Jump to content

ଏନକୋରାଫେନିବ

ଉଇକିପିଡ଼ିଆ‌ରୁ
(Encorafenibରୁ ଲେଉଟି ଆସିଛି)
ଏନକୋରାଫେନିବ
Clinical data
Trade namesBraftovi
SynonymsLGX818
AHFS/Drugs.commonograph
MedlinePlusa618040
data
Routes of
administration
By mouth
Legal status
Legal status
Identifiers
  • Methyl [(2S)-1-{[4-(3-{5-chloro-2-fluoro-3-[(methylsulfonyl)amino]phenyl}-1-isopropyl-1H-pyrazol-4-yl)-2-pyrimidinyl]amino}-2-propanyl]carbamate
Chemical and physical data
FormulaC22H27ClFN7O4S
Molar mass୫୪୦.୦୧ g·mol−1
3D model (JSmol)
  • C[C@@H](CNc1nccc(n1)c2cn(nc2c3cc(cc(c3F)NS(=O)(=O)C)Cl)C(C)C)NC(=O)OC
  • InChI=1S/C22H27ClFN7O4S/c1-12(2)31-11-16(17-6-7-25-21(28-17)26-10-13(3)27-22(32)35-4)20(29-31)15-8-14(23)9-18(19(15)24)30-36(5,33)34/h6-9,11-13,30H,10H2,1-5H3,(H,27,32)(H,25,26,28)/t13-/m0/s1
  • Key:CMJCXYNUCSMDBY-ZDUSSCGKSA-N

ଏନକୋରାଫେନିବ (ଇଂରାଜୀ ଭାଷାରେ Encorafenib), ବ୍ରାଫ୍ଟୋଭି ଏକ ବିକ୍ରୟ ନାମ, ହେଉଛି ମେଲାନୋମା ଏବଂ ବୃହଦନ୍ତ୍ର ମଳାଶୟ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ବ୍ୟବହୃତ ହୁଏ ଯେତେବେଳେ ଅସ୍ତ୍ରୋପଚାରଦ୍ୱାରା ବିଆରଏଏଫ ଭି୬୦୦ଇ (BRAF V600E) କିମ୍ବା ଭି୬୦୦କେ (V600K) ମ୍ୟୁଟେସନ୍-ପଜିଟିଭ୍ ରୋଗ ଅପସାରଣ କରାଯାଇପାରିବ ନାହିଁ ।[] ଏହା ପାଟିରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାଣ, ଅଇ, ତରଳ ଝାଡ଼ା, ପେଟ ଯନ୍ତ୍ରଣା, ରାସ ଏବଂ ଗଣ୍ଠି ଯନ୍ତ୍ରଣା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, ୟୁଭିଆଇଟିସ୍, ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ ଏବଂ ଅନ୍ୟାନ୍ୟ କର୍କଟ ହୋଇପାରେ ।[] ଯେଉଁମାନଙ୍କର ସାମାନ୍ୟ ଯକୃତ ସମସ୍ୟା ଥାଏ, ସେମାନଙ୍କୁ ଏକ ନିମ୍ନ ମାତ୍ରାର ଔଷଧ ଦେବା ଉଚିତ୍ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ କାଇନେଜ ଇନହିବିଟର ଯାହା ବିଆରଏଏଫ (BRAF) ପୁଷ୍ଟିସାରକୁ ଅବରୋଧ କରିଥାଏ ।[] []

୨୦୧୮ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଏନକୋରାଫେନିବକୁ ଅନୁମୋଦନ କରାଯାଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ରେ ଏହି ଔଷଧର ୪ ସପ୍ତାହ ବ୍ୟବ‌ହାର ପାଇଁ ୫୬୦୦ ମୂଲ୍ୟ ଦେବାକୁ ପଡ଼େ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୨,୪୦୦ ଡଲାର ଅଟେ ।[]

  1. 1 2 3 4 5 6 "DailyMed - BRAFTOVI- encorafenib capsule". dailymed.nlm.nih.gov. Archived from the original on 21 April 2021. Retrieved 15 December 2021.
  2. 1 2 "Encorafenib Monograph for Professionals". Drugs.com (in ଇଂରାଜୀ). Archived from the original on 20 July 2021. Retrieved 15 December 2021.
  3. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 1023. ISBN 978-0857114105.
  4. 1 2 "Braftovi". Archived from the original on 16 September 2021. Retrieved 15 December 2021.
  5. "Braftovi Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 15 December 2021.