Jump to content

ଜେମଟୁଜୁମାବ ଓଜୋଗାମାଇସିନ

ଉଇକିପିଡ଼ିଆ‌ରୁ
ଜେମଟୁଜୁମାବ ଓଜୋଗାମାଇସିନ
Monoclonal antibody
TypeWhole antibody
SourceHumanized (from mouse)
TargetCD33
Clinical data
Trade namesMylotarg
AHFS/Drugs.commonograph
MedlinePlusa618005
data
Pregnancy
category
    Routes of
    administration
    Intravenous
    Legal status
    Legal status
    Chemical and physical data
    Molar mass151500 g·mol−1
      (verify)

    ଜେମଟୁଜୁମାବ ଓଜୋଗାମାଇସିନ, ଏକ ବିକ୍ରୟ ନାମ ମିଲୋଟର୍ଗ, ହେଉଛି ଏକ ଔଷଧ ଯାହା ତୀବ୍ର ମାୟେଲଏଡ ଲିଉକେମିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୫] ନିର୍ଦ୍ଦିଷ୍ଟ ଭାବରେ ଏହା ସିଡି୩୩ (CD33) ଯୁକ୍ତାତ୍ମକ ରୋଗ ପାଇଁ ବ୍ୟବହୃତ ହୁଏ | [୫] ଏହା ଡନୋରୁବିସିନ ଏବଂ ସାଇଟାରାବିନ ସହିତ ଏକତ୍ର ବ୍ୟବହୃତ ହୁଏ ।[୬] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୫]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ ଏବଂ ରକ୍ତସ୍ରାବ ହୋଇପାରେ ।[୬] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ, ବନ୍ଧ୍ୟାକରଣ ଏବଂ ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ ହୋଇପାରେ ।[୬] [୭] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୭] ଏହା ସାଇଟୋଟକ୍ସିନ ସହିତ ସଂଯୁକ୍ତ ଏକ ମୋନୋକ୍ଲୋନାଲ ଆଣ୍ଟିବାୟୋଟିକ ।[୬] ମୋନୋକ୍ଲୋନାଲ ଆଣ୍ଟିବଡି ସିଡି୩୩ ସହିତ ସଂଲଗ୍ନ ହୁଏ ଏବଂ ସାଇଟୋଟକ୍ସିନ ହେଉଛି କାଲିଚିଆମାଇସିନ। [୬]

    ୨୦୧୭ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୨୦୧୮ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଜେମଟୁଜୁମାବ ଓଜୋଗାମିସିନ ଅନୁମୋଦିତ ହୋଇଥିଲା ।[୭] [୬] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୫ ମିଗ୍ରାର ଏକ ଭାଏଲର ମୂଲ୍ୟ ୬୩୦୦ ପାଉଣ୍ଡ ।[୫]

    1. 1 2 "Mylotarg Australian prescription medicine decision summary". Therapeutic Goods Administration (TGA). 17 April 2020. Archived from the original on 31 October 2021. Retrieved 17 August 2020.
    2. ↑ "Gemtuzumab (Mylotarg) Use During Pregnancy". Drugs.com. 30 September 2019. Archived from the original on 29 February 2020. Retrieved 28 February 2020.
    3. ↑ "Mylotarg 5mg powder for concentrate for solution for infusion - Summary of Product Characteristics (SmPC)". (emc). 29 October 2019. Archived from the original on 18 September 2020. Retrieved 17 August 2020.
    4. ↑ "Mylotarg EPAR". European Medicines Agency (EMA). Archived from the original on 2 June 2020. Retrieved 28 February 2020.
    5. 1 2 3 4 BNF 81: March-September 2021. BMJ Group and the Pharmaceutical Press. 2021. p. 916. ISBN 978-0857114105.
    6. 1 2 3 4 5 6 "Mylotarg". Archived from the original on 2 June 2020. Retrieved 3 December 2021.
    7. 1 2 3 "Gemtuzumab Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 3 December 2021.