ବିପ୍ଳବ ଚାଟାର୍ଜୀ
ଦେଖଣା
(Biplab Chatterjeeରୁ ଲେଉଟି ଆସିଛି)
ବିପ୍ଳବ ଚାଟାର୍ଜୀ | |
---|---|
ଜନ୍ମ | ୮ ଜୁଲାଇ ୧୯୪୭ |
ଶିକ୍ଷାନୁଷ୍ଠାନ | ଆନନ୍ଦମୋହନ କଲେଜ କଲିକତା ବିଶ୍ୱବିଦ୍ୟାଳୟ |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୧୯୭୦–ଏବେଯାଏଁ |
ରାଜନୈତିକ ଦଳ | Communist Party of India (Marxist) |
ବିପ୍ଲବ ଚାଟାର୍ଜୀ (ଜନ୍ମ: ୮ ଜୁଲାଇ ୧୯୪୭) ଜଣେ ଭାରତୀୟ ଅଭିନେତା ତଥା ଦୂରଦର୍ଶନ ଓ କଥାଚିତ୍ର ନିର୍ଦ୍ଦେଶକ । ସେ ଅଭିନୟ ଜୀବନ ସହିତ ରାଜନୀତିରେ ମଧ୍ୟ ଜଡ଼ିତ ଥିଲେ ।
ପେଷା
[ସମ୍ପାଦନା]ବିପ୍ଲବ ୧୯୭୦ ମସିହାରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ପ୍ରତିଧ୍ୱନି, ଯାହାର ନିର୍ଦ୍ଦେଶନା ଦେଇଥିଲେ ସତ୍ୟଜିତ ରାୟ । ବଙ୍ଗଳା କଥାଚିତ୍ର ଜଗତରେ ଖଳନାୟକ ଚରିତ୍ର ପାଇଁ ସେ ଜଣାଶୁଣା ।
ରାଜନୀତି ଓ ସମାଜସେବା
[ସମ୍ପାଦନା]ଅଭିନୟ ଜଗତ ବ୍ୟତୀତ ସେ ସମାଜ ସେବା ତଥା ରାଜନୀତିରେ ମଧ୍ୟ ସକ୍ରିୟ ।[୧] ୧୯୯୮ ମସିହରେ, ସେ ରାସବିହାରୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ଏବଂ ୨୦୦୬ ମସିହାରେ ଅଲିପୁର ନିର୍ବାଚନ ମଣ୍ଡଳୀରୁ ବିଧାନ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିଲେ ।[୨][୩]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ରାଜର୍ କିଟି (୨୦୦)
- ଅସୁର (୨୦୨୦)
- ପ୍ରାଣ୍ ବନ୍ଧୁରେ (୨୦୧୯)
- ଚାମ୍ପ୍ (୨୦୧୭)
- ଏଇ ତ ଜୀବନ (୨୦୧୭)
- ରକ୍ତ (୨୦୧୬)
- ନିର୍ଭୟ (୨୦୧୩)
- ମିସେସ୍ ସେନ୍ (୨୦୧୩)
- ଉଲ୍ଲାସ (୨୦୧୨)
- ଅସ୍ତ୍ର (୨୦୧୨)
- କିଶୋର କନିଆ (୨୦୧୨)
- ଖୋକାବାବୁ (୨୦୧୨)
- ତିନ୍ ୟାରି କଥା (୨୦୧୨)
- ଗୋସୈନବାଗନେର୍ ଭୁତ୍ (୨୦୧୧)
- ତେନିଦା (୨୦୧୧)
- ଶତ୍ରୁ (୨୦୧୧)
- ରୟାଲ୍ ବେଙ୍ଗଲ୍ ରହସ୍ୟ (୨୦୧୧)
- ୱାଣ୍ଟେଡ୍ (୨୦୧୦)
- ବଙ୍ଗାଲ ଘୋଟି ଫଟାଫଟି (ମୁକ୍ତିଲାଭ କରିନାହିଁ) (୨୦୦୯)
- ମାଗ୍ନୋ ମୈନାକ୍ (୨୦୦୯)
- ସେଦିନ ଦୁଜନେ (୨୦୦୮)
- ମାଣିକ
- ଏକ ମୁଟୋ ଛବି
- ତୁଲକାଲାମ (୨୦୦୭) |
- କୈଲାଶେ କେଲେଙ୍କାରୀ (୨୦୦୭)
- ଜରା ବ୍ରିଷ୍ଟିତେ ଭିଜେଛିଲୋ (୨୦୦୭)
- ରେଫ୍ୟୁଜୀ (୨୦୦୬)
