ଦେବୀ ଅଜିତ

ଉଇକିପିଡ଼ିଆ‌ରୁ
ଦେବୀ ଅଜିତ
ଜନ୍ମ
ତିରୁଅନନ୍ତପୁରମ, କେରଳ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ବୈବାହିକ-ସାଥୀଅଜିତ କୁମାର (୧୯୯୨–୧୯୯୭; ମୃତ୍ୟୁ)
ସନ୍ତାନନନ୍ଦନା ଅଜିତ
ପିତାମାତାs
  • ଭି. ରାମଚନ୍ଦ୍ର ନାୟାର
  • ଏସ୍. ଲୀଳାତମ୍ବିକା ଦେବୀ

ଦେବୀ ଅଜିତ ଜଣେ ଭାରତୀୟ ଅଭିନେତ୍ରୀ, ନୃତ୍ୟଶିଳ୍ପୀ ଏବଂ ମାଲାୟାଲମ୍ ଭାଷାର ଦୂରଦର୍ଶନ ବ୍ୟକ୍ତିତ୍ୱ । ସେ ତ୍ରିଭାଣ୍ଡ୍ରମ୍ ଲଜ୍ ଏବଂ ଇମାନୁଏଲ୍ ଭଳି ମାଲାୟଲମ୍ କଥାଚିତ୍ର ପାଇଁ ଜଣାଶୁଣା । ଭର୍ଜିନ୍ ରୋଡ୍ ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ମଧ୍ୟ ସେ କାମ କରିଥିଲେ । ବିଗତ ୨୦ ବର୍ଷ ଧରି ସ୍କାରଲେଟ୍ ନାମକ ଥିରୁବନନ୍ତପୁରମରେ ଏକ ବୁଟିକ୍ ମଧ୍ୟ ସେ ଚାଲାଉଛନ୍ତି ।[୧][୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

କେରଳର ଥିରୁବନନ୍ତପୁରମରେ ଜନ୍ମଗ୍ରହଣ କରିଥିଲେ ସେ । ତାଙ୍କ ବାପା ହେଉଛନ୍ତି ପ୍ରଫେସର ଭି. ରାମଚନ୍ଦ୍ରନ୍ ନାୟାର ଏବଂ ତାଙ୍କ ମାଆ ହେଉଛନ୍ତି ଏସ୍. ଲଲିତାମ୍ବିକା ଦେବୀ । ଏସିଆନେଟ୍ ଟିଭି ଚେନାଲ୍‌ରେ ଜଣେ ଉପସ୍ଥାପିକା ଭାବରେ ସେ ଆରମ୍ଭ କରିଥିଲେ ତାଙ୍କ ପେଶା ।

