କାଂସ୍ୟପକ୍ଷ ନୁକୁରି ପକ୍ଷୀ
Appearance
(Bronze-winged Courserରୁ ଲେଉଟି ଆସିଛି)
କାଂସ୍ୟପକ୍ଷ ନୁକୁରି ପକ୍ଷୀ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
Order: | Charadriiformes |
Family: | Glareolidae |
Genus: | Rhinoptilus |
ଜାତି: | R. chalcopterus |
ବାଇନୋମିଆଲ ନାମ | |
Rhinoptilus chalcopterus କନ୍ରାଡ୍ ଜାକବ୍ ଟେମିଂକ୍, ୧୮୨୪
|
କାଂସ୍ୟପକ୍ଷ ନୁକୁରି ପକ୍ଷୀ (ଇଂରାଜୀ ଭାଷାରେ bronze-winged courser ବା violet-tipped courser, ଜୀବବିଜ୍ଞାନ ନାମ Rhinoptilus chalcopterus) ଗ୍ଲେରିଓଲିଡାଏ ପରିବାରର ଏକ ସଦସ୍ୟ ନୁକୁରି ପକ୍ଷୀ । ଏହି ପକ୍ଷୀ ମୁଖ୍ୟତଃ ଆଫ୍ରିକା ମହାଦେଶର ଉପ-ସାହାରା ଅଞ୍ଚଳରେ ପରିଲକ୍ଷିତ ହୋଇଥାନ୍ତି ।
ଆଧାର
[ସମ୍ପାଦନା]- ↑ BirdLife International (2012). "Rhinoptilus chalcopterus". Retrieved 26 November 2013.
{{cite journal}}
: Cite journal requires|journal=
(help); Invalid|ref=harv
(help)
ଅନ୍ୟାନ୍ୟ ଲିଂକ୍
[ସମ୍ପାଦନା]- Bronze-winged courser - Species text in The Atlas of Southern African Birds.