ଗୁରୁ ନାୟକ
ଦେଖଣା
(Guru Nayakରୁ ଲେଉଟି ଆସିଛି)
ଗୁରୁ ନାୟକ | |
---|---|
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ପୂର୍ବ ଅଧିକାରୀ | ମାଡକାମୀ ଗୁରୁ |
ପର ଅଧିକାରୀ | ଗଙ୍ଗାଧର ମାଢ଼ୀ |
ନିର୍ବାଚନ ମଣ୍ଡଳୀ | ମାଲକାନଗିରି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜାନୁଆରୀ ୧୯୨୭ |
ମୃତ୍ୟୁ | ୧୬ ଡିସେମ୍ବର ୧୯୯୫ | (ବୟସ ୬୮)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଗଣତନ୍ତ୍ର ପରିଷଦ |
ଜୀବନ ସାଥୀ | ପାର୍ବତୀ ନାୟକ |
ସନ୍ତାନ | ୩ |
ବାପା/ବୋଉ | ଦେବ ନାୟକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଗୁରୁ ନାୟକ (୧ ଜାନୁଆରୀ ୧୯୨୭ - ୧୬ ଡିସେମ୍ବର ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମାଲକାନଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଗୁରୁ ନାୟକ ୧୯୨୭ ମସିହାରେ ଜାନୁଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦେବ ନାୟକ ଓ ପତ୍ନୀଙ୍କ ନାମ ପାର୍ବତୀ ନାୟକ ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ଗୁରୁ ନାୟକ ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୨]
ମୃତ୍ୟୁ
[ସମ୍ପାଦନା]ଗୁରୁ ନାୟକ ୧୯୯୫ ମସିହାର ଡିସେମ୍ବର ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ଡକ୍ଟର ଉଦ୍ଧବ ଚରଣ ନାୟକ (2013). ଓଡ଼ିଶା ରାଜନୀତିର ଇତିହାସ (2nd ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୧୪୦. ISBN 978-81-89436-54-4. Retrieved 21 April 2022.
- ↑ ୨.୦ ୨.୧ ୨.୨ "Shri Guru Nayak". odishaassembly.nic.in. Odisha Assembly. Retrieved 22 April 2022.