ଦିନ
ଦେଖଣା
(Daylightରୁ ଲେଉଟି ଆସିଛି)
ଶାସ୍ତ୍ରରେ ଦିନକୁ ୫ ଭାଗରେ ବିଭକ୍ତ କରାଯାଇଅଛି [୧]
- ପ୍ରାତଃ: ପ୍ରଥମ ୩ ମୁହୂର୍ତ୍ତ
- ପୂର୍ବାହ୍ନ (ସଙ୍ଗବ): ତତ୍ପରବର୍ତ୍ତୀ ୩ ମୁହୂର୍ତ୍ତ
- ମଧ୍ୟାହ୍ନ: ତତ୍ପରବର୍ତ୍ତୀ ୩ ମୁହୂର୍ତ୍ତ
- ଅପରାହ୍ନ: ତତ୍ପରବର୍ତ୍ତୀ ୩ ମୁହୂର୍ତ୍ତ
- ସାୟାହ୍ନ: ଶେଷ ୩ ମୁହୂର୍ତ୍ତ: ଦିବସର ଶେଷ ପଞ୍ଚମ ଭାଗ ଏହି ସମୟକୁ ରାକ୍ଷସୀବେଳ ବୋଲାଯାଏ ଏହି ସମୟରେ ଶ୍ରାଦ୍ଧ, ଶୟନ, ଭୋଜନ ଓ ଶୁଭକର୍ମ ନିଷିଦ୍ଧ ।
- ବ୍ରାହ୍ମ ମୁହୂର୍ତ୍ତ: ରାତ୍ରିର ଅନ୍ତିମ ୨ଦଣ୍ଡ
- ୧ ଦିବସ = ୧ ଅହୋରାତ୍ର = ୧ ଦିନ + ୧ ରାତ୍ର
- ୧ ଦିନ = ୧ ରାତ୍ର = ୪ ପ୍ରହର = ୪ ଯାମ = ୧୫ ମୁହୂର୍ତ୍ତ
- ୧ ମୁହୂର୍ତ୍ତ = ୨ ଦଣ୍ଡ = ୪୮ ମିନଟ
ଆଧାର
[ସମ୍ପାଦନା]- ↑ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା: ୮୪୨୬
ଅଧିକ ତଥ୍ୟ
[ସମ୍ପାଦନା]- Royal Institution of Chartered Surveyors - Rights to Light Determination Homepage
- Daylight Chart Archived 2016-02-04 at the Wayback Machine. shows sunrise and sunset times in a chart, for any location in the world.
- http://www.gandraxa.com/length_of_day.xml Deriving the formulas to calculate the length of day.