ଗଣେଶରାମ ନାହାକ

ଉଇକିପିଡ଼ିଆ‌ରୁ
(Ganesh Ram Nahakaରୁ ଲେଉଟି ଆସିଛି)
ଗଣେଶରାମ ନାହାକ
ଜନ୍ମ
ଗଣେଶରାମ ନାହାକ
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତିଲେଖକ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଜୀବନୀ ଏବଂ ସାହିତ୍ୟ‌) - ୨୦୧୪

ଗଣେଶରାମ ନାହାକ ଓଡ଼ିଆ ଭାଷାର ଜଣେ ଜୀବନୀ ଏବଂ ଭ୍ରମଣ ସାହିତ୍ୟ ଲେଖକ । ତାଙ୍କଦ୍ୱାରା ରଚିତ ପଶ୍ଚିମ ଓଡ଼ିଶାର ବରପୁତ୍ର ଲେଖା ପାଇଁ ତାଙ୍କୁ ୨୦୧୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[୧][୨]

ସେ ୨୦୧୭ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦର ସଦସ୍ୟ ମଧ୍ୟ ଥିଲେ । ଏଥିରେ ସେ ସମ୍ବଲପୁର ଜିଲ୍ଲାକୁ ପ୍ରତିନିଧିତ୍ୱ କରିଥିଲେ ।[୩]

ରଚନାବଳୀ[ସମ୍ପାଦନା]

  • ସ୍ୱଭାବକବି ଗଙ୍ଗାଧର ଜୀବନୀ ଓ ସାହିତ୍ୟ - ୨୦୧୦ (କଟକ ଟ୍ରେଡିଂ କମ୍ପାନୀ)
  • ଜାତିପ୍ରାଣ ଚନ୍ଦ୍ରଶେଖର (ଓଡ଼ିଶା ସାହିତ୍ୟ ଏକାଡେମୀ)
  • ଭକ୍ତମଧୁଙ୍କ ସ୍ମରଣୀୟ କବିତା - ୨୦୧୪ (ଓଡ଼ିଶା ସାହିତ୍ୟ ଏକାଡେମୀ)
  • ପଶ୍ଚିମ ଓଡ଼ିଶାର ଢଗଢମାଳି ଓ ପ୍ରବାଦ ପ୍ରବଚନ - ୨୦୦୭ (ବୀଣାପାଣି ପ୍ରକାଶନୀ)
  • ଶ୍ରୀମଦ୍ ଭାଗବତ ସୁକ୍ତିତମାଳା - ୨୦୦୬ (ସାହିତ୍ୟ ପ୍ରତିଷ୍ଠାନ)[୪]

ପୁରସ୍କାର ଏବଂ ସମ୍ମାନ[ସମ୍ପାଦନା]

  • ଜୀବନୀ ଏବଂ ସାହିତ୍ୟ ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୪ ମସିହା

ଆଧାର[ସମ୍ପାଦନା]

  1. "Odisha Sahitya Akademi". odishasahityaakademi.org. Retrieved 2019-02-23.
  2. "24 litterateurs to get Odisha Sahitya Akademi award | OTV" (in ଆମେରିକୀୟ ଇଂରାଜୀ). 2017-10-28. Retrieved 2019-02-23.
  3. editor. "ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ଗଠିତ" (in ଆମେରିକୀୟ ଇଂରାଜୀ). Retrieved 2019-02-23. {{cite web}}: |last= has generic name (help)
  4. "National Library Online Catalogue". opac.nationallibrary.gov.in. National Library Online Catalogue. Retrieved 24 February 2019.