Jump to content

ଜିନାଲ ବେଲାନି

ଉଇକିପିଡ଼ିଆ‌ରୁ
(Jhinal Belaniରୁ ଲେଉଟି ଆସିଛି)
ଜିନାଲ ବେଲାନି
ଜନ୍ମ (1992-04-29) ୨୯ ଅପ୍ରେଲ ୧୯୯୨ (ବୟସ ୩୨)
ଜାତୀୟତାଭାରତୀୟ
ବୃତ୍ତିଛାଞ୍ଚ:Flastlist
ସକ୍ରିୟ ବର୍ଷ୨୦୧୨–ଏବେଯାଏଁ
ଉଚ୍ଚତା5 ft 4 in (1.63 m)

ଜିନାଲ ବେଲାନି ମୁଖ୍ୟତଃ ଗୁଜରାଟୀ କଥାଚିତ୍ର ଜଗତରେ ସକ୍ରିୟ ଥିବା ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଏବଂ ସେଠାରେ ତାଙ୍କର ପିଲାଦିନ କଟିଥିଲା । ସେ ଦୂରଦର୍ଶନ, ହିନ୍ଦୀ କଥାଚିତ୍ର ଓ ୱେବ୍ ସିରିଜ୍‌ରେ ମଧ୍ୟ କାମ କରନ୍ତି ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଜିନାଲ ମିଠିବାଇ କଲେଜରୁ ଗଣ-ଯୋଗାଯୋଗରେ ସ୍ନାତକ କରିଥିଲେ ଏବଂ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ଡିସ୍‌ଟାନ୍ସରେ ସାହିତ୍ୟରେ ସ୍ନାତକୋତ୍ତର କରିଥିଲେ । କଲେଜ ସମୟରେ, ସେ ଥିଏଟର ପ୍ରତି ଆକର୍ଷିତ ଥିଲେ ଏବଂ ୨୦୧୨ ମସିହାରେ, ଡୋଭ୍ ସାବୁନର ବିଜ୍ଞାପନରେ କାମ କରିଥିଲେ । ଏହାପରେ, ସେ ଡେକେୟାର୍, ମାଇକ୍ରୋମାକ୍ସ, ହକ୍ୱିନ୍ସ, ରୂପସଙ୍ଗମ ଶାଢ଼ୀ ଓ ସାହାରା ମିନେରାଲ୍ ୱାଟର୍ ଭଳି ସଂସ୍ଥା ପାଇଁ ବିଜ୍ଞାପନରେ କାମ କରିଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ଜିନାଲ ବେଲାନି ଜଣେ ନାୟିକା ଭାବରେ ଦୂରଦର୍ଶନ କାର୍ଯ୍ୟକ୍ରମ ଲଗା ଚୁନରୀ ମେଁ ଦାଗ୍ ଜରିଆରେ ଟିଭିରେ କାମ କରିବା ଆରମ୍ଭ କରିଥିଲେ । ଏହି ଧାରାବାହିକଟି ହିନ୍ଦୀ କଥାଚିତ୍ର ଫ୍ୟାସନ୍ର କାହାଣୀ ଉପରେ ଆଧାରିତ ଥିଲା, ଯେଉଁଥିରେ ସେ ଏକ ଛୋଟ ସହରର ଝିଅ ଭୂମିକାରେ ଅଭିନୟ କରିଥିଲେ, ଯିଏକି କଥାଚିତ୍ର ଦୁନିଆରେ କାମ କରିବାର ଇଚ୍ଛା ରଖିଥିଲା ।[][] ୨୦୧୬ ମସିହାରେ, ଗୁଜରାଟୀ କଥାଚିତ୍ର ପୋଲମ ପୋଲ ଜରିଆରେ ସେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[][] ଆନନ୍ଦ ଏଲ୍ ରାଏଙ୍କ ନିର୍ଦ୍ଦେଶିତ କଥାଚିତ୍ରରେ ସେ ଧନୁଷଙ୍କ ନାୟିକା ଭାବରେ ଅଭିନୟ କରିବା ପାଇଁ ସ୍ଥିର ହୋଇଥିଲା, ମାତ୍ର ପରେ ସେ ସ୍ଥାନ ପାଇଥିଲେ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ ଆଧାର
୨୦୧୬ ପୋଲମ ପୋଲ ଅଞ୍ଜଳୀ ଗୁଜରାଟୀ
୨୦୧୭ ଧାନ୍ତ୍ୟା ଓପନ୍ ୱଫା
ୱାସ୍...ଅପ୍! ଜିନ୍ଦଗୀ ନିଶା
ପଟେଲ୍ କି ପଞ୍ଜାବୀ ସାଦି ମନିଷା ପଟେଲ ହିନ୍ଦୀ
୨୦୧୯ ଟୋନି କାମ୍ୟା
ଅର୍ଡ଼ର୍ ଅର୍ଡ଼ର୍ ଆଉଟ୍ ଅଫ୍ ଅର୍ଡ଼ର୍ ଗୁଜରାଟୀ
୨୦୨୧ ଟିକ୍କି ମିଠି ଲାଇଫ୍ ପୂଜା ବ୍ୟାସ୍ ପ୍ରଯୋଜିକା, ଲେଖିବା, ଅଭିନେତ୍ରୀ []
ତାରି ସାଥେ ମୁମ୍ବାଇ ଗାର୍ଲସ୍ []
୨୦୨୨ ଭିକିଦା ନୋ ଭର୍ଗୋଡ଼ା ରାଧିକା []

