ବିପ୍ଳବ ଚାଟାର୍ଜୀ

ଉଇକିପିଡ଼ିଆ‌ରୁ
ବିପ୍ଳବ ଚାଟାର୍ଜୀ
୨୦୨୩ ମସିହାର ବିପ୍ଳବ ଚାଟାର୍ଜୀ
ଜନ୍ମ (1947-07-08) ୮ ଜୁଲାଇ ୧୯୪୭ (ବୟସ ୭୬)
ଶିକ୍ଷାନୁଷ୍ଠାନଆନନ୍ଦମୋହନ କଲେଜ
କଲିକତା ବିଶ୍ୱବିଦ୍ୟାଳୟ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୭୦–ଏବେଯାଏଁ
ରାଜନୈତିକ ଦଳCommunist Party of India (Marxist)

ବିପ୍ଲବ ଚାଟାର୍ଜୀ (ଜନ୍ମ: ୮ ଜୁଲାଇ ୧୯୪୭) ଜଣେ ଭାରତୀୟ ଅଭିନେତା ତଥା ଦୂରଦର୍ଶନ ଓ କଥାଚିତ୍ର ନିର୍ଦ୍ଦେଶକ । ସେ ଅଭିନୟ ଜୀବନ ସହିତ ରାଜନୀତିରେ ମଧ୍ୟ ଜଡ଼ିତ ଥିଲେ ।

ପେଷା[ସମ୍ପାଦନା]

ବିପ୍ଲବ ୧୯୭୦ ମସିହାରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ପ୍ରତିଧ୍ୱନି, ଯାହାର ନିର୍ଦ୍ଦେଶନା ଦେଇଥିଲେ ସତ୍ୟଜିତ ରାୟବଙ୍ଗଳା କଥାଚିତ୍ର ଜଗତରେ ଖଳନାୟକ ଚରିତ୍ର ପାଇଁ ସେ ଜଣାଶୁଣା ।

ରାଜନୀତି ଓ ସମାଜସେବା[ସମ୍ପାଦନା]