୧୯ ବର୍ଷ ବୟସରେ ସେ ମାଲାୟଲମ୍ କଥାଚିତ୍ର ନିର୍ମାତା ଅଜିତ କୁମାରଙ୍କୁ ବିବାହ କରିଥିଲେ । ୧୯୯୩ ମସିହାରେ ତାଙ୍କ ଝିଅ ନନ୍ଦନା ଅଜିତ ଜନ୍ମ ହୋଇଥିଲେ । ୧୯୯୭ ମସିହାରେ ତାଙ୍କ ସ୍ୱାମୀଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।[୩][୪]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକ ମନ୍ତବ୍ୟ
୨୦୨୩ ତାଲ୍ [୫]
ଜୱାନୁମ୍ ମୂଲ୍ଲାପୂବମ
୨୦୨୨ ଲାଲ୍ ଜୋସ୍ ନନ୍ଦୁର ମାଆ
ପର୍‌ଫ୍ୟୁମ୍ ମାର୍ଗରେଟା
ଅଟୋରିକ୍ସାୱକରାନ୍ତେ ଭାର୍ଯ୍ୟା ଶ୍ରେଲ୍ଲା ଲୁଇସ୍
ହେଭେ ଓକିଲ
ଶଲାଭା ମଜା ଆମ୍ମା ମ୍ୟୁଜିକ୍ ଭିଡିଓ
ସୟାନ୍ନା ବର୍ତକାଳ ଉଷା
ମେରି ଆୱାଜ୍ ସୁନୋ ଡ. ଶ୍ୟାନି
୨୦୨୧୧ ସୁନାମି ଜଲି
୧୮ ଆୱାର୍ସ୍ ଗୀତା
୨୦୨୦ ଫରେନ୍ସିକ୍ ଦିବ୍ୟାର ମାଆ
ଗୌତମାନ୍ତେ ରାଧାମ ଶ୍ରୀଲେଖା
ଥଲ୍ଲୁମ ପିଦିୟୁମ୍ ଶୀଜା
୨୦୧୯ ରକ୍ତସକ୍ଷମ ଆଇଶା
ମାର୍କୋନି ମତାଇ ଲୁକାର ସ୍ତ୍ରୀ
ଲୁକା ଫରେନ୍ସିକ୍ ସର୍ଜନ୍
ଲୋଟସ୍ ଆଇ ହସ୍ପିଟାଲ୍ ନିଜେ କର୍ପୋରେଟ୍ ଫିଲ୍ମ
୨୦୧୮ ଏନ୍ନାଲୁମ ଶରତ..?
କାଇତୋଲା ଚଟନ ପୋନ୍ନାମ୍ମା
କେନି

କିନାର

ତାମିଲ
ମାଲାୟଲମ୍
ଇଦିୟାପ୍ପମ୍ ଉମ୍ମା କ୍ଷୁଦ୍ର ଚଳଚ୍ଚିତ୍ର
୨୦୧୭ ବର୍ଣ୍ଣୟତିଲ ଆଶଙ୍କା
ଡେନ୍ସ ଡେନ୍ସ ରେବତୀ
ଟେକ୍ ଅଫ୍ ଡ. ସୂସାନେ
ଦେବାୟନମ୍ -
ନୀତି-ବି ଦି ଫ୍ଲେମ୍ କ୍ଷୁଦ୍ର ଚଳଚ୍ଚିତ୍ର
ଓମାନାତିଙ୍କଲ ଅମ୍ମା ଆଲବମ୍
୨୦୧୬ ଓରେ ମୁଖମ୍ ମେରୀ ଆନ୍ନା
କୋଲୁମିଟ୍ଟାୟି ଉନ୍ନିକ୍ରିଷ୍ଣନ୍‌ଙ୍କର ମାଆ
ଗୁପି ଆମିନାର ଜେଜେମା
ହାଲ୍ଲେଲୋୟା ସୁସି
ମୁଧୁଗୌବ ପରୀକ୍ଷା ନିରୀକ୍ଷକ
ଆକ୍ସନ୍ ହିରୋ ବିଜ ରୈଜୱାନର ମାଆ
୨୦୧୫ ଆଦି କାପ୍ୟାରେ କୋଟାମଣି
ନିର୍ଣ୍ଣାୟକମ୍ କଲେକ୍ଟର
ଅପ୍ପାବୁମ୍ ବୀଞ୍ଜୁମ୍ ବରର ମାଆ
ମିଲି ହଷ୍ଟେଲ୍ ୱାଡେନ୍
ମରିୟମ୍ ମୁକ୍କୁ କାଥେରିନା
ୟେନ୍ନାଇ ଅରିନ୍ଧାଲ୍ ସତ୍ୟଦେବର ପାରିବାରିକ ବନ୍ଧୁ ତାମିଲ ଫିଲ୍ମ
୨୦୧୪ ଓନ୍ନୁମ ମିଣ୍ଡାଟେ ଲିଜି ଜୋସ୍
ପେରୁଚାଜି ଫ୍ରାନ୍ସିସ୍ କୁଞ୍ଜପ୍ପାନ
ସୂରାଇୟାଡାଲୁ - ତାମିଲ ଫିଲ୍ମ
ଅଙ୍କୁରମ୍ ଅମ୍ମା କ୍ଷୁଦ୍ର ଚଳଚଚିତ୍ର
୨୦୧୩ ଜାଚାରିୟାଡ଼ୁ ଗର୍ଭିନିକାଲ ଜାଇରାର ମାଆ
କାଞ୍ଚି ରୁଗମିନି
ଇମ୍ମାନୁଏଲ୍ ସ୍ୟାଣ୍ଡି ଉଇଲ୍‍ସମ୍
ଭର୍ଜିନ୍ ରୋଡ଼ ଅରୁନ୍ଧତୀ
୨୦୧୨ ଟ୍ରିବାଣ୍ଡ୍ରମ୍ ଲଜ୍ ଜରିନା
କୁପିଡ୍ ବିଜୟଲକ୍ଷ୍ମୀ କ୍ଷୁଦ୍ର ଚଳଚଚିତ୍ର
ସ୍ତ୍ରୀ ପରବମ ନବମ - ଟେଲିଫିଲ୍ମ
ଅରିକିଲ ଓରାଲ କୁଡ଼େ ହେମା ଟେଲିଫିଲ୍ମ
୨୦୦୯ ସୀତା କଲ୍ୟାଣମ୍ ଦେବୀ
୨୦୦୩ ଇଭର୍ ରୀତା
୨୦୦୨ ଉତ୍ତରା ବିଶାଲମ୍
୨୦୦୦ ମଜା ଗାୟତ୍ରୀ ପ୍ରଥମ କଥାଚିତ୍ର

