ଦେବୀ ଅଜିତ
ଦେଖଣା
(Devi Ajithରୁ ଲେଉଟି ଆସିଛି)
ଦେବୀ ଅଜିତ | |
|---|---|
| ଜନ୍ମ | ତିରୁଅନନ୍ତପୁରମ, କେରଳ |
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତ୍ରୀ |
| ବୈବାହିକ-ସାଥୀ | ଅଜିତ କୁମାର (୧୯୯୨–୧୯୯୭; ମୃତ୍ୟୁ) |
| ସନ୍ତାନ | ନନ୍ଦନା ଅଜିତ |
| ପିତାମାତା |
|
ଦେବୀ ଅଜିତ ଜଣେ ଭାରତୀୟ ଅଭିନେତ୍ରୀ, ନୃତ୍ୟଶିଳ୍ପୀ ଏବଂ ମାଲାୟାଲମ୍ ଭାଷାର ଦୂରଦର୍ଶନ ବ୍ୟକ୍ତିତ୍ୱ । ସେ ତ୍ରିଭାଣ୍ଡ୍ରମ୍ ଲଜ୍ ଏବଂ ଇମାନୁଏଲ୍ ଭଳି ମାଲାୟଲମ୍ କଥାଚିତ୍ର ପାଇଁ ଜଣାଶୁଣା । ଭର୍ଜିନ୍ ରୋଡ୍ ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ମଧ୍ୟ ସେ କାମ କରିଥିଲେ । ବିଗତ ୨୦ ବର୍ଷ ଧରି ସ୍କାରଲେଟ୍ ନାମକ ଥିରୁବନନ୍ତପୁରମରେ ଏକ ବୁଟିକ୍ ମଧ୍ୟ ସେ ଚାଲାଉଛନ୍ତି ।[୧][୨]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]କେରଳର ଥିରୁବନନ୍ତପୁରମରେ ଜନ୍ମଗ୍ରହଣ କରିଥିଲେ ସେ । ତାଙ୍କ ବାପା ହେଉଛନ୍ତି ପ୍ରଫେସର ଭି. ରାମଚନ୍ଦ୍ରନ୍ ନାୟାର ଏବଂ ତାଙ୍କ ମାଆ ହେଉଛନ୍ତି ଏସ୍. ଲଲିତାମ୍ବିକା ଦେବୀ । ଏସିଆନେଟ୍ ଟିଭି ଚେନାଲ୍ରେ ଜଣେ ଉପସ୍ଥାପିକା ଭାବରେ ସେ ଆରମ୍ଭ କରିଥିଲେ ତାଙ୍କ ପେଶା ।
୧୯ ବର୍ଷ ବୟସରେ ସେ ମାଲାୟଲମ୍ କଥାଚିତ୍ର ନିର୍ମାତା ଅଜିତ କୁମାରଙ୍କୁ ବିବାହ କରିଥିଲେ । ୧୯୯୩ ମସିହାରେ ତାଙ୍କ ଝିଅ ନନ୍ଦନା ଅଜିତ ଜନ୍ମ ହୋଇଥିଲେ । ୧୯୯୭ ମସିହାରେ ତାଙ୍କ ସ୍ୱାମୀଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।[୩][୪]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକ | ମନ୍ତବ୍ୟ |
|---|---|---|---|
| ୨୦୨୩ | ତାଲ୍ | [୫] | |
| ଜୱାନୁମ୍ ମୂଲ୍ଲାପୂବମ | |||
| ୨୦୨୨ | ଲାଲ୍ ଜୋସ୍ | ନନ୍ଦୁର ମାଆ | |
| ପର୍ଫ୍ୟୁମ୍ | ମାର୍ଗରେଟା | ||
| ଅଟୋରିକ୍ସାୱକରାନ୍ତେ ଭାର୍ଯ୍ୟା | ଶ୍ରେଲ୍ଲା ଲୁଇସ୍ | ||
| ହେଭେ | ଓକିଲ | ||
| ଶଲାଭା ମଜା | ଆମ୍ମା | ମ୍ୟୁଜିକ୍ ଭିଡିଓ | |
