ଛେନା ମୁଡୁକି
Appearance
(Chhena Murkiରୁ ଲେଉଟି ଆସିଛି)
ମୂଳ ସ୍ଥାନ | ଭାରତ |
---|---|
ଅଞ୍ଚଳ ବା ରାଜ୍ୟ | ଓଡ଼ିଶା |
ମୁଖ୍ୟ ଉପାଦାନ | ଛେନା ବା ପନିର, ସୁଜି, ଚିନି, ଅଳେଇଚ, ଗୋଲାପ ଜଳ |
|
ଛେନା ମୁଡୁକି ଛେନାରେ ତିଆରି ଏକ ଭାରତୀୟ ମିଠା । ଛେନା, ଚିନି, ଅଳେଇଚ ଓ ଗୋଲାପ ଜଳ ଆଦି ସାମଗ୍ରୀ ମିଶାଇ ଏହାକୁ ତିଆରି କରାଯାଥାଏ । ଏହା ମୁଖ୍ୟତଃ ଓଡ଼ିଶା ଓ ପଶ୍ଚିମ ବଙ୍ଗରେ ତିଆରି ହୁଏ ।[୧] ଏହାକୁ ତିଆରି କରିବା ପାଇଁ ଛେନାରୁ ପାଣି ମାରି ତାକୁ ଚକଟି ସେହି ଚକଟାକୁ ଚିନି ଶିରାରେ ମିଶାଇ ରନ୍ଧାଯାଏ । ଏହି ମିଶ୍ରଣ ପୂରା ବହଳିଆ ହୋଇଆସିଲେ ସେଥିରେ ଅଳେଇଚ ଓ ଗୋଲାପ ଜଳ ମିଶାଇ ଥଣ୍ଡା କରାଯାଏ । ଥଣ୍ଡା ହେଲା ପରେ ଖଣ୍ଡ ଖଣ୍ଡ କରି ପରସାଯାଏ ।[୨]
ଆଧାର
[ସମ୍ପାଦନା]- ↑ Sunnaja, Mehak. "Chenna Murki Recipe". NDTV Smart Cooky. Retrieved 3 October 2017.
- ↑ Kapoor, Sanjeev. "How to make Chhenna Murki - Paneer cubes with a thick sugary crust – sweet perfection!". Sanjeev Kapoor. Retrieved 3 October 2017.