କାଂସ୍ୟପକ୍ଷ ନୁକୁରି ପକ୍ଷୀ

ଉଇକିପିଡ଼ିଆ‌ରୁ

କାଂସ୍ୟପକ୍ଷ ନୁକୁରି ପକ୍ଷୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Charadriiformes
Family: Glareolidae
Genus: Rhinoptilus
ଜାତି: R. chalcopterus
ବାଇନୋମିଆଲ ନାମ
Rhinoptilus chalcopterus
କନ୍ରାଡ୍ ଜାକବ୍ ଟେମିଂକ୍, ୧୮୨୪

କାଂସ୍ୟପକ୍ଷ ନୁକୁରି ପକ୍ଷୀ (ଇଂରାଜୀ ଭାଷାରେ bronze-winged courser ବା violet-tipped courser, ଜୀବବିଜ୍ଞାନ ନାମ Rhinoptilus chalcopterus) ଗ୍ଲେରିଓଲିଡାଏ ପରିବାରର ଏକ ସଦସ୍ୟ ନୁକୁରି ପକ୍ଷୀ । ଏହି ପକ୍ଷୀ ମୁଖ୍ୟତଃ ଆଫ୍ରିକା ମହାଦେଶର ଉପ-ସାହାରା ଅଞ୍ଚଳରେ ପରିଲକ୍ଷିତ ହୋଇଥାନ୍ତି ।

ଆଧାର[ସମ୍ପାଦନା]

  1. BirdLife International (2012). "Rhinoptilus chalcopterus". Retrieved 26 November 2013. {{cite journal}}: Cite journal requires |journal= (help); Invalid |ref=harv (help)

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]