ଅଭିନୟ ଜଗତ ବ୍ୟତୀତ ସେ ସମାଜ ସେବା ତଥା ରାଜନୀତିରେ ମଧ୍ୟ ସକ୍ରିୟ ।[୧] ୧୯୯୮ ମସିହରେ, ସେ ରାସବିହାରୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ଏବଂ ୨୦୦୬ ମସିହାରେ ଅଲିପୁର ନିର୍ବାଚନ ମଣ୍ଡଳୀରୁ ବିଧାନ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିଲେ ।[୨][୩]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ରାଜର୍ କିଟି (୨୦୦)
  • ଅସୁର (୨୦୨୦)
  • ପ୍ରାଣ୍ ବନ୍ଧୁରେ (୨୦୧୯)
  • ଚାମ୍ପ୍ (୨୦୧୭)
  • ଏଇ ତ ଜୀବନ (୨୦୧୭)
  • ରକ୍ତ (୨୦୧୬)
  • ନିର୍ଭୟ (୨୦୧୩)
  • ମିସେସ୍ ସେନ୍ (୨୦୧୩)
  • ଉଲ୍ଲାସ (୨୦୧୨)
  • ଅସ୍ତ୍ର (୨୦୧୨)
  • କିଶୋର କନିଆ (୨୦୧୨)
  • ଖୋକାବାବୁ (୨୦୧୨)
  • ତିନ୍ ୟାରି କଥା (୨୦୧୨)
  • ଗୋସୈନବାଗନେର୍ ଭୁତ୍ (୨୦୧୧)
  • ତେନିଦା (୨୦୧୧)
  • ଶତ୍ରୁ (୨୦୧୧)
  • ରୟାଲ୍ ବେଙ୍ଗଲ୍ ରହସ୍ୟ (୨୦୧୧)
  • ୱାଣ୍ଟେଡ୍ (୨୦୧୦)
  • ବଙ୍ଗାଲ ଘୋଟି ଫଟାଫଟି (ମୁକ୍ତିଲାଭ କରିନାହିଁ) (୨୦୦୯)
  • ମାଗ୍ନୋ ମୈନାକ୍ (୨୦୦୯)
  • ସେଦିନ ଦୁଜନେ (୨୦୦୮)
  • ମାଣିକ
  • ଏକ ମୁଟୋ ଛବି
  • ତୁଲକାଲାମ (୨୦୦୭) |
  • କୈଲାଶେ କେଲେଙ୍କାରୀ (୨୦୦୭)
  • ଜରା ବ୍ରିଷ୍ଟିତେ ଭିଜେଛିଲୋ (୨୦୦୭)
  • ରେଫ୍ୟୁଜୀ (୨୦୦୬)
  • ଅଗ୍ନିପଥ (୨୦୦୫)
  • ପରିନୀତା (୨୦୦୫)
  • ରାଜମହଲ (୨୦୦୫)
  • ପାରିବାର (୨୦୦୪)
  • ସ୍ୱପ୍ନ ଦେଖା ରାଜକନ୍ୟା (୨୦୦୪)
  • ପାତାଲଘର (୨୦୦୩)
  • ମନର୍ ମାଝେ ତୁମି (୨୦୦୩)
  • ଦେଖା (୨୦୦୧)
  • ଜୀବନ୍ ନିୟେ ଖେଲା (୧୯୯୯)
  • ଲାଲ୍ ଦର୍ଜା (୧୯୯୭)
  • ଫିରିୟେ ଦାଓ (୧୯୯୪)
  • ରକ୍ତେ ଲେଖା (୧୯୯୨)
  • ଇଷ୍ଟ ବେଙ୍ଗାଲର୍ ଚେଲେ (୧୯୮୯)
  • ବାଘ୍ ବାହାଦୂର୍ (୧୯୮୯) (ହିନ୍ଦୀ)
  • ହିରେର୍ ଶିକଲ୍ (୧୯୮୮)
  • ପ୍ରତିକାର (୧୯୮୭)
  • ଫଟିକ୍ ଚାନ୍ଦ୍ (୧୯୮୩) ଶ୍ୟାମଲାଲ୍ ଭାବରେ |
  • ସୂର୍ଯ୍ୟ ସାକ୍ଷୀ (୧୯୮୧)
  • ବଞ୍ଚାରାମେର ବେଗାନ (୧୯୮୦)
  • ଏକ୍ ଦିନ୍ ପ୍ରତିଦିନ (୧୯୭୯)
  • ସବୁଜ ଦ୍ୱିପର ରାଜା (୧୯୭୯)
  • ଜୟ ବାବା ଫେଲୁନଥ (୧୯୭୮)
  • ଚାରମୂର୍ତ୍ତି (୧୯୭୮)
  • ଦିନ୍ ଆମଦେର୍ (୧୯୭୭)
  • ଖୁଞ୍ଜେୟ ବେରାଇ (୧୯୭୧)
  • ପ୍ରତିଧ୍ୱନି (୧୯୭୦)

ନିର୍ଦ୍ଦେଶିତ କଥାଚିତ୍ର[ସମ୍ପାଦନା]

  • ଚୋର ଓ ଭଗବାନ୍ (୨୦୦୩)
  • ତୋମାର ଆମାର ପ୍ରେମ୍ (୧୯୯୮)
  • ବିଦ୍ରୋହିନି (୧୯୯୪)
  • ପ୍ରଜାପତି (୧୯୯୩)
  • ଅଭିମନ୍ୟୁ (୧୯୯୦)

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ୨୦୦୫: ବେଙ୍ଗଲ ଫିଲ୍ମ ଜର୍ଣ୍ଣାଲିଷ୍ଟ ଆସୋସିଏସନ‌ଦ୍ୱାରା ଶ୍ରେଷ୍ଠ ସହ-ଅଭିନେତା
  • ୧୯୯୭: ବେଙ୍ଗଲ ଫିଲ୍ମ ଜର୍ଣ୍ଣାଲିଷ୍ଟ ଆସୋସିଏସନ‌ଦ୍ୱାରା ଶ୍ରେଷ୍ଠ ସହ-ଅଭିନେତା

ଆଧାର[ସମ୍ପାଦନା]

  1. IANS (15 November 2007). "Kolkata celebs march for peace in Nandigram". Archived from the original on 25 August 2012. Retrieved 12 March 2009.
  2. Sharmi Adhikary (10 March 2006). "Stage set for real fight between reel hero and villain". Retrieved 12 March 2009.[dead link]
  3. Special Correspondent (25 April 2006). "CPI(M) candidate faints on trail". The Hindu. Chennai, India. Archived from the original on 18 August 2006. Retrieved 12 March 2009.

ବାହାର ଲିଙ୍କ୍[ସମ୍ପାଦନା]