Jump to content

ଫ୍ରେମାନେଜୁମାବ

ଉଇକିପିଡ଼ିଆ‌ରୁ
(Fremanezumabରୁ ଲେଉଟି ଆସିଛି)
Fremanezuma
A Norwegian syringe of fremanezumab
Monoclonal antibody
TypeWhole antibody
SourceHumanized
TargetCalcitonin gene-related peptide (CGRP) α, β
Clinical data
Trade namesAjovy
SynonymsTEV-48125, fremanezumab-vfrm
AHFS/Drugs.commonograph
MedlinePlusa618053
data
Pregnancy
category
    Routes of
    administration
    Subcutaneous injection
    Legal status
    Legal status
    Pharmacokinetic data
    Bioavailability55–66%
    MetabolismProteolysis
    Elimination half-life30–31 days (estimated)
    ExcretionKidney
    Chemical and physical data
    FormulaC6470H9952N1716O2016S46
    Molar mass୧,୪୫,୫୦୭.୫୪ g·mol−1

    ଫ୍ରେମାନେଜୁମାବ, ଏକ ବେପାର ନାମ ଆଜୋଭି, ହେଉଛି ଏକ ଔଷଧ ଯାହା ଅଧକପାଳି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଅଧିକ ମୂଲ୍ୟ ହେତୁ ଏହା ଅଧିକ ପସନ୍ଦଯୋଗ୍ୟ ହୁଏନି । [] ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ । [][]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ହୁଏ ଏବଂ ଲାଲ ପଡ଼ିଯାଏ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ କାଲସିଟୋନିନ ଉତ୍ପନ୍ନ ପେପ୍ଟାଇଡ୍ (CGRP) ପ୍ରତିରୋଧକ ଶ୍ରେଣୀର ଔଷଧ ।[]

    ୨୦୧୮ ମସିହାରେ ଆମେରିକାରେ,[] ୨୦୧୯ରେ ୟୁରୋପରେ[] ଏବଂ ୨୦୨୦ରେ ବ୍ରିଟେନରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫ୍ରେମାନେଜୁମାବ ଅନୁମୋଦନ କରାଯାଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ଚିକିତ୍ସା ବାବଦ ମାସକୁ ୬୨୫ ଡଲାର ଖର୍ଚ୍ଚ ହୋଇଥାଏ ।[] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୪୫୦ ପାଉଣ୍ଡ ।[]

    1. "Fremanezumab (Ajovy) Use During Pregnancy". Drugs.com. 3 October 2018. Archived from the original on 20 October 2020. Retrieved 2 April 2020.
    2. 1 2 "Fremanezumab". NICE - National Institute for Health and Care Excellence. Archived from the original on 18 November 2021. Retrieved 25 June 2021.
    3. "Ajovy (fremanezumab) 225 mg Pre-filled Syringe for Injection - Summary of Product Characteristics (SmPC)". (emc). Archived from the original on 28 September 2021. Retrieved 27 September 2021.
    4. 1 2 3 "Ajovy- fremanezumab-vfrm injection". DailyMed. 5 February 2020. Archived from the original on 2 January 2022. Retrieved 2 April 2020.
    5. 1 2 "Ajovy EPAR". European Medicines Agency (EMA). 29 January 2019. Archived from the original on 29 November 2021. Retrieved 2 April 2020.
    6. 1 2 3 4 5 6 7 8 "Fremanezumab-vfrm Monograph for Professionals". Drugs.com. American Society of Health-System Pharmacists. Archived from the original on 2 January 2022. Retrieved 15 July 2019.
    7. "Fremanezumab Prices, Coupons & Savings Tips - GoodRx". GoodRx. Retrieved 12 December 2021.
    8. BNF 81: March-September 2021. BMJ Group and the Pharmaceutical Press. 2021. p. 498. ISBN 978-0857114105.