ଗାୟତ୍ରୀ ଚାନ୍ଦ

ଉଇକିପିଡ଼ିଆ‌ରୁ
(Gayatri Chandରୁ ଲେଉଟି ଆସିଛି)
ଗାୟତ୍ରୀ ଚାନ୍ଦ
ଜାତୀୟତାଭାରତୀୟ
ବୃତ୍ତିନୃତ୍ୟାଙ୍ଗନା ଓ ଅଭିନେତ୍ରୀ

ଗାୟତ୍ରୀ ଚାନ୍ଦ, ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ, ଅଭିନେତ୍ରୀ ଓ ଲେଖିକା ଅଟନ୍ତି । ସେ ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ନୃତ୍ୟ ଶିକ୍ଷା କରିଛନ୍ତି ଓ ଦେବ ପ୍ରସାଦଙ୍କ ଶୈଳୀରେ ନାଚ ପ୍ରଦର୍ଶନ କରନ୍ତି । ଭୁବନେଶ୍ୱରରେ ସେ ଦେବ ପ୍ରସାଦ ନୃତ୍ୟ ପ୍ରତିଷ୍ଠାନ ନାମକ ଅନୁଷ୍ଠାନ ପ୍ରତିଷ୍ଠା (୨୦୧୦) କରି ଦେବ ପ୍ରସାଦଙ୍କ ଶୈଳୀର ପ୍ରଚାର ପ୍ରସାର ଦିଗରେ ମଧ୍ୟ କାର୍ଯ୍ୟ କରନ୍ତି ।[୧][୨] ସେ ଦେବ ପ୍ରସାଦଙ୍କ ଉପରେ ଏକ ପୁସ୍ତକ ମଧ୍ୟ ରଚନା କରିଛନ୍ତି ।[୩]

ଅଭିନେତ୍ରୀ ଜୀବନ[ସମ୍ପାଦନା]

ଗାୟତ୍ରୀ ୪ଟି ଓଡ଼ିଆ ଚଳଚ୍ଚିତ୍ର ଓ ଗୋଟିଏ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ବଙ୍ଗଳା ଚଳଚ୍ଚିତ୍ରଟି ମୂଳ ଓଡ଼ିଆ ଚଳଚ୍ଚିତ୍ରର ରିମେକ । ସେ ଦୁଇଟି ଟେଲିଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।[୪]

  • ଅଗ୍ନି ସଙ୍କେତ

ରଚିତ ପୁସ୍ତକ[ସମ୍ପାଦନା]

  • ଗୁରୁ ଦେବ ପ୍ରସାଦ ଦାସ : ଆଇକନ ଅଫ ଓଡ଼ିଶୀ[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଶ୍ରେଷ୍ଠ ଅଭିନେତ୍ରୀ ( ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ଅଗ୍ନି ସଙ୍କେତ ଚଳଚ୍ଚିତ୍ର )
  • ସିନିୟର ଫେଲୋସିପ ( କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ )
  • ନୃତ୍ୟ ଶିରୋମଣି - ୨୦୦୮
  • ପ୍ରତିଭା ସମ୍ମାନ - ୨୦୦୮
  • ହରିପ୍ରିୟା ଦେବଦାସୀ ସମ୍ମାନ - ୨୦୧୨ (ରୂପଶ୍ରୀ କଳାମନ୍ଦିର ପୁରୀ)

ଆଧାର[ସମ୍ପାଦନା]

  1. "Odissi delights". www.thestatesman.com. the statesman. Archived from the original on 1 March 2021. Retrieved 1 March 2021.
  2. "A fest that blended folk and classical". www.newindianexpress.com. The New Indian Express. Archived from the original on 1 March 2021. Retrieved 1 March 2021.
  3. "Name: Odissi Dance – 1". www.iitbbs.ac.in. IIT Bhubaneswar. Archived from the original on 1 March 2021. Retrieved 1 March 2021. {{cite web}}: |archive-date= / |archive-url= timestamp mismatch; 11 ସେପ୍ଟେମ୍ବର 2019 suggested (help)
  4. "FRIDAY REVIEW : Step by step". www.thehindu.com. The Hindu. Archived from the original on 1 March 2021. Retrieved 1 March 2021.
  5. "Book Review". www.narthaki.com/. www.narthaki.com/. Retrieved 1 March 2021.

ବାହାର ଆଧାର[ସମ୍ପାଦନା]