| ସୟାନ୍ନା ବର୍ତକାଳ | ଉଷା | ||
| ମେରି ଆୱାଜ୍ ସୁନୋ | ଡ. ଶ୍ୟାନି | ||
| ୨୦୨୧୧ | ସୁନାମି | ଜଲି | |
| ୧୮ ଆୱାର୍ସ୍ | ଗୀତା | ||
| ୨୦୨୦ | ଫରେନ୍ସିକ୍ | ଦିବ୍ୟାର ମାଆ | |
| ଗୌତମାନ୍ତେ ରାଧାମ | ଶ୍ରୀଲେଖା | ||
| ଥଲ୍ଲୁମ ପିଦିୟୁମ୍ | ଶୀଜା | ||
| ୨୦୧୯ | ରକ୍ତସକ୍ଷମ | ଆଇଶା | |
| ମାର୍କୋନି ମତାଇ | ଲୁକାର ସ୍ତ୍ରୀ | ||
| ଲୁକା | ଫରେନ୍ସିକ୍ ସର୍ଜନ୍ | ||
| ଲୋଟସ୍ ଆଇ ହସ୍ପିଟାଲ୍ | ନିଜେ | କର୍ପୋରେଟ୍ ଫିଲ୍ମ | |
| ୨୦୧୮ | ଏନ୍ନାଲୁମ ଶରତ..? | ||
| କାଇତୋଲା ଚଟନ | ପୋନ୍ନାମ୍ମା | ||
| କେନି
କିନାର |
ତାମିଲ ମାଲାୟଲମ୍ | ||
| ଇଦିୟାପ୍ପମ୍ | ଉମ୍ମା | କ୍ଷୁଦ୍ର ଚଳଚ୍ଚିତ୍ର | |
| ୨୦୧୭ | ବର୍ଣ୍ଣୟତିଲ ଆଶଙ୍କା | ||
| ଡେନ୍ସ ଡେନ୍ସ | ରେବତୀ | ||
| ଟେକ୍ ଅଫ୍ | ଡ. ସୂସାନେ | ||
| ଦେବାୟନମ୍ | - | ||
| ନୀତି-ବି ଦି ଫ୍ଲେମ୍ | କ୍ଷୁଦ୍ର ଚଳଚ୍ଚିତ୍ର | ||
| ଓମାନାତିଙ୍କଲ | ଅମ୍ମା | ଆଲବମ୍ | |
| ୨୦୧୬ | ଓରେ ମୁଖମ୍ | ମେରୀ ଆନ୍ନା | |
| କୋଲୁମିଟ୍ଟାୟି | ଉନ୍ନିକ୍ରିଷ୍ଣନ୍ଙ୍କର ମାଆ | ||
| ଗୁପି | ଆମିନାର ଜେଜେମା | ||
| ହାଲ୍ଲେଲୋୟା | ସୁସି | ||
| ମୁଧୁଗୌବ | ପରୀକ୍ଷା ନିରୀକ୍ଷକ | ||
| ଆକ୍ସନ୍ ହିରୋ ବିଜ | ରୈଜୱାନର ମାଆ | ||
| ୨୦୧୫ | ଆଦି କାପ୍ୟାରେ କୋଟାମଣି | ||
| ନିର୍ଣ୍ଣାୟକମ୍ | କଲେକ୍ଟର | ||
| ଅପ୍ପାବୁମ୍ ବୀଞ୍ଜୁମ୍ | ବରର ମାଆ | ||
| ମିଲି | ହଷ୍ଟେଲ୍ ୱାଡେନ୍ | ||
| ମରିୟମ୍ ମୁକ୍କୁ | କାଥେରିନା | ||
| ୟେନ୍ନାଇ ଅରିନ୍ଧାଲ୍ | ସତ୍ୟଦେବର ପାରିବାରିକ ବନ୍ଧୁ | ତାମିଲ ଫିଲ୍ମ | |
| ୨୦୧୪ | ଓନ୍ନୁମ ମିଣ୍ଡାଟେ | ଲିଜି ଜୋସ୍ | |
| ପେରୁଚାଜି | ଫ୍ରାନ୍ସିସ୍ କୁଞ୍ଜପ୍ପାନ | ||
| ସୂରାଇୟାଡାଲୁ | - | ତାମିଲ ଫିଲ୍ମ | |
| ଅଙ୍କୁରମ୍ | ଅମ୍ମା | କ୍ଷୁଦ୍ର ଚଳଚଚିତ୍ର | |
| ୨୦୧୩ | ଜାଚାରିୟାଡ଼ୁ ଗର୍ଭିନିକାଲ | ଜାଇରାର ମାଆ | |
| କାଞ୍ଚି | ରୁଗମିନି | ||
