Jump to content

ଡାଇକ୍ଲୋନାଇନ

ଉଇକିପିଡ଼ିଆ‌ରୁ
(Dyclonineରୁ ଲେଉଟି ଆସିଛି)
ଡାଇକ୍ଲୋନାଇନ
Clinical data
Trade namesDyclone, Sucrets, others[]
SynonymsDyclonine hydrochloride
AHFS/Drugs.commonograph
Pregnancy
category
  • US: C (Risk not ruled out)
    Routes of
    administration
    Lozenge
    Legal status
    Legal status
    Identifiers
    • 1-(4-butoxyphenyl)-3-(1-piperidyl)propan-1-one
    Chemical and physical data
    FormulaC18H27NO2
    Molar mass୨୮୯.୪୨ g·mol−1
    3D model (JSmol)
    • O=C(c1ccc(OCCCC)cc1)CCN2CCCCC2
    • InChI=1S/C18H27NO2/c1-2-3-15-21-17-9-7-16(8-10-17)18(20)11-14-19-12-5-4-6-13-19/h7-10H,2-6,11-15H2,1H3 checkY
    • Key:BZEWSEKUUPWQDQ-UHFFFAOYSA-N checkY
      (verify)

    ଡାଇକ୍ଲୋନାଇନ, ଯାହାକୁ ଡାଇକ୍ଲୋକେନ ମଧ୍ୟ କୁହାଯାଏ, ଏହା ଏକ ସ୍ଥାନୀୟ ନିଶ୍ଚେତକ ଯାହା ଗଳା କିମ୍ବା ପାଟି ଯନ୍ତ୍ରଣା ପାଇଁ ବ୍ୟବହୃତ ହୁଏ ।[] ଏହା କାଶ ବୁନ୍ଦା ଭାବରେ ମଧ୍ୟ ଉପଲବ୍ଧ ।[] ପ୍ରଭାବ ୧୦ ମିନିଟ୍ ମଧ୍ୟରେ ଆରମ୍ଭ ହୋଇ ୩୦ ମିନିଟ ପର୍ଯ୍ୟନ୍ତ ରହିପାରେ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଦଂଶନ ଅନୁଭବ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ଏବଂ ବିଚଳିତ ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ ଇଏଷ୍ଟର୍ କିମ୍ବା ଆମାଇଡ଼ ନୁହେଁ ।[]

    ଅତି କମ୍‌ରେ ୧୯୫୦ ଦଶକ ମଧ୍ୟରେ ଡାଇକ୍ଲୋନାଇନ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହୋଇଥିଲା ।[] ଏହା ଅନ୍ୟମାନଙ୍କ ମଧ୍ୟରେ ସୁକ୍ରେଟ ନାମରେ ଏହା ଦୋକାନରେ ଉପଲବ୍ଧ ହୁଏ ।[]

    1. Society, Swiss Pharmaceutical (2000). Index Nominum 2000: International Drug Directory (in ଇଂରାଜୀ). Taylor & Francis. p. 378. ISBN 978-3-88763-075-1. Archived from the original on 2022-01-11. Retrieved 2021-12-27.
    2. 1 2 3 4 5 6 "Dyclonine Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 27 December 2021.
    3. 1 2 Logothetis, Demetra D. (15 March 2016). Local Anesthesia for the Dental Hygienist (in ଇଂରାଜୀ). Elsevier Health Sciences. p. 83. ISBN 978-0-323-43050-0. Archived from the original on 11 January 2022. Retrieved 27 December 2021.
    4. GREIFENSTEIN, FE; HARRIS LC, Jr; PARRY, JC (September 1956). "Dyclonine; a new local anesthetic agent: clinical evaluation". Anesthesiology. 17 (5): 648–52. doi:10.1097/00000542-195609000-00002. PMID 13355009.