ଅନ୍ୟାନ୍ୟ କାର୍ଯ୍ୟ[ସମ୍ପାଦନା]

ପୋଷାକ ଡିଜାଇନର୍ ଭାବରେ[ସମ୍ପାଦନା]

  • କାର୍ (୧୯୯୭)

କଥାଚିତ୍ର ନିର୍ମାଣ[ସମ୍ପାଦନା]

  • ପଞ୍ଚାରା ପାଲୁ ମିତ୍ତାଇ (ପୂର୍ବ-ଉତ୍ପାଦନ)
  • କାର୍ (1997)

ଦୂରଦର୍ଶନ[ସମ୍ପାଦନା]

ଦୂରଦର୍ଶନ ଧାରାବାହିକ[ସମ୍ପାଦନା]

  • ମନଲ ନାଗାରାମ (ଡିଡି ମାଲାୟାଲମ୍)
  • ନକ୍ଷତ୍ରଙ୍ଗଲ ଆରିଏଟ୍ (ଡିଡି ମାଲାୟାଲମ୍)
  • ଇରାନ ନୀଲାଭୁ (ଫ୍ଲାୱାର୍ସ୍ ଟିଭି )
  • କ୍ଷଣପ୍ରଭଚଞ୍ଚଲମ୍ (ଅମୃତା ଟିଭି)

ଆଧାର[ସମ୍ପାଦନା]

  1. "Devi Ajith turns movie producer" (in ଇଂରାଜୀ). 2015-08-18. Retrieved 2018-03-17.
  2. "Devi Ajith bags her first Tamil film - Times of India". The Times of India. Retrieved 2018-03-17.
  3. Pradeep, K. (2013-08-07). "Back in the limelight". The Hindu (in Indian English). ISSN 0971-751X. Retrieved 2018-03-17.
  4. "Many people say i resemble Reema Sen: Devi Ajith - Times of India". The Times of India. Retrieved 2018-03-17.
  5. "Anson Paul's 'Thaal' trailer unveils gripping psychological thriller inspired by real events". The Times of India. 2023-12-07. ISSN 0971-8257. Retrieved 2023-12-09.

ବାହାର ଲିଙ୍କ୍[ସମ୍ପାଦନା]