ଜିନାଲ ବେଲାନି
ଜିନାଲ ବେଲାନି | |
---|---|
ଜନ୍ମ | ମୁମ୍ବାଇ, ମହାରାଷ୍ଟ୍ର, ଭାରତ | ୨୯ ଅପ୍ରେଲ ୧୯୯୨
ଜାତୀୟତା | ଭାରତୀୟ |
ବୃତ୍ତି | ଛାଞ୍ଚ:Flastlist |
ସକ୍ରିୟ ବର୍ଷ | ୨୦୧୨–ଏବେଯାଏଁ |
ଉଚ୍ଚତା | 5 ft 4 in (1.63 m) |
ଜିନାଲ ବେଲାନି ମୁଖ୍ୟତଃ ଗୁଜରାଟୀ କଥାଚିତ୍ର ଜଗତରେ ସକ୍ରିୟ ଥିବା ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଏବଂ ସେଠାରେ ତାଙ୍କର ପିଲାଦିନ କଟିଥିଲା । ସେ ଦୂରଦର୍ଶନ, ହିନ୍ଦୀ କଥାଚିତ୍ର ଓ ୱେବ୍ ସିରିଜ୍ରେ ମଧ୍ୟ କାମ କରନ୍ତି ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଜିନାଲ ମିଠିବାଇ କଲେଜରୁ ଗଣ-ଯୋଗାଯୋଗରେ ସ୍ନାତକ କରିଥିଲେ ଏବଂ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ଡିସ୍ଟାନ୍ସରେ ସାହିତ୍ୟରେ ସ୍ନାତକୋତ୍ତର କରିଥିଲେ । କଲେଜ ସମୟରେ, ସେ ଥିଏଟର ପ୍ରତି ଆକର୍ଷିତ ଥିଲେ ଏବଂ ୨୦୧୨ ମସିହାରେ, ଡୋଭ୍ ସାବୁନର ବିଜ୍ଞାପନରେ କାମ କରିଥିଲେ । ଏହାପରେ, ସେ ଡେକେୟାର୍, ମାଇକ୍ରୋମାକ୍ସ, ହକ୍ୱିନ୍ସ, ରୂପସଙ୍ଗମ ଶାଢ଼ୀ ଓ ସାହାରା ମିନେରାଲ୍ ୱାଟର୍ ଭଳି ସଂସ୍ଥା ପାଇଁ ବିଜ୍ଞାପନରେ କାମ କରିଥିଲେ ।[୧]
ଅଭିନୟ ଜୀବନ
[ସମ୍ପାଦନା]ଜିନାଲ ବେଲାନି ଜଣେ ନାୟିକା ଭାବରେ ଦୂରଦର୍ଶନ କାର୍ଯ୍ୟକ୍ରମ ଲଗା ଚୁନରୀ ମେଁ ଦାଗ୍ ଜରିଆରେ ଟିଭିରେ କାମ କରିବା ଆରମ୍ଭ କରିଥିଲେ । ଏହି ଧାରାବାହିକଟି ହିନ୍ଦୀ କଥାଚିତ୍ର ଫ୍ୟାସନ୍ର କାହାଣୀ ଉପରେ ଆଧାରିତ ଥିଲା, ଯେଉଁଥିରେ ସେ ଏକ ଛୋଟ ସହରର ଝିଅ ଭୂମିକାରେ ଅଭିନୟ କରିଥିଲେ, ଯିଏକି କଥାଚିତ୍ର ଦୁନିଆରେ କାମ କରିବାର ଇଚ୍ଛା ରଖିଥିଲା ।[୨][୩] ୨୦୧୬ ମସିହାରେ, ଗୁଜରାଟୀ କଥାଚିତ୍ର ପୋଲମ ପୋଲ ଜରିଆରେ ସେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୪][୫] ଆନନ୍ଦ ଏଲ୍ ରାଏଙ୍କ ନିର୍ଦ୍ଦେଶିତ କଥାଚିତ୍ରରେ ସେ ଧନୁଷଙ୍କ ନାୟିକା ଭାବରେ ଅଭିନୟ କରିବା ପାଇଁ ସ୍ଥିର ହୋଇଥିଲା, ମାତ୍ର ପରେ ସେ ସ୍ଥାନ ପାଇଥିଲେ ।[୬]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ | ଆଧାର |
---|---|---|---|---|---|
୨୦୧୬ | ପୋଲମ ପୋଲ | ଅଞ୍ଜଳୀ | ଗୁଜରାଟୀ | ||
୨୦୧୭ | ଧାନ୍ତ୍ୟା ଓପନ୍ | ୱଫା | |||
ୱାସ୍...ଅପ୍! ଜିନ୍ଦଗୀ | ନିଶା | ||||
ପଟେଲ୍ କି ପଞ୍ଜାବୀ ସାଦି | ମନିଷା ପଟେଲ | ହିନ୍ଦୀ | |||
୨୦୧୯ | ଟୋନି | କାମ୍ୟା | |||
ଅର୍ଡ଼ର୍ ଅର୍ଡ଼ର୍ ଆଉଟ୍ ଅଫ୍ ଅର୍ଡ଼ର୍ | ଗୁଜରାଟୀ | ||||
୨୦୨୧ | ଟିକ୍କି ମିଠି ଲାଇଫ୍ | ପୂଜା ବ୍ୟାସ୍ | ପ୍ରଯୋଜିକା, ଲେଖିବା, ଅଭିନେତ୍ରୀ | [୭] | |
ତାରି ସାଥେ | ମୁମ୍ବାଇ ଗାର୍ଲସ୍ | [୮] | |||
୨୦୨୨ | ଭିକିଦା ନୋ ଭର୍ଗୋଡ଼ା | ରାଧିକା | [୯] |
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ | ଭୂମିକା | ଚେନାଲ୍ | ଭାଷା | ମନ୍ତବ୍ୟ | ଆଧାର |
