ଦ୍ରୌପଦୀ

ଉଇକିପିଡ଼ିଆ ରୁ
(Draupadi ରୁ ଲେଉଟି ଆସିଛି)
Jump to navigation Jump to search
ଦ୍ରୌପଦୀ
Raja Ravi Varma, Pleasing.jpg
Draupadi, painting by Raja Ravi Varma
ଜୀବନସାଥିଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ
ସନ୍ତାନଉପପାଣ୍ଡବ
ବାପା ବୋଉ
ଦ୍ରୌପଦ (ବାପା)
ଦ୍ରୌପଦୀ

ଦ୍ରୌପଦୀ ପାଞ୍ଚଳର ରାଜା ଦ୍ରୌପଦଙ୍କ ଝିଅ। ତାଙ୍କ ଜନ୍ମ ମହାରାଜା ଦ୍ରୌପଦଙ୍କ ଯଜ୍ଞକୁଣ୍ଡରେ ହୋଇଥିଲା। ତାଙ୍କର ବିବାହ ପଞ୍ଚୁପାଣ୍ଡବଙ୍କ ସହିତ ହୋଇଥିଲା । କୃଷ୍ଣା, ଯାଜ୍ଞସେନୀ, ସୌରନ୍ଧ୍ରୀ ନାମରେ ମଧ୍ୟ ସେ ପ୍ରସିଦ୍ଧ ।

ଜନ୍ମ[ସମ୍ପାଦନା]

ପାଣ୍ଡବଙ୍କ ସହ ବିବାହ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]

ଛାଞ୍ଚ:ମହାଭାରତ