ ସହ ମିଶି ଅନୁବାଦ କରିଛନ୍ତି ।[]

  • ଦ ହାର୍ପରକଲିନ୍ସ ବୁକ ଅଫ ଓଡ଼ିଆ ସର୍ଟ ଷ୍ଟୋରିଜ - ୧୯୯୮
  • ଆଣ୍ଟସ, ଘୋଷ୍ଟସ ଆଣ୍ଡ ହ୍ୱିସ୍ପରିଂ ଟ୍ରିଜ - ୨୦୦୩
  • ଫକୀର ମୋହନ ସେନାପତି : ବ୍ରାଇଡପ୍ରାଇସ ଆଣ୍ଡ ଅଦର ଷ୍ଟୋରିଜ
  • ଲକ୍ଷ୍ମୀକାନ୍ତ ମହାପାତ୍ର : ଅଙ୍କଲ ୱାନ ଆଇ[]
  • ଚନ୍ଦ୍ରଶେଖର ରଥ ଷ୍ଟୋରିଜ୍ ୨୦୦୪ ଯୁଗ୍ମ: ପଲ୍ ସେଣ୍ଟ ପିଏରେ, ଲୀଳାବତୀ ମହାପାତ୍ର
  • ଜେପି ଦାସ ଷ୍ଟୋରିଜ୍ ୨୦୦୩, ଯୁଗ୍ମ: ପଲ୍ ସେଣ୍ଟ ପିଏରେ, ଲୀଳାବତୀ ମହାପାତ୍ର
  • ନୃସିଂହ ତ୍ରିପାଠୀ ଷ୍ଟୋରିଜ୍ ୨୦୦୪, ଯୁଗ୍ମ: ପଲ୍ ସେଣ୍ଟ ପିଏରେ, ଲୀଳାବତୀ ମହାପାତ୍ର
  • ୱାଇଲ୍ଡ ପିକକ୍ ଆଣ୍ଡ୍ ଅଦର୍ ଷ୍ଟୋରିଜ୍ (କିଶୋରୀ ଚରଣ ଦାସ) ୧୯୮୫, ଯୁଗ୍ମ: ଲୀଳାବତୀ ମହାପାତ୍ର
  • ମଲ୍ଲିକା (ଗୋପୀନାଥ ମହାନ୍ତି ଜନ୍ମ ଶତବାର୍ଷିକୀ ବିଶେଷାଙ୍କ) ୨୦୧୪
  • ସ୍ପାଇଡର୍ସ ୱେବ ଆଣ୍ଡ ଅଦର୍ ଷ୍ଟୋରିଜ୍ (ଜଗନ୍ନାଥ ପ୍ରସାଦ ଦାସ) ୧୯୯୦, ଯୁଗ୍ମ: ଲୀଳାବତୀ ମହାପାତ୍ର
  • Six and a Third Acres: A Novel (ଫକୀର ମୋହନ ସେନାପତି), ଯୁଗ୍ମ: ଲୀଳାବତୀ ମହାପାତ୍ର
  1. Seminar. R. Thapar. 1989.
  2. Niladri R. Chatterjee (1 January 2005). The Muffled Heart: Stories of the Disempowered Male. Rupa & Company. ISBN 978-81-291-0860-9.
  3. Indian Literature. Sahitya Akademi. 1996.
  4. ପରିଚ୍ଛା, ଭାସ୍କର. "ପୁସ୍ତକ ସମୀକ୍ଷା: ଜନମରୁ ମରଣ". OdishaLIVE. Retrieved 2 November 2018.
  5. The Book Review. C. Chari for Perspective Publications. 1999.
  6. "National Library of India". nationallibrary.gov.in. Retrieved 19 September 2018.
  7. Paul St-Pierre; Prafulla C. Kar (1 January 2007). In Translation: Reflections, Refractions, Transformations. John Benjamins Publishing. pp. 50–. ISBN 90-272-1679-7.
  8. "କଥା ଝରକା". କଥା (ସେପ୍ଟେମ୍ବର ୨୦୧୮): ୩୦. Retrieved 19 September 2018.[permanent dead link]