Jump to content

ଜେମଟୁଜୁମାବ ଓଜୋଗାମାଇସିନ

ଉଇକିପିଡ଼ିଆ‌ରୁ
(Gemtuzumab ozogamicinରୁ ଲେଉଟି ଆସିଛି)
ଜେମଟୁଜୁମାବ ଓଜୋଗାମାଇସିନ
Monoclonal antibody
TypeWhole antibody
SourceHumanized (from mouse)
TargetCD33
Clinical data
Trade namesMylotarg
AHFS/Drugs.commonograph
MedlinePlusa618005
data
Pregnancy
category
Routes of
administration
Intravenous
Legal status
Legal status
Chemical and physical data
Molar mass151500 g·mol−1
  (verify)

ଜେମଟୁଜୁମାବ ଓଜୋଗାମାଇସିନ, ଏକ ବିକ୍ରୟ ନାମ ମିଲୋଟର୍ଗ, ହେଉଛି ଏକ ଔଷଧ ଯାହା ତୀବ୍ର ମାୟେଲଏଡ ଲିଉକେମିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ସିଡି୩୩ (CD33) ଯୁକ୍ତାତ୍ମକ ରୋଗ ପାଇଁ ବ୍ୟବହୃତ ହୁଏ | [] ଏହା ଡନୋରୁବିସିନ ଏବଂ ସାଇଟାରାବିନ ସହିତ ଏକତ୍ର ବ୍ୟବହୃତ ହୁଏ ।[] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ ଏବଂ ରକ୍ତସ୍ରାବ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ, ବନ୍ଧ୍ୟାକରଣ ଏବଂ ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ ହୋଇପାରେ ।[] [] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ସାଇଟୋଟକ୍ସିନ ସହିତ ସଂଯୁକ୍ତ ଏକ ମୋନୋକ୍ଲୋନାଲ ଆଣ୍ଟିବାୟୋଟିକ ।[] ମୋନୋକ୍ଲୋନାଲ ଆଣ୍ଟିବଡି ସିଡି୩୩ ସହିତ ସଂଲଗ୍ନ ହୁଏ ଏବଂ ସାଇଟୋଟକ୍ସିନ ହେଉଛି କାଲିଚିଆମାଇସିନ। []

୨୦୧୭ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୨୦୧୮ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଜେମଟୁଜୁମାବ ଓଜୋଗାମିସିନ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୫ ମିଗ୍ରାର ଏକ ଭାଏଲର ମୂଲ୍ୟ ୬୩୦୦ ପାଉଣ୍ଡ ।[]

  1. ୧.୦ ୧.୧ "Mylotarg Australian prescription medicine decision summary". Therapeutic Goods Administration (TGA). 17 April 2020. Archived from the original on 31 October 2021. Retrieved 17 August 2020.
  2. "Gemtuzumab (Mylotarg) Use During Pregnancy". Drugs.com. 30 September 2019. Archived from the original on 29 February 2020. Retrieved 28 February 2020.
  3. "Mylotarg EPAR". European Medicines Agency (EMA). Archived from the original on 2 June 2020. Retrieved 28 February 2020.
  4. "Mylotarg 5mg powder for concentrate for solution for infusion - Summary of Product Characteristics (SmPC)". (emc). 29 October 2019. Archived from the original on 18 September 2020. Retrieved 17 August 2020.
  5. ୫.୦ ୫.୧ ୫.୨ ୫.୩ BNF 81: March-September 2021. BMJ Group and the Pharmaceutical Press. 2021. p. 916. ISBN 978-0857114105.
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ "Mylotarg". Archived from the original on 2 June 2020. Retrieved 3 December 2021.
  7. ୭.୦ ୭.୧ ୭.୨ "Gemtuzumab Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 3 December 2021.