ଡର୍ନେଜ ଆଲଫା

ଉଇକିପିଡ଼ିଆ‌ରୁ
(Dornase alfaରୁ ଲେଉଟି ଆସିଛି)
ଡର୍ନେଜ ଆଲଫା
Clinical data
Trade namesPulmozyme
AHFS/Drugs.commonograph
MedlinePlusa694002
Pregnancy
category
  • US: B (No risk in non-human studies)
Routes of
administration
Inhalation
Legal status
Legal status
Identifiers
ECHA InfoCard100.029.685 Edit this at Wikidata
Chemical and physical data
FormulaC1321H1999N339O396S9
Molar mass29253.9
  (verify)

ଡର୍ନେଜ ଆଲଫା (ଇଂରାଜୀ ଭାଷାରେ Dornase alfa), ଏକ ବେପାର ନାମ ପୁଲମୋଜାଇମ, ହେଉଛି ସିସ୍ଟିକ ଫାଇବ୍ରୋସିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଏହା କଫ ଘନତା ହ୍ରାସ କରିବା ପାଇଁ ବ୍ୟବହୃତ ହୁଏ ଏବଂ ଏହାଦ୍ୱାରା କାଶ ହେବା ସହଜ ହୋଇଥାଏ ।[୧] ଏହା ପ୍ରଶ୍ୱାସରେ ନିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱର ପରିବର୍ତ୍ତନ, ରାସ, ଗଳା ପ୍ରଦାହ, ଛାତି ଯନ୍ତ୍ରଣା, ନାକରେ ପାଣି ବୋହିବା, ଜ୍ୱର ଏବଂ ଅଣନିଶ୍ୱାସ ହୋଇପାରେ ।[୨] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୩] ଏହା ଏକ ରେକମ୍ବିନାଣ୍ଟ ମାନବ ଡିଅକ୍ସିରାଇବୋନ୍ୟୁକ୍ଲିଏଜ (rhDNase) ନାମକ ଏକ ଏନଜାଇମ ଯାହା କୋଷ ବାହ୍ୟ ଭାଗରେ ଡିଏନଏ (DNA) ଭାଙ୍ଗିଦିଏ ।[୪]

୧୯୯୩ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡର୍ନେଜ ଆଲଫା ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହା ପିଛା ଏକ ମାସର ପ୍ରାୟ ୫୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୪୦୦ ଡଲାର ଅଟେ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Dornase Alfa Monograph for Professionals". Drugs.com (in ଇଂରାଜୀ). Archived from the original on 11 August 2020. Retrieved 27 December 2021.
  2. "DailyMed - PULMOZYME- dornase alfa solution". dailymed.nlm.nih.gov. Archived from the original on 24 March 2021. Retrieved 27 December 2021.
  3. "Dornase alfa (Pulmozyme) Use During Pregnancy". Drugs.com (in ଇଂରାଜୀ). Archived from the original on 24 October 2020. Retrieved 27 December 2021.
  4. ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 309. ISBN 978-0857114105.
  5. "Dornase Alfa Prices, Coupons & Savings Tips - GoodRx". GoodRx. Retrieved 27 December 2021.