ଡାଇକ୍ଲୋନାଇନ

ଉଇକିପିଡ଼ିଆ‌ରୁ
ଡାଇକ୍ଲୋନାଇନ
Clinical data
Trade namesDyclone, Sucrets, others[୧]
SynonymsDyclonine hydrochloride
AHFS/Drugs.commonograph
Pregnancy
category
  • US: C (Risk not ruled out)
Routes of
administration
Lozenge
Legal status
Legal status
Identifiers
  • 1-(4-butoxyphenyl)-3-(1-piperidyl)propan-1-one
Chemical and physical data
FormulaC18H27NO2
Molar mass୨୮୯.୪୨ g·mol−1
3D model (JSmol)
  • O=C(c1ccc(OCCCC)cc1)CCN2CCCCC2
  • InChI=1S/C18H27NO2/c1-2-3-15-21-17-9-7-16(8-10-17)18(20)11-14-19-12-5-4-6-13-19/h7-10H,2-6,11-15H2,1H3 checkY
  • Key:BZEWSEKUUPWQDQ-UHFFFAOYSA-N checkY
  (verify)

ଡାଇକ୍ଲୋନାଇନ, ଯାହାକୁ ଡାଇକ୍ଲୋକେନ ମଧ୍ୟ କୁହାଯାଏ, ଏହା ଏକ ସ୍ଥାନୀୟ ନିଶ୍ଚେତକ ଯାହା ଗଳା କିମ୍ବା ପାଟି ଯନ୍ତ୍ରଣା ପାଇଁ ବ୍ୟବହୃତ ହୁଏ ।[୨] ଏହା କାଶ ବୁନ୍ଦା ଭାବରେ ମଧ୍ୟ ଉପଲବ୍ଧ ।[୨] ପ୍ରଭାବ ୧୦ ମିନିଟ୍ ମଧ୍ୟରେ ଆରମ୍ଭ ହୋଇ ୩୦ ମିନିଟ ପର୍ଯ୍ୟନ୍ତ ରହିପାରେ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଦଂଶନ ଅନୁଭବ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ଏବଂ ବିଚଳିତ ହୋଇପାରେ ।[୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହା ଏକ ଇଏଷ୍ଟର୍ କିମ୍ବା ଆମାଇଡ଼ ନୁହେଁ ।[୩]

ଅତି କମ୍‌ରେ ୧୯୫୦ ଦଶକ ମଧ୍ୟରେ ଡାଇକ୍ଲୋନାଇନ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହୋଇଥିଲା ।[୪] ଏହା ଅନ୍ୟମାନଙ୍କ ମଧ୍ୟରେ ସୁକ୍ରେଟ ନାମରେ ଏହା ଦୋକାନରେ ଉପଲବ୍ଧ ହୁଏ ।[୨]

ଆଧାର[ସମ୍ପାଦନା]

  1. Society, Swiss Pharmaceutical (2000). Index Nominum 2000: International Drug Directory (in ଇଂରାଜୀ). Taylor & Francis. p. 378. ISBN 978-3-88763-075-1. Archived from the original on 2022-01-11. Retrieved 2021-12-27.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Dyclonine Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 27 December 2021.
  3. ୩.୦ ୩.୧ Logothetis, Demetra D. (15 March 2016). Local Anesthesia for the Dental Hygienist (in ଇଂରାଜୀ). Elsevier Health Sciences. p. 83. ISBN 978-0-323-43050-0. Archived from the original on 11 January 2022. Retrieved 27 December 2021.
  4. GREIFENSTEIN, FE; HARRIS LC, Jr; PARRY, JC (September 1956). "Dyclonine; a new local anesthetic agent: clinical evaluation". Anesthesiology. 17 (5): 648–52. doi:10.1097/00000542-195609000-00002. PMID 13355009.