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା ଚେନାଲ୍ ଭାଷା ମନ୍ତବ୍ୟ ଆଧାର
୨୦୧୪ ଛୁପାଉଁ କୈସେ ଲଗା ଚୁନରୀ ମେଁ ଦାଗ୍ ଡିଡି ନ୍ୟାସନାଲ୍ ହିନ୍ଦୀ
୨୦୧୭ ହର୍ ମର୍ଦ୍ଦ କା ଦର୍ଦ୍ଦ ସୋନୁ ତାନା ଖାନ୍ନା ଲାଇଫ୍ ଓକେ ମୁଖ୍ୟ ନାୟିକା

ଅଭିନୀତ ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ ସିରିଜ୍ ଭୂମିକା ଭାଷା ଚେନାଲ୍ ମନ୍ତବ୍ୟ ଆଧାର
୨୦୨୦ ତୁ ଆନେ ହୁଁ ଝିନାଲ୍ ଗୁଜରାଟୀ ୟୁ-ଟ୍ୟୁବ୍ [୧୦]
୨୦୨୧ ପୂରି ପାନି ମାନସୀ ଶେମାରୂମେ [୧୧]
  1. "Jinal Belani Gujrati Play LAV HATHELI SHYAM LAKHI DAU". Mumbai Theater Guide.
  2. "DD's new project 'Laaga Chunri Mai Daag' is inspired by Movie, 'Fashion'! : Bollywood Helpline".[permanent dead link]
  3. Team, Tellychakkar. "Sachin Chhabra and newbie Jinal Belani to play leads in DD's Laaga Chunri Mai Daag". Tellychakkar.com.
  4. "Gujrati Movie Polam Pol Official Trailer out!".[permanent dead link]
  5. "Polam Pol Movie (2016) | Reviews, Cast & Release Date in Nagarkurnool". BookMyShow.
  6. "Jinal Belani will play south star Dhanush's Bride". Bollywood Dhamaka. 30 June 2016.
  7. "The story of Tikkhi Mitthi Life chose me for the role of Pooja: Jhinal Belani". IWMBuzz (in ଇଂରାଜୀ). 2020-12-11. Retrieved 2022-08-14.
  8. "Jhinal Belani on her musical film 'Tari Sathe': It is an adorable love story - Times of India". The Times of India (in ଇଂରାଜୀ). Retrieved 2022-08-10.
  9. "Film Review : Vickida No Varghodo is a treat for Malhar Thakar's fans | 'વિકીડાનો વરઘોડો' Review : લાંબો ચાલતો વરધોડો મલ્હારના ફેન્સને ચોક્કસ ગમશે". www.gujaratimidday.com (in ଗୁଜୁରାଟୀ). 2022-07-08. Retrieved 2022-08-10.
  10. Iyer, Shreya (13 June 2022). "It was an enriching experience to shoot a web series from scratch during the lockdown: Jhinal Belani - Times of India". The Times of India (in ଇଂରାଜୀ). Retrieved 2022-08-14.
  11. Irani, Shaheen (13 Sep 2021). "Poori Paani release date: When and where to watch Deep Dholakia's Gujarati web series". OTTPlay (in ଇଂରାଜୀ). Retrieved 2022-08-14.

ବାହାର ଲିଙ୍କ୍

[ସମ୍ପାଦନା]