- ଅଗ୍ନିପଥ (୨୦୦୫)
- ପରିନୀତା (୨୦୦୫)
- ରାଜମହଲ (୨୦୦୫)
- ପାରିବାର (୨୦୦୪)
- ସ୍ୱପ୍ନ ଦେଖା ରାଜକନ୍ୟା (୨୦୦୪)
- ପାତାଲଘର (୨୦୦୩)
- ମନର୍ ମାଝେ ତୁମି (୨୦୦୩)
- ଦେଖା (୨୦୦୧)
- ଜୀବନ୍ ନିୟେ ଖେଲା (୧୯୯୯)
- ଲାଲ୍ ଦର୍ଜା (୧୯୯୭)
- ଫିରିୟେ ଦାଓ (୧୯୯୪)
- ରକ୍ତେ ଲେଖା (୧୯୯୨)
- ଇଷ୍ଟ ବେଙ୍ଗାଲର୍ ଚେଲେ (୧୯୮୯)
- ବାଘ୍ ବାହାଦୂର୍ (୧୯୮୯) (ହିନ୍ଦୀ)
- ହିରେର୍ ଶିକଲ୍ (୧୯୮୮)
- ପ୍ରତିକାର (୧୯୮୭)
- ଫଟିକ୍ ଚାନ୍ଦ୍ (୧୯୮୩) ଶ୍ୟାମଲାଲ୍ ଭାବରେ |
- ସୂର୍ଯ୍ୟ ସାକ୍ଷୀ (୧୯୮୧)
- ବଞ୍ଚାରାମେର ବେଗାନ (୧୯୮୦)
- ଏକ୍ ଦିନ୍ ପ୍ରତିଦିନ (୧୯୭୯)
- ସବୁଜ ଦ୍ୱିପର ରାଜା (୧୯୭୯)
- ଜୟ ବାବା ଫେଲୁନଥ (୧୯୭୮)
- ଚାରମୂର୍ତ୍ତି (୧୯୭୮)
- ଦିନ୍ ଆମଦେର୍ (୧୯୭୭)
- ଖୁଞ୍ଜେୟ ବେରାଇ (୧୯୭୧)
- ପ୍ରତିଧ୍ୱନି (୧୯୭୦)
ନିର୍ଦ୍ଦେଶିତ କଥାଚିତ୍ର
[ସମ୍ପାଦନା]- ଚୋର ଓ ଭଗବାନ୍ (୨୦୦୩)
- ତୋମାର ଆମାର ପ୍ରେମ୍ (୧୯୯୮)
- ବିଦ୍ରୋହିନି (୧୯୯୪)
- ପ୍ରଜାପତି (୧୯୯୩)
- ଅଭିମନ୍ୟୁ (୧୯୯୦)
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ୨୦୦୫: ବେଙ୍ଗଲ ଫିଲ୍ମ ଜର୍ଣ୍ଣାଲିଷ୍ଟ ଆସୋସିଏସନଦ୍ୱାରା ଶ୍ରେଷ୍ଠ ସହ-ଅଭିନେତା
- ୧୯୯୭: ବେଙ୍ଗଲ ଫିଲ୍ମ ଜର୍ଣ୍ଣାଲିଷ୍ଟ ଆସୋସିଏସନଦ୍ୱାରା ଶ୍ରେଷ୍ଠ ସହ-ଅଭିନେତା
ଆଧାର
[ସମ୍ପାଦନା]- ↑ IANS (15 November 2007). "Kolkata celebs march for peace in Nandigram". Archived from the original on 25 August 2012. Retrieved 12 March 2009.
- ↑ Sharmi Adhikary (10 March 2006). "Stage set for real fight between reel hero and villain". Retrieved 12 March 2009.[dead link]
- ↑ Special Correspondent (25 April 2006). "CPI(M) candidate faints on trail". The Hindu. Chennai, India. Archived from the original on 18 August 2006. Retrieved 12 March 2009.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବିପ୍ଳବ ଚାଟାର୍ଜୀ
- ଉଇକିମିଡ଼ିଆ କମନ୍ସରେ Biplab Chatterjee-ସମ୍ପର୍କିତ ମିଡ଼ିଆ