ଦିବ୍ୟା ସେଠ
ଦେଖଣା
(Divya Sethରୁ ଲେଉଟି ଆସିଛି)
ଦିବ୍ୟା ସେଠ | |
---|---|
ଜନ୍ମ | |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୮୪ – ଏବେଯାଏଁ |
ପିତାମାତା(s) | ସୁଷମା ସେଠ (ମାଆ) ଧୃବ ସେଠ (ବାପା) |
ଦିବ୍ୟା ସେଠ ଶାହା ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ର ଆଦିରେ କାମ କରନ୍ତି । ହମ୍ ଲୋଗ୍ ଧାରାବାହିକରେ ମଝଲି ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା । ତାଙ୍କ ବାପା ଧ୍ରୁବ ସେଠ ଓ ମାଆ ସୁଷମା ସେଠ ଉଭୟ ଅଭିନୟ ଜଗତ ସହିତ ଜଡ଼ିତ ଥିଲେ ।[୧]
ଦିଲ୍ଲୀରେ ବେରି ଜନ୍ଙ୍କ ଥିଏଟରରେ ସେ କରିଛନ୍ତି ଏବଂ ଜବ୍ ଉଇ ମେଟ୍ ଭଳି ହିନ୍ଦୀ କଥାଚିତ୍ରରେ ଅଭିନୟ କରିଛନ୍ତି ।[୨] ୫ ଅଗଷ୍ଟ ୨୦୨୪ରେ, ତାଙ୍କ ଝିଅଙ୍କର ମୃତ୍ୟୁ ହୋଇଥିଲା ।[୩]
ଅଭିନୟ ଜୀବନ
[ସମ୍ପାଦନା]ଦିବ୍ୟା ରିଧି ଡୋଗ୍ରା, ମୋନିକା ଡୋଗ୍ରା ଆଦିଙ୍କ ସହିତ ସେ ଦି ମେରେଡ୍ ଓମେନ୍ ୱେବ୍ ସିରିଜ୍ରେ ଅଭିନୟ କରିଛନ୍ତି, ଯାହାର ନିର୍ଦ୍ଦେଶନା ଦେଇଥିଲେ ସାହିର ରଜା ।[୪]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୭ | ଜବ୍ ଉଇ ମେଟ୍ | ଆଦିତ୍ୟଙ୍କ ମାଆ | |
୨୦୧୫ | ଦିଲ୍ ଧଡ଼କନ୍ନେ ଦୋ | ସାଇରା ହାସମୀ | |
୨୦୧୭ | ପଟେଲ ପଞ୍ଜାବୀ ଶାଦି | ବୀର ଦାସଙ୍କ ମାଆ | |
୨୦୧୮ | ସାର୍ | ଅଶ୍ୱିନୀଙ୍କ ମାଆ | |
୨୦୧୯ | ଦି ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍ | ଗୁରଶରଣ କୌର | |
୨୦୨୧ | ସରଦାର କା ଗ୍ରାଣ୍ଡସନ୍ | ସରଦାରଙ୍କ ସାନ ବୋହୂ | |
୨୦୨୪ | ଆର୍ଟିକଲ୍ ୩୭୦ | ଜାମ୍ମୁ କ କାଶ୍ମୀରର ମୁଖମନ୍ତ୍ରୀ |
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ | ଭୂମିକା | ମନ୍ତବ୍ୟ |
---|---|---|---|
୧୯୮୪ | ହନ୍ ଲୋଗ୍ | ମଝଲି | |
୧୯୮୮ | ଦିଲ୍ ଦରିୟା | ||
୨୯୯୩ | ଦେଖ ଭାଇ ଦେଖ | ପ୍ରିୟା | |
୧୯୯୪ | ତେହ୍କିକାତ୍ | ରଶ୍ମୀ | ଅଧ୍ୟାୟ ୪ ଓ ୫ |
୧୯୯୪–୧୯୯୮ | ଦରାର୍ | ଲୋଲା | |
୧୯୯୫ | ବନେଗି ଅପ୍ନି ବାତ୍ | ନିକିତା | |
୨୦୦ | ଅଭିମାନ | ||
୨୦୦୫–୨୦୦୬ | ସରକାର:ରିସ୍ତୋଁ କି ଅନଖି କାହାନୀ | ପ୍ରିୟମ୍ବଦା ବୀର ପ୍ରତାପସିଂହ | |
୨୦୧୫ | ଏକ୍ ନୟି ଉମ୍ମୀଦ - ରୋଶ୍ନୀ | ଡ. ବସୁନ୍ଧରା ସିଂହ |
ଅଭିନୀତ ୱେବ୍ ସିରିଜ୍
[ସମ୍ପାଦନା]ବର୍ଷ | ସିରିଜ୍ | ଭୂମିକା | ପ୍ଲାଟଫର୍ମ | ମନ୍ତବ୍ୟ |
---|---|---|---|---|
୨୦୧୯ | ଫିଟ୍ରାଟ୍ | ଜାନକୀ ସରୀନ | ଅଲ୍ଟ ବାଲାଜୀ ଓ ଜୀ୫ | |
୨୦୨୦ | ସାଣ୍ଡୱିଚ୍ଡ୍ ଫର୍ଏଭର୍ | ଦୟା ଶାସ୍ତ୍ରୀ | ସୋନିଲିଭ୍ | [୫] |
୨୦୨୧ | ଦି ମେରେଡ୍ ଓମେନ୍ | ପୀପ୍ଲିକାଙ୍କ ମାଆ | ଜୀ୫ | |
ସିଟି ଅଫ୍ ଡ୍ରିମ୍ସ | ବିଭା | ହଟ୍ଷ୍ଟାର୍ | ||
୨୦୨୨ | ଦୁରଙ୍ଗା | ଅନୁପ୍ରିୟା ପଟେଲ | ଜୀ୫ | [୬] |
ଆଧାର
[ସମ୍ପାଦନା]- ↑ "An episode in history - Indian Express". archive.indianexpress.com. Retrieved 2016-07-07.
- ↑ "SRK shares photo with 'bestest friend' actress Divya Seth". Mid Day. Retrieved 2016-07-07.
- ↑ "Sushma Seth's granddaughter Mihika Shah dies". Hindustan Times. Retrieved 21 September 2024.
- ↑ Desk, India TV News (2021-02-10). "The Married Woman: From Ridhi Dogra to Monica Dogra, cast of web series revealed in a novel manner". www.indiatvnews.com (in ଇଂରାଜୀ). Retrieved 2021-02-12.
- ↑ "Sandwiched Forever Review: Kunaal and Aahana show is a feel-good Christmas watch" (in ଆମେରିକୀୟ ଇଂରାଜୀ). India Today. Retrieved 29 December 2020.
- ↑ "Gulshan Devaiah reacts to criticism of non-queer casting in Badhaai Do: 'It's a bit of ridiculous debate'". Hindustan Times (in ଇଂରାଜୀ). 2022-08-11. Retrieved 2022-08-11.