ସି (ପ୍ରୋଗ୍ରାମିଂ ଭାଷା)
ପାରାଡ଼ିଜିମ୍ | Imperative (procedural), structured |
---|---|
ପ୍ରଥମେ ଦେଖାଯାଇଥିଲା | ୧୯୭୨[୧] |
ଡିଜାଇନ କରିଥିଲେ | ଡେନିସ୍ ରିଚେ |
ବିକାଶକ | ଡେନିସ୍ ରିଚେ & ବେଲ୍ ଲ୍ୟାବ୍ସ୍ (ତିଆରିକର୍ତା); ANSI X3J11 (ANSI C); ISO/IEC JTC1/SC22/WG14 (ISO C) |
ସ୍ଥାୟୀ ରିଲିଜ | C11 (December 2011) |
ଟାଇପିଂ ପଦ୍ଧତି | Static, weak, manifest, nominal |
ପ୍ରମୁଖ ବ୍ୟବହାର | GCC, Clang, Intel C, MSVC, Pelles C, Watcom C |
ଉପଭାଷା | Cyclone, Unified Parallel C, Split-C, Cilk, C* |
ଏହାକୁ ପ୍ରଭାବିତ କରିଛନ୍ତି | B (BCPL, CPL), ALGOL 68,[୨] Assembly, PL/I, FORTRAN |
ଏହା ଦ୍ଵାରା ପ୍ରଭାବିତ ହୋଇଛନ୍ତି | Numerous: AMPL, AWK, csh, C++, C--, C#, Objective-C, BitC, D, Go, Rust, Java, JavaScript, Limbo, LPC, Perl, PHP, Pike, Processing, Seed7, Verilog (HDL)[୩] |
ଅପେରେଟିଂ ସିଷ୍ଟମ | Cross-platform (multi-platform) |
ଫାଇଲ ଏକ୍ସଟେନ୍ସନ୍ | .ସି, .ଏଚ୍ |
|
ସି ପ୍ରୋଗ୍ରାମିଂ ଭାଷା(C Programming Language) ଏକ ଉଚ୍ଚ ସ୍ତରିୟ ପ୍ରୋଗ୍ରାମିଂ ଭାଷା ଯାହାର ପ୍ରାଥମିକ ବିକାସ ଡେନିସ ରୀଚିଦ୍ୱାରା ୧୯୬୯ ଏବଂ ୧୯୭୩ ମଧ୍ୟରେ ବେଲ ପ୍ରୟଗଶାଳାରେ କରାଯାଇଥିଲା।[୪] ସି ପ୍ରୋଗ୍ରାମିଂ ଭାଷାର ରୁପରେଖା ଏପରି ଅଛି ଯାହା ଦ୍ୱାର ଏହାକୁ 'ଯନ୍ତ୍ର ଅନୁଦେଶ'(Machine Instruction) ସହିତ ଭାଲ ଭାବରେ ପ୍ରତିଚିତ୍ରଣ କରିହେବ ଏହି କାରଣରୁ ସିଷ୍ଟମ ସଫ୍ଟୱେର ଯେପରିକି 'ୟୁନିକ୍ସ ଅପରେଟିଙ୍ଗ ସିଷ୍ଟମକୁ'(UNIX Operating System) ଅତ୍ୟଧିକ ଭାବରେ ସି ପ୍ରୋଗ୍ରାମିଂ ଭାଷାରେ ଲେଖାଯାଇଛି।[୫]
ସି ପ୍ରୋଗ୍ରାମିଂ ଭାଷା ଏକ ବ୍ୟାପକ ଭାବରେ ବ୍ୟବହାର କରାଯାଉଥିବା ଲୋକପ୍ରିୟ ପ୍ରୋଗ୍ରାମିଂ ଭାଷା।[୬] ସି ପ୍ରୋଗ୍ରାମିଂ ଭାଷାର ପ୍ରଭାବ ବିଭିନ୍ନ ନୁତନ ପ୍ରୋଗ୍ରାମିଂ ଭାଷା ଯେପରିକି ସି++(C++), ଜାଭା(Java), ସି#(C#), ପାଇଥନ୍(Python) ଏବଂ ପର୍ଲ୍(Perl) ଆଦି ଉପରେ ଦେଖାଯାଏ।
ବ୍ୟାକରଣ
[ସମ୍ପାଦନା]ଅକ୍ଷର, ସଂଖ୍ୟା ଓ ଚିହ୍ନ
[ସମ୍ପାଦନା]ମୂଳ ଲାଟିନ୍ ଅକ୍ଷର a
–z
A
–Z
0
–9
ଚିହ୍ନ : ! " # % & ' ( ) * + , - . / : ; < = > ? [ \ ] ^ _ { | } ~
Whitespace characters: space, horizontal tab, vertical tab, form feed, newline
ଆରକ୍ଷିତ ଶବ୍ଦାବଳୀ
[ସମ୍ପାଦନା]ସି ପ୍ରୋଗ୍ରାମିଂ ଭାଷାରେ ଥିବା ସଂରକ୍ଷିତ ଶବ୍ଦଗୁଡ଼ିକ ଯାହାକୁ କିୱାର୍ଡ୍ ମଧ୍ୟ କୁହାଯାଏ, ତାକୁ ତାର ନିର୍ଧ୍ଧାରିତ କାମକୁ ଛାଡ଼ି ଦେଲେ ଅଲଗା କାମରେ ବ୍ୟବହାର କରାଯାଇପାରିବ ନାହିଁ |
C89 ମାନକରେ ସେଗୁଡ଼ିକ ହେଲା
auto
break
case
char
const
continue
default
do
double
else
enum
extern
float
for
goto
if
int
long
register
return
short
signed
sizeof
static
struct
switch
typedef
union
unsigned
void
volatile
while
C99 ମାନକରେ ଯୋଡ଼ା ହୋଇଥିବା
_Bool
_Complex
_Imaginary
inline
restrict
C11 ମାନକରେ ଯୋଡ଼ା ହୋଇଥିବା
_Alignas
_Alignof
_Atomic
_Generic
_Noreturn
_Static_assert
_Thread_local
ଅପରେଟର
[ସମ୍ପାଦନା]- arithmetic:
+
,-
