Jump to content

ଇବାଣ୍ଡ୍ରୋନିକ ଏସିଡ

ଉଇକିପିଡ଼ିଆ‌ରୁ
(Ibandronic acidରୁ ଲେଉଟି ଆସିଛି)
ଇବାଣ୍ଡ୍ରୋନିକ ଏସିଡ
Clinical data
Trade namesBoniva, Bonviva, Bondronat, others
SynonymsIbandronate sodium
AHFS/Drugs.commonograph
data
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth, intravenous
    Legal status
    Legal status
    • US: ℞-only
    • EU: Rx-only
    • ℞ (Prescription only)
    Pharmacokinetic data
    Bioavailability0.6%
    Protein binding90.9 to 99.5%
    (concentration-dependent)
    MetabolismNil
    Elimination half-life10 to 60 hours
    ExcretionKidney
    Identifiers
    ECHA InfoCard100.214.537 Edit this at Wikidata
    Chemical and physical data
    FormulaC9H23NO7P2
    Molar mass୩୧୯.୨୩ g·mol−1
    3D model (JSmol)
    • O=P(O)(O)C(O)(CCN(CCCCC)C)P(=O)(O)O
    • InChI=1S/C9H23NO7P2/c1-3-4-5-7-10(2)8-6-9(11,18(12,13)14)19(15,16)17/h11H,3-8H2,1-2H3,(H2,12,13,14)(H2,15,16,17) checkY
    • Key:MPBVHIBUJCELCL-UHFFFAOYSA-N checkY
      (verify)

    ଇବାଣ୍ଡ୍ରୋନିକ ଏସିଡ, ଯାହାକୁ ଆଇବାଣ୍ଡ୍ରୋନେଟ ମଧ୍ୟ କୁହାଯାଏ, ହେଉଛି ଏକ ଔଷଧ ଯାହା ଓଷ୍ଟିଓପୋରୋସିସ, କର୍କଟ ରୋଗ କାରଣରୁ ଅଧିକ ରକ୍ତ କ୍ୟାଲସିୟମ କିମ୍ବା ସ୍ତନ କର୍କଟରୁ ହାଡ଼ ମେଟାସ୍ଟାସିସ ହୋଇଥିବା ରୋଗମାନଙ୍କରେ ବ୍ୟବହୃତ ହୁଏ ।[] [] ଏହା ପାଟିରେ କିମ୍ବା ଇଞ୍ଜେକସନ ଆକାରରେ ଶିରାରେ ଦିଆଯାଇପାରେ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୁକୁଜ୍ୱାଳା, କମ୍ ରକ୍ତ କ୍ୟାଲସିୟମ, ଦୁର୍ବଳତା, ମୁଣ୍ଡବିନ୍ଧା ଏବଂ ଜ୍ୱର ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକସିସ, ଏସୋଫେଜାଇଇଟିସ, ଫିମର ଅସ୍ଥିଭଗ୍ନ ଏବଂ ହନୁ ହାଡ଼ର ଅସ୍ଥିକ୍ଷୟ (ଓଷ୍ଟିଓନେକ୍ରୋସିସ୍) ହୋଇପାରେ ।[] [] ଏହା ଏକ ବିସଫସଫୋନେଟ୍ ଯାହା ଓଷ୍ଟିଓକ୍ଲାଷ୍ଟ କୋଷଗୁଡ଼ିକଦ୍ୱାରା ହାଡ଼ ଭାଙ୍ଗିବା ବନ୍ଦ କରିଦିଏ ।[] []

    ବୋହିରିଙ୍ଗର୍ ମାନହେଇମଦ୍ୱାରା ୧୯୮୬ ମସିହାରେ ଇବାଣ୍ଡ୍ରୋନିକ ଏସିଡ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୯୬ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ୧୫୦ ମିଗ୍ରା ବଟିକାର ମୂଲ୍ୟ ପ୍ରାୟ ୪.୫୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୨ ଡଲାର ଥିଲା ।[]

    1. 1 2 3 4 5 BNF 81: March-September 2021. BMJ Group and the Pharmaceutical Press. 2021. p. 769. ISBN 978-0857114105.
    2. 1 2 3 4 "Bondronat". Archived from the original on 11 January 2021. Retrieved 24 November 2021.
    3. "Ibandronate Monograph for Professionals". Drugs.com (in ଇଂରାଜୀ). Archived from the original on 11 December 2018. Retrieved 24 November 2021.
    4. Fischer J, Ganellin CR (2006). Analogue-based Drug Discovery. John Wiley & Sons. p. 523. ISBN 9783527607495. Archived from the original on 2021-03-18. Retrieved 2020-12-06.
    5. "Ibandronate Prices, Coupons & Savings Tips - GoodRx". GoodRx. Retrieved 24 November 2021.