---|---|---|---|---|---|---|
୨୦୧୪ | ଛୁପାଉଁ କୈସେ ଲଗା ଚୁନରୀ ମେଁ ଦାଗ୍ | ଡିଡି ନ୍ୟାସନାଲ୍ | ହିନ୍ଦୀ | |||
୨୦୧୭ | ହର୍ ମର୍ଦ୍ଦ କା ଦର୍ଦ୍ଦ | ସୋନୁ ତାନା ଖାନ୍ନା | ଲାଇଫ୍ ଓକେ | ମୁଖ୍ୟ ନାୟିକା |
ଅଭିନୀତ ୱେବ୍ ସିରିଜ୍
[ସମ୍ପାଦନା]ବର୍ଷ | ସିରିଜ୍ | ଭୂମିକା | ଭାଷା | ଚେନାଲ୍ | ମନ୍ତବ୍ୟ | ଆଧାର |
---|---|---|---|---|---|---|
୨୦୨୦ | ତୁ ଆନେ ହୁଁ | ଝିନାଲ୍ | ଗୁଜରାଟୀ | ୟୁ-ଟ୍ୟୁବ୍ | [୧୦] | |
୨୦୨୧ | ପୂରି ପାନି | ମାନସୀ | ଶେମାରୂମେ | [୧୧] |
ଆଧାର
[ସମ୍ପାଦନା]- ↑ "Jinal Belani Gujrati Play LAV HATHELI SHYAM LAKHI DAU". Mumbai Theater Guide.
- ↑ "DD's new project 'Laaga Chunri Mai Daag' is inspired by Movie, 'Fashion'! : Bollywood Helpline".[permanent dead link]
- ↑ Team, Tellychakkar. "Sachin Chhabra and newbie Jinal Belani to play leads in DD's Laaga Chunri Mai Daag". Tellychakkar.com.
- ↑ "Gujrati Movie Polam Pol Official Trailer out!".[permanent dead link]
- ↑ "Polam Pol Movie (2016) | Reviews, Cast & Release Date in Nagarkurnool". BookMyShow.
- ↑ "Jinal Belani will play south star Dhanush's Bride". Bollywood Dhamaka. 30 June 2016.
- ↑ "The story of Tikkhi Mitthi Life chose me for the role of Pooja: Jhinal Belani". IWMBuzz (in ଇଂରାଜୀ). 2020-12-11. Retrieved 2022-08-14.
- ↑ "Jhinal Belani on her musical film 'Tari Sathe': It is an adorable love story - Times of India". The Times of India (in ଇଂରାଜୀ). Retrieved 2022-08-10.
- ↑ "Film Review : Vickida No Varghodo is a treat for Malhar Thakar's fans | 'વિકીડાનો વરઘોડો' Review : લાંબો ચાલતો વરધોડો મલ્હારના ફેન્સને ચોક્કસ ગમશે". www.gujaratimidday.com (in ଗୁଜୁରାଟୀ). 2022-07-08. Retrieved 2022-08-10.
- ↑ Iyer, Shreya (13 June 2022). "It was an enriching experience to shoot a web series from scratch during the lockdown: Jhinal Belani - Times of India". The Times of India (in ଇଂରାଜୀ). Retrieved 2022-08-14.
- ↑ Irani, Shaheen (13 Sep 2021). "Poori Paani release date: When and where to watch Deep Dholakia's Gujarati web series". OTTPlay (in ଇଂରାଜୀ). Retrieved 2022-08-14.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଜିନାଲ ବେଲାନି