,*
,/
,%
- assignment:
=
- augmented assignment:
+=
,-=
,*=
,/=
,%=
,&=
,|=
,^=
,<<=
,>>=
- bitwise logic:
~
,&
,|
,^
- bitwise shifts:
<<
,>>
- boolean logic:
!
,&&
,||
- conditional evaluation:
? :
- equality testing:
==
,!=
- calling functions:
( )
- increment and decrement:
++
,--
- member selection:
.
,->
- object size:
sizeof
- order relations:
<
,<=
,>
,>=
- reference and dereference:
&
,*
,[ ]
- sequencing:
,
- subexpression grouping:
( )
- type conversion:
(typename)
ଆଧାର
[ସମ୍ପାଦନା]- ↑ Ritchie, Dennis M. (January 1993). "The Development of the C Language". Archived from the original on 28 March 2015. Retrieved 1 January 2008.
Thompson had made a brief attempt to produce a system coded in an early version of C—before structures—in 1972, but gave up the effort.
- ↑ Ritchie, Dennis M. (January 1993). "The Development of the C Language". Archived from the original on 28 March 2015. Retrieved 1 January 2008.
The scheme of type composition adopted by C owes considerable debt to Algol 68, although it did not, perhaps, emerge in a form that Algol's adherents would approve of.
- ↑ "Verilog HDL (and C)" (PDF). The Research School of Computer Science at the Australian National University. 2010-06-03. Retrieved 2013-08-19.
1980s: ; Verilog first introduced ; Verilog inspired by the C programming language
- ↑ Dennis M. Ritchie. "The History of the C Programming Language". Archived from the original on February 19, 2015. Retrieved February 26, 2014.
- ↑ Lawlis, Patricia K. (August 1997). "Guidelines for Choosing a Computer Language: Support for the Visionary Organization". Ada Information Clearinghouse. Archived from the original on 14 July 2013. Retrieved 18 July 2006.
- ↑ "Programming Language Popularity". 2009. Retrieved 16 January 2009.
ବାହାର ଲିଙ୍କ
[ସମ୍ପାଦନା]ସି (ପ୍ରୋଗ୍ରାମିଂ ଭାଷା) ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିପୋଥିରେ ପଢ଼ାବହିମାନ |
- ISO C Working Group official website
- comp.lang.c Frequently Asked Questions
- ISO/IEC 9899. Official C99 documents.
- ANSI C Standard (ANSI X3J11/88-090) (Published 13 May 1988), Third Public Review
- ANSI C Rationale (ANSI X3J11/88-151) (Published 18 November 1988)
- C99 with Technical corrigenda TC1, TC2, and TC3 includedPDF (3.61 MB)
- A History of C by Dennis Richie Archived 2015-03-28 at the Wayback Machine.