ଦ୍ରୌପଦୀ

ଉଇକିପିଡ଼ିଆ‌ରୁ
ଦ୍ରୌପଦୀ
Draupadi, painting by Raja Ravi Varma
Spouse(s)ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ
Childrenଉପପାଣ୍ଡବ
Parent
ଦ୍ରୌପଦ (ବାପା)
ଦ୍ରୌପଦୀ

ଦ୍ରୌପଦୀ ପାଞ୍ଚଳର ରାଜା ଦ୍ରୌପଦଙ୍କ ଝିଅ । ତାଙ୍କ ଜନ୍ମ ମହାରାଜା ଦ୍ରୌପଦଙ୍କ ଯଜ୍ଞକୁଣ୍ଡରେ ହୋଇଥିଲା। ତାଙ୍କର ବିବାହ ପଞ୍ଚୁପାଣ୍ଡବଙ୍କ ସହିତ ହୋଇଥିଲା । କୃଷ୍ଣା, ଯାଜ୍ଞସେନୀ, ସୌରନ୍ଧ୍ରୀ ନାମରେ ମଧ୍ୟ ସେ ପ୍ରସିଦ୍ଧ ।

ଜନ୍ମ[ସମ୍ପାଦନା]

ପାଣ୍ଡବଙ୍କ ସହ ବିବାହ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]

ଛାଞ୍ଚ:ମହାଭାରତ