Jump to content

ଗ୍ଲାଇକୋପାଇରୋନିଅମ

ଉଇକିପିଡ଼ିଆ‌ରୁ
(Glycopyrroniumରୁ ଲେଉଟି ଆସିଛି)
ଗ୍ଲାଇକୋପାଇରୋନିଅମ
Clinical data
Trade namesRobinul, Cuvposa, Seebri, others
SynonymsGlycopyrrolate, glycopyrronium bromide, glycopyrronium tosylate
AHFS/Drugs.comSystemic: monograph
Topical: monograph
data
Pregnancy
category
  • AU: B2
  • US: B (No risk in non-human studies)
    Routes of
    administration
    By mouth, intravenous, inhaled, topical
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    • ℞ (Prescription only)
    Identifiers
    • 3-[2-Cyclopentyl(hydroxy)phenylacetoxy]-1,1-dimethylpyrrolidinium bromide
    ECHA InfoCard100.008.990 Edit this at Wikidata
    Chemical and physical data
    FormulaC19H28BrNO3
    Molar mass୩୯୮.୩୪ g·mol−1
    3D model (JSmol)
    • C[N+]1(CCC(C1)OC(=O)C(C2CCCC2)(C3=CC=CC=C3)O)C.[Br-]
    • InChI=1S/C19H28NO3.BrH/c1-20(2)13-12-17(14-20)23-18(21)19(22,16-10-6-7-11-16)15-8-4-3-5-9-15;/h3-5,8-9,16-17,22H,6-7,10-14H2,1-2H3;1H/q+1;/p-1
    • Key:VPNYRYCIDCJBOM-UHFFFAOYSA-M

    ଗ୍ଲାଇକୋପାଇରୋନିଅମ, ଯାହା ଗ୍ଲାଇକୋପାଇରୋଲେଟ ଭାବରେ ମଧ୍ୟ ଜଣାଶୁଣା, ଏକ ଔଷଧ ଯାହା କ୍ରନିକ ଅବ୍‌ସ୍ଟ୍ରକ୍ଟିଭ ପଲ୍‌ମୋନାରି ଡିଜିଜ, ଅତ୍ୟଧିକ ଲାଳ ଏବଂ ସ୍ୱେଦାଧିକ୍ୟ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଏହା ପାଟିରେ, ଇଞ୍ଜେକସନ, ଚର୍ମରେ ପ୍ରୟୋଗ କରାଯାଇପାରେ କିମ୍ବା ପ୍ରଶ୍ୱାସ ଆକାରରେ ନିଆଯାଇପାରେ ।[] [] ଏହାର ପ୍ରଭାବ ୧୨ ଘଣ୍ଟା ପର୍ଯ୍ୟନ୍ତ ରହିପାରେ ।[] ଏହା ଏକ ଦୀର୍ଘକାଳୀନ କାର୍ଯ୍ୟକ୍ଷମ ବିଟା-ଆଡ୍ରେନୋସେପ୍ଟର ଆଗୋନିଷ୍ଟ (LABA) ଏବଂ ପ୍ରଶ୍ୱାସ‌ ଷ୍ଟେରଏଡ ସହିତ ମିଳିତ ଭାବରେ ଉପଲବ୍ଧ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ମୂତ୍ର ଧାରଣ, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ବଡ଼ ପୁତ୍ତଳୀ, ମୁଣ୍ଡବିନ୍ଧା, ଦ୍ୱନ୍ଦ୍ୱ, ନିଦ୍ରାଳୁ ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ ବ୍ରୋଙ୍କୋସ୍ପାଜ୍ମ ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ ଆଣ୍ଟିମ୍ୟୁସ୍କାରିନିକ୍ ଔଷଧ ।[] ଏହା ସାଧାରଣତଃ ରକ୍ତ-ମସ୍ତିଷ୍କ ପ୍ରତିବନ୍ଧକ ଅତିକ୍ରମ କରେ ନାହିଁ ।[]

    ୧୯୬୧ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଥିଲା।[] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ତାଲିକାରେ ଟାୟୋଟ୍ରୋପିଅମ ବ୍ରୋମାଇଡ ଔଷଧର ବିକଳ୍ପ ଭାବରେ ଏହାର ନାମ ଲିପିବଦ୍ଧ ହୋଇଛି ।[] ଯୁକ୍ତରାଜ୍ୟରେ ଏକ ମାସର ପ୍ରଶ୍ୱାସପ୍ରାପ୍ତ ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ୨୮ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେଚେହାର ଟାବଲେଟଗୁଡ଼ିକ ଶସ୍ତା ଅଟେ। []

    1. 1 2 3 4 5 6 7 8 9 "Glycopyrrolate Monograph for Professionals". Drugs.com (in ଇଂରାଜୀ). Archived from the original on 16 July 2021. Retrieved 3 December 2021.
    2. 1 2 3 4 BNF 81: March-September 2021. BMJ Group and the Pharmaceutical Press. 2021. p. 262. ISBN 978-0857114105.
    3. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
    4. "Glycopyrrolate Prices, Coupons & Savings Tips - GoodRx". GoodRx. Retrieved 9 December 2021.