Jump to content

କ୍ରୋଫେଲେମର

ଉଇକିପିଡ଼ିଆ‌ରୁ
କ୍ରୋଫେଲେମର
Clinical data
Pronunciationkroe fel' e mer[୧]
Trade namesMytesi, Fulyzaq, others
SynonymsSP-303
AHFS/Drugs.commonograph
MedlinePlusa613016
data
Pregnancy
category
  • US: C (Risk not ruled out)
Routes of
administration
By mouth (tablets)
Legal status
Legal status
Pharmacokinetic data
BioavailabilityLittle or no absorption from the gut
Chemical and physical data
Formula(C15O6,7H12)n
Molar mass860–9100 g·mol−1

କ୍ରୋଫେଲେମର (ଇଂରାଜୀ ଭାଷାରେ Crofelemer), ମାଇଟେସି ବ୍ରାଣ୍ଡ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହାକି ଏଚ୍.ଆଇ.ଭି. ଚିକିତ୍ସା ଯୋଗୁ ହେଉଥିବା ତରଳ ଝାଡ଼ାର ଚିକିତ୍ସା ପାଇଁ ବ୍ୟବ‌ହୃତ ହୁଏ ।[୨] ସଂକ୍ରମଣ ହେଉଥିବା ଲୋକଙ୍କ ପାଇଁ ଏହା ବ୍ୟବହାର କରାଯିବା ଉଚିତ ନୁହେଁ ।[୧] ଏହା ପାଟିରେ ଦିଆଯାଏ ।

ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ସାମାନ୍ୟ ହୋଇଥାଏ ।[୧] ସେଗୁଡିକ ମଧ୍ୟରୁ ଅନ୍ତଳୀସ୍ଥ ବାୟୁ, ବାନ୍ତି, କୋଷ୍ଠକାଠିନ୍ୟ ଏବଂ କାଶ ହୋଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ | [୩] ଏହା ସିଷ୍ଟିକ୍ ଫାଇବ୍ରୋସିସ୍ ଟ୍ରାନ୍ସମେମ୍ବ୍ରେନ୍ କଣ୍ଡକ୍ଟାନ୍ସ ରେଗୁଲେଟର (CFTR) ଏବଂ ଅନ୍ତନଳୀରେ କ୍ୟାଲସିୟମ୍-ସକ୍ରିୟ କ୍ଲୋରାଇଡ୍ ଚ୍ୟାନେଲଗୁଡିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ।

୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ କ୍ରୋଫେଲେମର ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ମାସକୁ ଏହାର ଚିକିତ୍ସା ପିଛା ପ୍ରାୟ ୨୪୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୪] ଏହା ଦକ୍ଷିଣ ଆମେରିକୀୟ ଉଦ୍ଭିଦ କ୍ରୋଟନ୍ ଲେଚଲେରୀର ସାପରୁ (sap) ପ୍ରସ୍ତୁତ | [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Crofelemer". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 13 May 2021. Retrieved 7 January 2022.
  2. ୨.୦ ୨.୧ "DailyMed - MYTESI- crofelemer tablet, coated". dailymed.nlm.nih.gov. Archived from the original on 14 April 2021. Retrieved 7 January 2022.
  3. "Crofelemer Use During Pregnancy". Drugs.com (in ଇଂରାଜୀ). Archived from the original on 25 November 2020. Retrieved 7 January 2022.
  4. "Mytesi Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 7 January 2022.