Jump to content

ଦିବ୍ୟା ସେଠ

ଉଇକିପିଡ଼ିଆ‌ରୁ
ଦିବ୍ୟା ସେଠ
ଜନ୍ମ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୪ – ଏବେଯାଏଁ
ପିତାମାତା(s)ସୁଷମା ସେଠ (ମାଆ)
ଧୃବ ସେଠ (ବାପା)

ଦିବ୍ୟା ସେଠ ଶାହା ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ର ଆଦିରେ କାମ କରନ୍ତି । ହମ୍ ଲୋଗ୍ ଧାରାବାହିକରେ ମଝଲି ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା । ତାଙ୍କ ବାପା ଧ୍ରୁବ ସେଠ ଓ ମାଆ ସୁଷମା ସେଠ ଉଭୟ ଅଭିନୟ ଜଗତ ସହିତ ଜଡ଼ିତ ଥିଲେ ।[]

ଦିଲ୍ଲୀରେ ବେରି ଜନ୍‌ଙ୍କ ଥିଏଟରରେ ସେ କରିଛନ୍ତି ଏବଂ ଜବ୍ ଉଇ ମେଟ୍ ଭଳି ହିନ୍ଦୀ କଥାଚିତ୍ରରେ ଅଭିନୟ କରିଛନ୍ତି ।[] ୫ ଅଗଷ୍ଟ ୨୦୨୪ରେ, ତାଙ୍କ ଝିଅଙ୍କର ମୃତ୍ୟୁ ହୋଇଥିଲା ।[]

ଅଭିନୟ ଜୀବନ

[ସମ୍ପାଦନା]

ଦିବ୍ୟା ରିଧି ଡୋଗ୍ରା, ମୋନିକା ଡୋଗ୍ରା ଆଦିଙ୍କ ସହିତ ସେ ଦି ମେରେଡ୍ ଓମେନ୍ ୱେବ୍ ସିରିଜ୍‌ରେ ଅଭିନୟ କରିଛନ୍ତି, ଯାହାର ନିର୍ଦ୍ଦେଶନା ଦେଇଥିଲେ ସାହିର ରଜା ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୭ ଜବ୍ ଉଇ ମେଟ୍ ଆଦିତ୍ୟଙ୍କ ମାଆ
୨୦୧୫ ଦିଲ୍ ଧଡ଼କନ୍‌ନେ ଦୋ ସାଇରା ହାସମୀ
୨୦୧୭ ପଟେଲ ପଞ୍ଜାବୀ ଶାଦି ବୀର ଦାସଙ୍କ ମାଆ
୨୦୧୮ ସାର୍ ଅଶ୍ୱିନୀଙ୍କ ମାଆ
୨୦୧୯ ଦି ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍ ଗୁରଶରଣ କୌର
୨୦୨୧ ସରଦାର କା ଗ୍ରାଣ୍ଡସନ୍ ସରଦାରଙ୍କ ସାନ ବୋହୂ
୨୦୨୪ ଆର୍ଟିକଲ୍ ୩୭୦ ଜାମ୍ମୁ କ କାଶ୍ମୀରର ମୁଖମନ୍ତ୍ରୀ

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା ମନ୍ତବ୍ୟ
୧୯୮୪ ହନ୍ ଲୋଗ୍ ମଝଲି
୧୯୮୮ ଦିଲ୍ ଦରିୟା
୨୯୯୩ ଦେଖ ଭାଇ ଦେଖ ପ୍ରିୟା
୧୯୯୪ ତେହ୍‌କିକାତ୍ ରଶ୍ମୀ ଅଧ୍ୟାୟ ୪ ଓ ୫
୧୯୯୪–୧୯୯୮ ଦରାର୍ ଲୋଲା
୧୯୯୫ ବନେଗି ଅପ୍‌ନି ବାତ୍ ନିକିତା
୨୦୦ ଅଭିମାନ
୨୦୦୫–୨୦୦୬ ସରକାର:ରିସ୍ତୋଁ କି ଅନଖି କାହାନୀ ପ୍ରିୟମ୍ବଦା ବୀର ପ୍ରତାପସିଂହ
୨୦୧୫ ଏକ୍ ନୟି ଉମ୍ମୀଦ - ରୋଶ୍ନୀ ଡ. ବସୁନ୍ଧରା ସିଂହ

ଅଭିନୀତ ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ ସିରିଜ୍ ଭୂମିକା ପ୍ଲାଟଫର୍ମ ମନ୍ତବ୍ୟ
୨୦୧୯ ଫିଟ୍‌ରାଟ୍ ଜାନକୀ ସରୀନ ଅଲ୍ଟ ବାଲାଜୀ ଓ ଜୀ୫
୨୦୨୦ ସାଣ୍ଡୱିଚ୍‌ଡ୍ ଫର୍‌ଏଭର୍ ଦୟା ଶାସ୍ତ୍ରୀ ସୋନିଲିଭ୍ []
୨୦୨୧ ଦି ମେରେଡ୍ ଓମେନ୍ ପୀପ୍ଲିକାଙ୍କ ମାଆ ଜୀ୫
ସିଟି ଅଫ୍ ଡ୍ରିମ୍ସ ବିଭା ହଟ୍‌ଷ୍ଟାର୍
୨୦୨୨ ଦୁରଙ୍ଗା ଅନୁପ୍ରିୟା ପଟେଲ ଜୀ୫ []
  1. "An episode in history - Indian Express". archive.indianexpress.com. Retrieved 2016-07-07.
  2. "SRK shares photo with 'bestest friend' actress Divya Seth". Mid Day. Retrieved 2016-07-07.
  3. "Sushma Seth's granddaughter Mihika Shah dies". Hindustan Times. Retrieved 21 September 2024.
  4. Desk, India TV News (2021-02-10). "The Married Woman: From Ridhi Dogra to Monica Dogra, cast of web series revealed in a novel manner". www.indiatvnews.com (in ଇଂରାଜୀ). Retrieved 2021-02-12.
  5. "Sandwiched Forever Review: Kunaal and Aahana show is a feel-good Christmas watch" (in ଆମେରିକୀୟ ଇଂରାଜୀ). India Today. Retrieved 29 December 2020.
  6. "Gulshan Devaiah reacts to criticism of non-queer casting in Badhaai Do: 'It's a bit of ridiculous debate'". Hindustan Times (in ଇଂରାଜୀ). 2022-08-11. Retrieved 2022-08-11.

ବାହାର ଲିଙ୍କ୍

[ସମ୍ପାଦନା]