| ଇମ୍ମାନୁଏଲ୍ | ସ୍ୟାଣ୍ଡି ଉଇଲ୍ସମ୍ | ||
| ଭର୍ଜିନ୍ ରୋଡ଼ | ଅରୁନ୍ଧତୀ | ||
| ୨୦୧୨ | ଟ୍ରିବାଣ୍ଡ୍ରମ୍ ଲଜ୍ | ଜରିନା | |
| କୁପିଡ୍ | ବିଜୟଲକ୍ଷ୍ମୀ | କ୍ଷୁଦ୍ର ଚଳଚଚିତ୍ର | |
| ସ୍ତ୍ରୀ ପରବମ ନବମ | - | ଟେଲିଫିଲ୍ମ | |
| ଅରିକିଲ ଓରାଲ କୁଡ଼େ | ହେମା | ଟେଲିଫିଲ୍ମ | |
| ୨୦୦୯ | ସୀତା କଲ୍ୟାଣମ୍ | ଦେବୀ | |
| ୨୦୦୩ | ଇଭର୍ | ରୀତା | |
| ୨୦୦୨ | ଉତ୍ତରା | ବିଶାଲମ୍ | |
| ୨୦୦୦ | ମଜା | ଗାୟତ୍ରୀ | ପ୍ରଥମ କଥାଚିତ୍ର |
ଅନ୍ୟାନ୍ୟ କାର୍ଯ୍ୟ
[ସମ୍ପାଦନା]ପୋଷାକ ଡିଜାଇନର୍ ଭାବରେ
[ସମ୍ପାଦନା]- କାର୍ (୧୯୯୭)
କଥାଚିତ୍ର ନିର୍ମାଣ
[ସମ୍ପାଦନା]- ପଞ୍ଚାରା ପାଲୁ ମିତ୍ତାଇ (ପୂର୍ବ-ଉତ୍ପାଦନ)
- କାର୍ (1997)
ଦୂରଦର୍ଶନ
[ସମ୍ପାଦନା]ଦୂରଦର୍ଶନ ଧାରାବାହିକ
[ସମ୍ପାଦନା]- ମନଲ ନାଗାରାମ (ଡିଡି ମାଲାୟାଲମ୍)
- ନକ୍ଷତ୍ରଙ୍ଗଲ ଆରିଏଟ୍ (ଡିଡି ମାଲାୟାଲମ୍)
- ଇରାନ ନୀଲାଭୁ (ଫ୍ଲାୱାର୍ସ୍ ଟିଭି )
- କ୍ଷଣପ୍ରଭଚଞ୍ଚଲମ୍ (ଅମୃତା ଟିଭି)
ଆଧାର
[ସମ୍ପାଦନା]- ↑ "Devi Ajith turns movie producer" (in ଇଂରାଜୀ). 2015-08-18. Retrieved 2018-03-17.
- ↑ "Devi Ajith bags her first Tamil film - Times of India". The Times of India. Retrieved 2018-03-17.
- ↑ Pradeep, K. (2013-08-07). "Back in the limelight". The Hindu (in Indian English). ISSN 0971-751X. Retrieved 2018-03-17.
- ↑ "Many people say i resemble Reema Sen: Devi Ajith - Times of India". The Times of India. Retrieved 2018-03-17.
- ↑ "Anson Paul's 'Thaal' trailer unveils gripping psychological thriller inspired by real events". The Times of India. 2023-12-07. ISSN 0971-8257. Retrieved 2023-12-09.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦେବୀ ଅଜିତ