ଇରୋଡ
ଦେଖଣା
(Erodeରୁ ଲେଉଟି ଆସିଛି)
Erode
ஈரோடு | |
---|---|
City | |
Nickname(s): Turmeric City Textile City | |
Country | India |
State | Tamil Nadu |
Region | Kongu Nadu |
District | Erode District |
Municipal Corporation | 2009 |
Taluka | Erode |
Government | |
• Type | Municipal Corporation |
• Body | Erode Municipal Corporation |
• Mayor | Malliga Paramasivam |
Elevation | 183 m (600 ft) |
Population (2011) | |
• City | ୧,୫୭,୧୦୧ |
• Density | 397/km2 (1,030/sq mi) |
• Urban | ୫,୨୧,୭୭୬ |
Languages | |
• Official | Tamil |
Time zone | UTC+5:30 (IST) |
PIN | 63800x |
Telephone code | 91 (424) |
ଯାନବାହାନ ପଞ୍ଚୀକରଣ | TN 33 (East), TN 86 (West) |
Literacy | 76% |
Website | erodecorp |
ଇରୋଡ ଏକ ଭାରତୀୟ ସହର ପଞ୍ଚାୟତ ଅଟେ । ଏହା ତାମିଲନାଡୁର ଏରୋଦେ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଇରୋଡ ୧୧.୩୪୧୮ ଉତ୍ତର ଅକ୍ଷାଂଶ ଓ ୭୭.୭୨୭୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଇରୋଡ ସହରର ମୋଟ ଜନସଂଖ୍ୟା ୮୯୯୧ ଅଟେ ।[୨] ସେଥି ମଧ୍ୟରୁ ୫୧.୨୮% ଜଣ ପରୁଷ ହୋଇଥିବା ବେଳେ ୪୮.୭୨% ଜଣ ନାରୀ ଅଟନ୍ତି । ଇରୋଡର ସାକ୍ଷରତା ହାର ୫୪.୧୪% ଅଟେ । ଏହା ଜାତୀୟ ହାରଠାରୁ ୧୦.୭୦% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୨.୩୮% ପ୍ରତିଶତ ପୁରୁଷ ଓ ୨୧.୭୭% ନାରୀ ଅଟନ୍ତି । ୯.୮୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ତାମିଲ ଇରୋଡର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.