କ୍ରୋଫେଲେମର
Clinical data | |
---|---|
Pronunciation | kroe fel' e mer[୧] |
Trade names | Mytesi, Fulyzaq, others |
Synonyms | SP-303 |
AHFS/Drugs.com | monograph |
MedlinePlus | a613016 |
data |
|
Pregnancy category |
|
Routes of administration | By mouth (tablets) |
Legal status | |
Legal status | |
Pharmacokinetic data | |
Bioavailability | Little or no absorption from the gut |
Chemical and physical data | |
Formula | (C15O6,7H12)n |
Molar mass | 860–9100 g·mol−1 |
କ୍ରୋଫେଲେମର (ଇଂରାଜୀ ଭାଷାରେ Crofelemer), ମାଇଟେସି ବ୍ରାଣ୍ଡ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହାକି ଏଚ୍.ଆଇ.ଭି. ଚିକିତ୍ସା ଯୋଗୁ ହେଉଥିବା ତରଳ ଝାଡ଼ାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ସଂକ୍ରମଣ ହେଉଥିବା ଲୋକଙ୍କ ପାଇଁ ଏହା ବ୍ୟବହାର କରାଯିବା ଉଚିତ ନୁହେଁ ।[୧] ଏହା ପାଟିରେ ଦିଆଯାଏ ।
ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ସାମାନ୍ୟ ହୋଇଥାଏ ।[୧] ସେଗୁଡିକ ମଧ୍ୟରୁ ଅନ୍ତଳୀସ୍ଥ ବାୟୁ, ବାନ୍ତି, କୋଷ୍ଠକାଠିନ୍ୟ ଏବଂ କାଶ ହୋଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ | [୩] ଏହା ସିଷ୍ଟିକ୍ ଫାଇବ୍ରୋସିସ୍ ଟ୍ରାନ୍ସମେମ୍ବ୍ରେନ୍ କଣ୍ଡକ୍ଟାନ୍ସ ରେଗୁଲେଟର (CFTR) ଏବଂ ଅନ୍ତନଳୀରେ କ୍ୟାଲସିୟମ୍-ସକ୍ରିୟ କ୍ଲୋରାଇଡ୍ ଚ୍ୟାନେଲଗୁଡିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ।
୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ କ୍ରୋଫେଲେମର ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ମାସକୁ ଏହାର ଚିକିତ୍ସା ପିଛା ପ୍ରାୟ ୨୪୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୪] ଏହା ଦକ୍ଷିଣ ଆମେରିକୀୟ ଉଦ୍ଭିଦ କ୍ରୋଟନ୍ ଲେଚଲେରୀର ସାପରୁ (sap) ପ୍ରସ୍ତୁତ | [୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Crofelemer". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 13 May 2021. Retrieved 7 January 2022.
- ↑ ୨.୦ ୨.୧ "DailyMed - MYTESI- crofelemer tablet, coated". dailymed.nlm.nih.gov. Archived from the original on 14 April 2021. Retrieved 7 January 2022.
- ↑ "Crofelemer Use During Pregnancy". Drugs.com (in ଇଂରାଜୀ). Archived from the original on 25 November 2020. Retrieved 7 January 2022.
- ↑ "Mytesi Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 7 January 2022.